ଗଣମାଧ୍ୟମ ସାମ୍ନାରେ କାହିଁକି ମୁହଁ ଖୋଲୁ ନାହାନ୍ତି ପରିବାର ଲୋକେ ? ରାଧେଙ୍କ ଘରୁ ମିଳିଥିବା ବ୍ୟାଗ, ମୋବାଇଲ ଓ ଡ୍ରେସ କ’ଣ ସତରେ ମମିତାଙ୍କର ନୁହେଁ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋ-ଲ-ତା-ଡ଼ ଜାରି ରହିଛି । ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି । ତେବେ ଏ ବ୍ୟାଗ କାହାର? ? ଶିକ୍ଷୟିତ୍ରୀ ମମିତା ମେହେର ହ-ତ୍ୟା ମାମଲାରେ ଅନ୍ୟତମ ଅ-ଭି-ଯୁ-କ୍ତ ରାଧେର ଘରୁ ମିଳିଥିବା ବ୍ୟାଗକୁ ନେଇ ଏବେ ସ-ନ୍ଦେ-ହ ବଢ଼ିଛି ।


କାରଣ ମିଳିଥିବା ବ୍ୟାଗଟି ମମିତାଙ୍କ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ଆଜି ଖ-ଣ୍ଡ-ନ କରିଛି ବଲାଙ୍ଗିର ପୋଲିସ୍ ।  ବ୍ୟାଗ୍ ସମ୍ପର୍କରେ ମମିତାଙ୍କ ପରିବାରଲୋକେ କିଛି କହିନାହାନ୍ତି ।  ତେଣୁ ଏହା ମମିତାଙ୍କ ବ୍ୟାଗ୍ ନୁହେଁ ବୋଲି ପୋଲିସ୍ କହିଛି । ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି ।


ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହ-ତ୍ୟା ମାମଲାର ଗୋଟିଏ ପରେ ସ-ସ୍‌-ପେ-ନ୍ସ ମଧ୍ୟ ବଢ଼ିବାରେ ଲାଗିଛି । ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସ-ସ୍‌-ପେ-ନ୍ସ ବଢ଼ି ଚାଲିଛି । କ୍ରା-ଇ-ମ୍ ସିନ୍ ରିକ୍ରିଏଟ୍ ବେଳେ ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ କହିଛି, ହ-ତ୍ୟା ପରେ ଏକ ଗା-ତରେ ମମିତାଙ୍କୁ ଜା-ଳି ଦେଇଛି । ହେଲେ ଗୋବିନ୍ଦ ର ସହଯୋଗୀ ରାଧେର ପତ୍ନୀ କହିଛନ୍ତି, ତାଙ୍କ ଘରୁ ମିଳିଛି ବ୍ୟାଗ୍ ସହ ମୋବାଇଲ୍, ଚାର୍ଜର, କିଛି ମେଡ଼ିସିନ୍ ଏବଂ ୩ ହଳ ଲେଡିଜ୍ ଡ୍ରେସ୍ ।

ତେବେ ବ୍ୟାଗ୍‌କୁ ଗଣମାଧ୍ୟମ ଆଗରେ ଦେଖାଇବା ପାଇଁ ଆଣିବା ପୂର୍ବରୁ ସେଥିରେ ମୋବାଇଲ୍ ଥିବା ଜାଣିବା ପରେ ତତ୍‌କ୍ଷଣାତ ସେହି ବ୍ୟାଗ‌କୁ ପୋଲିସ ଝା-ମ୍ପି ନେଇଥିବା ରାଧେର ପତ୍ନୀ କହିଛନ୍ତି । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମା-ମ-ଲା-ରେ ଖୋ-ଳ ତା-ଡ଼ ଜାରି ରହିଛି । ଆଜି ମମିତାଙ୍କ ପରିବାର ଲୋକଙ୍କୁ ସୁନା ଚେନ୍ ଓ ପାଉଁଜିକୁ ହସ୍ତାନ୍ତର କରାଯାଇଛି ।

ମହାଲିଙ୍ଗ ଷ୍ଟାଡିୟମ୍‌ରେ ମମିତାଙ୍କ ମୃ-ତ-ଦେ-ହ ପୋ-ତା ଯାଇଥିବା ସ୍ଥାନରୁ ମିଳିଥିଲା । ତେବେ ପାଉଁଜି ଓ ସୁନା ଚେନକୁ ଘର ଲୋକଙ୍କୁ ଦିଆଯାଇଛି । ପରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଛନ୍ତି ମମିତାଙ୍କ ବାପା, ମାଆ । ଜିଲ୍ଲାପାଳଙ୍କୁ ଭେଟିବା ପରେ ମନୋହରପୁର ରିଜର୍ଭରେ ଉତ୍ତରାଞ୍ଚଳ ଡିଆଇଜି, ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *