ମାନ୍ୟବର କୋ-ର୍ଟ ଅଗ୍ରାହ୍ୟ କରିଛନ୍ତି ଆରିୟାନ ଖାନଙ୍କ ବେଲ । ଆରିୟାନ ଖାନଙ୍କ ସହ ତାଙ୍କ ସାଥି ମାନେ ଏବେ ଜେ-ଲ ଯିବେ । ଆରିୟାନ ଓ ତାଙ୍କ ସାଥି ମାନେ ଆର୍ଥର ଜେ-ଲ ଯିବେ । ତେବେ କାହିଁକି ଆରିୟାନଙ୍କୁ ବେ-ଲ ମିଳିଲା ନାହିଁ ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ମି-ଡି-ଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ବେ-ଲ ନମିଳିବାର ମୁଖ୍ୟ କାରଣ ହେଉଛି ଏହି କ୍ରା-ଇ-ମ-ରେ ସମସ୍ତେ ସହଭାଗୀ ଥିଲେ ଅର୍ଥାତ ଅରିୟାନ ଖାନ ଏବଂ ତାଙ୍କ ବନ୍ଧୁ ଅରବାଜ ଓ ମୁନମୁନଙ୍କ ପାଖରୁ ଡ୍ର-ଗ ମିଳିଥିଲା ।
ଅବଶ୍ୟ ଆରିୟାନଙ୍କ ପାଖରେ ଡ୍ର-ଗ ନଥିଲା ଓ ତାଙ୍କ ପାଖରେ କୃସ୍ ଟିକେଟ ନଥିଲା ହେଲେ ଘଟଣା ସ୍ଥଳରେ ସେ ଉପସ୍ଥିତ ଥିଲେ । ବନ୍ଧୁଗଣ ଏହି ପର୍ଯ୍ୟାପ୍ତ କାରଣ ପାଇଁ ଆରିୟାନଙ୍କୁ ବେ-ଲ ମିଳିପାରିଲା ନାହିଁ । ଯଦି ବନ୍ଧୁଗଣ କେବଳ ଆରିୟାନ ଖାନଙ୍କୁ ବେ-ଲ ମିଳି ଥାନ୍ତା ତା ହେଲେ ତାଙ୍କ ସହ ଥିବା ଅନ୍ୟ ମାନଙ୍କ ପାଇଁ ଏହା ନିରପେକ୍ଷ ନିଷ୍ପତ୍ତି ହୋଇ ନଥାନ୍ତା ।
ତେଣୁ ମାନ୍ୟବର କୋ-ର୍ଟ ନିରପେକ୍ଷତାକୁ ବଜାଇ ରଖିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ପକ୍ଷରେ ଆରିୟାନଙ୍କ ଓକିଲ ସତିଶ ମନସିନ୍ଦେ ପୁଣି ଥରେ ହାରି ଯାଇଛନ୍ତି ଓ ବେ-ଲ ଆଣି ପାରି ନାହାନ୍ତି । ହେଲେ ସତିଶ ନିଜ କ୍ଲାଇଣ୍ଡ ଆରିୟାନଙ୍କୁ ବେ-ଲ ଦେବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ହେଲେ ତାଙ୍କର ସମସ୍ତ ଚେଷ୍ଟା ବୃଥା ହୋଇଗଲା । ଆରିୟାନଙ୍କ ବାପା ଶାହରୁଖ ଖାନଙ୍କର କାନ୍ଦି କାନ୍ଦି ଖରାପ ଅବସ୍ଥା । ଅନ୍ୟ ପକ୍ଷରେ ଆଜି ଆରିୟାନଙ୍କ ମା ଗୌରି ଖାନଙ୍କ ଜନ୍ମଦିନ ।
ପୁଅ ଫେରିବା ବାଟକୁ ଚାହିଁ ରହିଥିଲେ ଗୌରି ହେଲେ ପୁଅକୁ ବେ-ଲ ନମିଳି ଜେ-ଲ ମିଳିଲା । ବର୍ତ୍ତମାନ ଆରିୟାନଙ୍କୁ ଯେଯେ ମେଡିକାଲ ନିଆଯିବ ଓ ତାଙ୍କର ମେଡିକାଲ ଚେକଅପ୍ କରାଯିବ । ମେଡିକାଲ ଚେକଅପ୍ ପରେ ତାଙ୍କୁ ଜେ-ଲ-ରେ ରଖାଯିବ । ତା ହେଲେ ବନ୍ଧୁଗଣ ଆରିୟାନଙ୍କ ଜେ-ଲ ଯିବା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।