ଚାଷୀ ମାନଙ୍କ ଉପରେ ଗାଡି ଚଢାଉଥିବା ଭିଡ଼ିଓ ଦେଖାଇ Modi ଙ୍କୁ କିଛି ଏମିତି ପ୍ରଶ୍ନ କଲେ Priyanka Gandhi, ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗତ କିଛି ଦିନ ହେବ ପ୍ରିୟଙ୍କା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରରେ ହିଂ-ସା-କା-ଣ୍ଡ-କୁ ନେଇ ରାଜନୀତି ତେଜିବା ପରେ ପ୍ରିୟଙ୍କା ପୁଣି ଏବେ ଚର୍ଚାରେ ଅଛନ୍ତି । ଗତ କିଛି ସମୟ ହେବ ପ୍ରିୟଙ୍କାଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭିଡିଓରେ ପ୍ରିୟଙ୍କା କହୁଛନ୍ତି-‘ନମସ୍କାର ମୋଦୀ ଜି, ମୁ ଶୁଣିଲି ଆଜି ସ୍ଵାଧୀନତାର ଅମୃତ ଉତ୍ସବ ପାଳନ କରିବା ପାଇଁ ଆପଣ ଲକ୍ଷ୍ନୋ ଆସୁଛନ୍ତି । ମୁ ଆପଣଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି ।

ଆପଣ କଣ ଏହି ଭିଡିଓ ଦେଖିଛନ୍ତି । ଏହି ଭିଡିଓରେ ଆପଣଙ୍କ ସରକାର ମନ୍ତ୍ରୀର ପୁଅ ନିଜ ଗାଡିରେ କୃଶକ ମାନଙ୍କ ଉପରେ ଗାଡି ଚ-ଢା-ଉ ଥିବାର ନଜର ଆସୁଛି’ । ଆଗକୁ ପ୍ରିୟଙ୍କା କହିଛନ୍ତି-‘ଏହି ଭିଡିଓକୁ ଦେଖନ୍ତୁ ଓ ଦେଶକୁ କୁହନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମନ୍ତ୍ରୀକୁ ବରଖାସ୍ତ କାହିଁକି କରାଯାଇ ନାହିଁ । ଆଉ ସେହି ଯୁବକକୁ ବର୍ତ୍ତମାନ ପର୍ଜୟନ ଗି-ର-ଫ କାହିଁକି କରାଯାଇ ନାହିଁ ।

ମୋ ପରିକା ବି-ରୋ-ଧୀ ନେତା ମାନଙ୍କୁ ଆପଣ ବିନା କୌଣସି ୱା-ରେ-ଣ୍ଟ-ରେ କ-ଷ୍ଟେ-ଡି-ରେ ରଖୁଛନ୍ତି ହେଲେ ମୁ ଜାଣିବାକୁ ଚାହୁଁଛି ଏ ମଣିଷ ସ୍ଵାଧୀନ ହୋଇ କେମିତି ବୁଲୁଛି’ । ଆଗକୁ ପ୍ରିୟଙ୍କା କହିଛନ୍ତି-‘ଗୋଟେ କଥା ମନେ ରଖନ୍ତୁ ଆମକୁ ସ୍ଵାଧୀନତା କୃଶକ ମାନେ ଦେଇଛନ୍ତି । ଆଜି ବି ଏହି ଦେଶର ସୁରକ୍ଷା ସୀମା ଉପରେ କୃଶକ ମାନଙ୍କ ପୁଅ କରୁଛନ୍ତି । ଆପଣ କୃଶକ ମାନଙ୍କ ପୀଡା ଦେଖନ୍ତୁ ଆପଣଙ୍କର ଏହା କର୍ତ୍ତବ୍ୟ ଅଟେ, ଜୟ ହିନ୍ଦ ଜୟ କୃଶକ ।

Leave a Reply

Your email address will not be published. Required fields are marked *