ଯମଦୂତ ସାଜିଲା ମୋବାଇଲ ! ଜିଦ ଧରି ବାପାଙ୍କ ଠାରୁ ମୋବାଇଲ ଫୋନ ନେବା ହେଇଗଲା କାଳ ! ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଆମେ ମାନେ ମୋବାଇଲର ଅତ୍ୟଧିକ ବ୍ୟବହାର କରୁଛୁ । ଏହି ଡିଜିଟାଲ ଦୁନିଆରେ ଆମେ ମୋବାଇଲ ବିନା ଗୋଟେ ମୂହୁର୍ତ୍ତ ବି ରହିପାରିବା ନାହିଁ । ସାଧାରଣତଃ ଲୋକ ମାନେ ମୋବାଇଲ ଦ୍ଵାରା ନିଜ କାମ ମଧ୍ୟ କରନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ବର୍ତ୍ତମାନ ଲୋକଙ୍କ ଠାରୁ ଅଧିକ ଛୁଆ ମାନେ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି ।

ହେଲେ ମୋବାଇଲ ଫୋନ ଜୀବନ ପାଇଁ କା-ଳ ହୋଇଯିବ ବୋଲି ବୋଧେ କେହି କଳ୍ପନା କରିପାରିବେ ନାହିଁ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣା ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘ-ଟ-ଣାଟି ଘ-ଟି-ଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥା-ନା ଅନ୍ତର୍ଗତ କୋକଲା ଗାଁରେ । ଅରୁଣ ବେହେରା ପୁଅ ରଜତ ବେହେରା ମୋବାଇଲ ପାଇଁ ନିଜ ପ୍ରା-ଣ ହରାଇ ଛନ୍ତି । ରଜତଙ୍କ ଜୀବନରେ ସବୁ କିଛି ଠିକଠାକ ଚାଲିଥିଲା । ରାତିରେ ବାପା ମାଙ୍କ ସହ ବସି ଖାଇବା ପରେ ନିଶ୍ଚିନ୍ତରେ ଛାତ ଉପରେ ଶୋଇବାକୁ ଯାଉଥିଲା ରଜତ୍, ଏହି ସମୟରେ ମୋବାଇଲ ଫୋନଟି ସାଥିରେ ନେଇ ଛାତ ଉପରକୁ ଯିବ ବୋଲି ବାପାଙ୍କ ଆଗରେ ଜି-ଦ ଧରିଥିଲା , ଆଉ ରଜତର ସେହି ଜି-ଦ ଶେଷ ଜି-ଦ ପାଲଟିଗଲା ।

ମୋବାଇଲ ଆଣିବା ସମୟରେ କୁଲରରେ ଲାଗିଥିବାର କରେଣ୍ଟ ତାର ସଂସ୍ପର୍ଶରେ ଆସି ଗୁରୁତ୍ଵର ହୋଇଯାଇଥିଲା ରଜତ । ପରିବାର ଲୋକେ ରଜତର ଚିକିତ୍ସା ପାଇଁ ତାକୁ ପୁରୁଣା କଟକ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ପୁଅ ଯିବା ପରେ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *