ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶ ରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ବହୁତ କମ କଷ୍ଟରେ ଫେମସ ହୋଇପାରିବେ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି ।
ସେହି ଭିଡିଓରେ ଏକ ଦିବ୍ୟାଙ୍ଗ ବାଳକ କୁକୁର ଓ ଛେଳିର ସ୍ଵର ବାହାର କରୁଥିବାର ନଜର ଆସୁଛି । ବନ୍ଧୁଗଣ ଏହି ଦିବ୍ୟାଙ୍ଗ ବାଳକ ଜଣକ ଆବିକଳ କୁକୁର ଓ ଛେଳି ପରି ବୋବୋଉ ଥିବାର ନଜର ଆସୁଛି ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଦିବ୍ୟାଙ୍ଗ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ଥିବା ଏହି ଭା-ଇ-ରା-ଲ ବୟର ନାମ ହେଉଛି ଭୀମ ସା । ଭୀମ ସା ଝାରସୁଗୁଡାର ବାସିନ୍ଧା ଅଟନ୍ତି । ସେ ଦେଖି ପାରନ୍ତି ନାହିଁ ହେଲେ ତାଙ୍କ ପାଖରେ ଅମୂଲ୍ୟ ଟ୍ୟାଲେନ୍ଟ ଅଛି ଯାହାକୁ ଦେଖାଇ ସେ ନିଜର ସ୍ଵତନ୍ତ୍ର ପରିଚୟ ବନେଇ ପାରିଛନ୍ତି । ଭୀମ ସା ଅବିକଳ କୁକୁର, ଛେଳି ଓ ଅନ୍ୟ ପଶୁ ମାନଙ୍କର ଆବାଜ ମୁହଁରୁ ବାହାର କରିପାରନ୍ତି । ସେ ସଙ୍ଗୀତ ବିଷୟରେ ବହୁତ କିଛି ଜାଣି ଛନ୍ତି ।
ଭୀମ ସା ଜଣେ ମିମୀକ୍ରି କଳାକାର ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଷ୍ଟୂଡିଓରେ ୧୫ଟି ଗୀତ ଗାଇଛନ୍ତି । ଆରକେ ମିଡିଆ ପିକେ ମ୍ୟୁଜିକରେ ଆପଣ ମାନେ ତାଙ୍କ ଗୀତ ପାଇପାରିବେ । ଏହା ସହିତ ତାଙ୍କର ଏକ ୟୁଟ୍ଯୂବ ଚ୍ଯାନେଲ ମଧ୍ୟ ଅଛି ଯାହାର ନାମ ହେଉଛି ଭୀମ ପ୍ରଡ଼କ୍ସନ । ସେ ନିଜ ପାଟିରେ ବିଭିନ୍ନ ପ୍ରକାରର ବାଦ୍ୟ ମଧ୍ୟ ବଜାଇ ପାରିବେ । ତାଙ୍କର ଏହି ଅମୂଲ୍ୟ ଟ୍ୟାଲେନ୍ଟକୁ ଦେଖି ସମସ୍ତ ଲୋକ ତାଙ୍କର ବେସ ପ୍ରଶଂସା କରୁଛନ୍ତି ।
ବନ୍ଧୁଗଣ ବହୁତ କମ ବର୍ଷ ବୟସରେ ଭୀମ ନିଜ ଗୋଡରେ ଛିଡା ହୋଇଛନ୍ତି । ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ଦୁନିଆରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ହେଲେ ଭୀମ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଭୀମ ସାଙ୍କ ଏହି ଟ୍ୟାଲେନ୍ଟ କରିପାରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।