ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗିରଫଦାରୀ ଉପରେ କିଛି ଏମିତି କହିଲେ ସୁର ଭାଇ (Sura Routray), ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ବହୁ ଚର୍ଚ୍ଚିତ ମାନବ ସଂଗଠନ ର ମୁଖ୍ୟ ମାନସ ଦାସ ବର୍ତ୍ତମାନ ଗିରଫ । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁର ରାଉତରାୟ ନିଜର ବକ୍ତବ୍ୟ ଦେଇ କହିଛନ୍ତି ଯେ, ସତରେ ମୁଁ ନବୀନ ପଟ୍ଟନାୟକ କୁ ଧନ୍ୟବାଦ ଦଉଅଛି । ମାନସ ଦାସ ଙ୍କୁ ନେଇ ସୁର ବାବୁ ଉତ୍ତେଜିତ ହୋଇ କହିଲେ ଯେ, ଗୋଟେ ବାହା ଡକାୟତ ସାଧୁ ବେଶରେ, ଓକିଲ ବେଶରେ, କେତେ ଲୋକଙ୍କ ଜୀବନ ନେଇ ସାରିଛି । କେତେ ନିରୀହ ଙ୍କୁ ବା-ଡେ-ଇ-ଛି ।

ସେ ଯେଉଁଭଳି ମାଡ ମା-ରି-ଅ-ଛି ଆଫଗାନିସ୍ଥାନରେ ହୋଇଥିବା ଏଭଳି ମା-ଡ ? ଏତେ ଭୟଙ୍କର ମା-ଡ ଚାରିଆଡେ ବନମାଳୀପୁର ରେ । ଜଟଣୀ ରେ ଯାଇ ଭୋଟ ପ୍ରଚାର ଯେଉଁ ଭଳି ଭାବରେ ମାନସ ଦାସ କରିଛନ୍ତି, ସେଠାରେ ଖାଲି ଲୋକ ମାନଙ୍କ ମୁଣ୍ଡ ଛୁଆଇଁଲେ । ଏହା ବ୍ୟତୀତ ମାନସ ଦାସ କହିଲା ସ୍ତ୍ରୀ ଲୋକ ମାନଙ୍କୁ ଯେ ମୋ ପାଦ ଧୂଳି ନିଅ । ଏହା ସହିତ ସେ କହିଲା ତମେ କୌଣସି ଦେବାଦେବୀ ଙ୍କର ପୂଜା କରି ପାରିବ ନାହିଁ ।

ଏହା ପରେ ଜଟଣୀ ଲୋକ କହିଲେ କଣ ଆମ୍ଭେ ଜଗନ୍ନାଥ ଭକ୍ତ, ଜଗନ୍ନାଥ ଙ୍କ ପୂଜା ନକରି ତତେ ପୁଯିବୁ । ଏହା ପରେ ମାନସ ଦାସ ସେଠାରୁ ପଳାଇ ଆସିଲା । ଏହା ପରେ ସେ ଖୋର୍ଦ୍ଧା ଗଲା, ସେଠାରେ ମଧ୍ୟ ଏହା କରି ଚାଲି ଆସିଲା । କେବଳ ସେ ବେଗୁନିଆ ରେ ଲୋକ ମାନୁ ନଥିଲେ ମାତ୍ର ସେଠାରେ ଡ-ରା-ଇ ଧ-ମ-କା-ଇ ଜ-ବ-ର-ଦ-ଖ-ଲ କରିଲା । ଲୋକ ମାନଙ୍କୁ ଜି-ଅ-ନ୍ତା ମା-ରି-ଅ-ଛି ।

ମାତ୍ର ବିଜେଡି ଲୋକ ଭୋଟ ପାଇଁ ମନସ ଦାସ ଙ୍କ ପାଦ ତଳେ ପଡ଼ୁଛନ୍ତି । ସୁର ରାଉତରାୟ କହିଛନ୍ତି ପ୍ରସନ୍ନ ପାଞ୍ଚାଳ ମୋର ଜଣେ ଭଲ ବନ୍ଧୁ, ତଥା ଭଲ ଲେଖକ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୯୦ ଟି ବହି ଲେଖି ସାରିଛନ୍ତି । ମାତ୍ର ବର୍ତ୍ତମାନ ବୟସରେ ସେ ଯାଇ ମାନସ ଦାସ ଙ୍କ ଗୋଡତଳେ ପଡିଯାଉଛନ୍ତି । ସୁର ଆହୁରି ମଧ୍ୟ କହିଛନ୍ତ୍ରୀ ପ୍ରଶାନ୍ତ ଭାଇନା ତୁମ୍ଭେ ଜଣେ ଏତେ ବଡ କଳାକାର ମାତ୍ର ତମେ କିପରି ଯାଇ ତାହାର ପାଦ ଧୁଳି ନେଇ ପାରୁଛ ।

ଏହା ପରେ ସୁର ସୁଶାନ୍ତ ରାଉତ କୁ ମଧ୍ୟ କହିଛନ୍ତି ଯେ, ତୁମ୍ଭ ବାପା ଜଣେ ପ୍ରକ୍ଷାତ ବଡ ଲୋକ ଅଟନ୍ତି ତୁମ୍ଭେ କାହିଁକି ତାହା ପାଦ ତଳ ପଡୁଥିଲ ?  ଏଭଳି ଅନେକ କଥା ସୁର ରାଉତରାୟ ମାନସ ଦାସ ଙ୍କ ବି-ରୁ-ଦ୍ଧ-ରେ କହିଛନ୍ତି । ବର୍ତ୍ତମାନ ନବୀନ ସରକାର ମାନସ ଦାସ ଏବଂ ତାଙ୍କ ପୁଅ କୁ ଗି-ର-ଫ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *