Sidharth Shukla ଙ୍କୁ ଶେଷ ଥର ପାଇଁ ଦେଖି ତାଙ୍କ ମା’ କାନ୍ଦି କାନ୍ଦି କହିଲେ କିଛି ଏମିତି କଥା କି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ ଦୁଇ ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ କେବଳ ଗୋଟିଏ ଖବର ବହୁତ ଭା-ଇ-ରା-ଲ ହେଉଛି ତାହା ହେଉଛି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁ । ସିଦ୍ଧାର୍ଥ ଗତ ଗୁରୁବାର ଦିନ ନିଜ ପ୍ରାଣ ହରାଇଥିଲେ । କୁହାଯାଉଛି ସିଦ୍ଧାର୍ଥଙ୍କ ମୃତ୍ୟୁ ହ-ର୍ଟ ଆ-ଟା-କ ପାଇଁ ହୋଇଥିଲା । ବନ୍ଧୁଗଣ ଆଜି ସିଦ୍ଧାର୍ଥଙ୍କର ଅନ୍ତିମ ସଂ-ସ୍କା-ର କରାଯାଇଛି । ସିଦ୍ଧାର୍ଥଙ୍କ ଫଟୋ ଓ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି ।

ବନ୍ଧୁଗଣ ସିଦ୍ଧାର୍ଥ ତାଙ୍କ ଜୀବନରେ ସବୁଠାରୁ ଅଧିକ ତାଙ୍କ ମାଙ୍କୁ ଭଲ ପାଉଥିଲେ । ସିଦ୍ଧାର୍ଥଙ୍କ ଯିବା ପରେ ତାଙ୍କ ମାଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ସିଦ୍ଧାର୍ଥ ଥିଲେ ଘରର ସବୁଠାରୁ ଛୋଟ ପୁଅ ତେଣୁ ତାଙ୍କୁ ସମସ୍ତେ ବହୁତ ଅଧିକ ଭଲ ପାଉଥିଲେ । ସିଦ୍ଧାର୍ଥଙ୍କୁ ତାଙ୍କ ମା ବହୁତ ଭଲ ପାଉଥିଲେ ଓ ବର୍ତ୍ତମାନ ସିଦ୍ଧାର୍ଥ ଯିବା ପରେ ତାଙ୍କ ମା ଏକା ହୋଇଯାଇଛନ୍ତି । ସିଦ୍ଧାର୍ଥ ହିନ୍ଦୀ ରିଆଲିଟି ସୋ ‘ବିଗ ବସ’ ହାଉସରେ ଥିବା ବେଳେ ନିଜ ମାଙ୍କ ବିଷୟରେ ବହୁତ କିଛି କଥା କହିଥିଲେ ।

ସେ ତାଙ୍କ ମାଙ୍କ ବିନା କେବେବି ଏକା ରହି ନାହାନ୍ତି କି କେବେ ରହିବେ ନାହିଁ ବୋଲି କହିଥିଲେ । ସିଦ୍ଧାର୍ଥଙ୍କ ଅ-ନ୍ତି-ମ ସଂ-ସ୍କା-ର ସମୟରେ ତାଙ୍କ ମା ସଂପୂର୍ଣ୍ଣ ଭା-ଙ୍ଗି ପ-ଡି-ଥିଲେ । ତାଙ୍କ ମା ମନ ଭିତରୁ ଭା-ଙ୍ଗି ପ-ଡି-ଥିଲେ ମଧ୍ୟ ମି-ଡି-ଆ ସାମ୍ନାରେ ସେ କାନ୍ଦି ନଥିଲେ । ଶେଷ ସମୟ ବେଳେ ସିଦ୍ଧାର୍ଥଙ୍କ ମାଙ୍କ ମୁହଁରୁ କିଛି କଥା ବାହାରିଥିଲା ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଅ-ନ୍ତି-ମ ସଂ-ସ୍କା-ର ପୂର୍ବରୁ ସିଦ୍ଧାର୍ଥଙ୍କ ମା ନିଜ ଫୋନକୁ ଦୁଇ ହାତରେ ଧରି ଆସିଥିଲେ । ଫୋନରେ ସିଦ୍ଧାର୍ଥଙ୍କ ଫଟୋ ଥିଲା ।

ଶେଷ ସମୟରେ ତାଙ୍କ ମା କହିଥିଲେ-‘ମୁ ଏବେ କେମିତି ବଞ୍ଚିବି, ମୋ ଜୀବନ ତ ମୁ ପୁଅ ପାଖରେ ଥିଲା’ । ସିଦ୍ଧାର୍ଥଙ୍କ ବାପାଙ୍କ ପର ଲୋକ ପରେ ତାଙ୍କ ମା ବହୁତ କଷ୍ଟରେ ତାଙ୍କୁ ପାଳି ଥିଲେ । ବର୍ତ୍ତମାନ ତାଙ୍କ ମାଙ୍କ ସହ ତାଙ୍କ ପୁଅ ବି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ସିଦ୍ଧାର୍ଥଙ୍କ ଆତ୍ମା ଶାନ୍ତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *