ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଆଫଗାନିସ୍ତାନ ରେ ଭୟାବହ ପରିସ୍ଥିତି ରହିଛି କାରଣ ସେଠାରେ ବର୍ତ୍ତମାନ ତାଲିବାନ ର ଶାସନ ଚାଲିଛି ତେବେ ତାଙ୍କର ନି-ର୍ଯ୍ୟା-ତ-ନା ଅ-ତ୍ୟା-ଚା-ର ଏବଂ ଅ-ଭ-ଦ୍ରା-ମି- କୁ ସେମାନେ ସ-ହି-ବାକୁ ବାଧ୍ୟ ହୋଇ ପଡିଛନ୍ତି । ଏହା ଛଡା ସେଠାରେ ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ଅ-ମା-ନୁ-ଷିକ ଘ-ଟ-ଣା ସବୁ ଦେଖିବାକୁ ମଧ୍ୟ ମିଳୁଛି । ତେବେ ବର୍ତ୍ତମାନ ସେହିଭଳି ଏକ ଦୟନୀୟ ଏବଂ ଅ-ମା-ନୁ-ଷି-କ ଘଟଣା ଆମ ଦେଶ ତଥା ରାଜ୍ୟ ରେ ଦେଖିବାକୁ ମିଳିଛି ।
ଯେଉଁଠି ନିୟମ ନ ମାନିବାରୁ ପଶୁ ଭଳି ମା-ଡ଼ ମା-ରି-ବା ସହିତ ଅ-ସା-ଦାଚ-ର-ଣ କରିବା ଏବଂ ଧ-ମ-କ ମଧ୍ୟ ଦିଆଯାଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା ।ତେବେ ଘଟଣା ଟି ହେଉଛି ଖୋର୍ଦ୍ଧା ଜିଲ୍ଲାର । ସେଠାର ଏକ ଗାଁ ରେ ବାସ କରୁଥିବା ମାଗୁଣୀ ନାୟକ ଏବଂ ତାଙ୍କ ପୁଅ ଙ୍କୁ ଏକ ଛୋଟ ଭୁଲ ଯୋଗୁଁ ଅ-କ-ଥ-ନୀ-ୟ ମା-ଡ଼ ମ-ରା-ଯାଇଛି ।
ତେବେ ମାଗୁଣୀ ନାୟକ ଏବଂ ତାଙ୍କ ପୁଅ ଏକ ମାନବବାଦୀ ସଙ୍ଗଠନ ରେ କାର୍ଯ୍ୟ କରୁଥିଲେ ତେବେ ସେମାନେ କିଛି ନିୟମ ମାନି ନଥିଲେ କିମ୍ବା ପାଳନ ନ କରିବାରୁ ସେହି ସଂଗଠନ ର ସଦସ୍ୟ ମାନେ ତାଙ୍କୁ ଘରୁ ଡାକି ଏକ କଠୋରି ରେ ଭର୍ତ୍ତି କରି ସେଠାରେ ଦ-ଣ୍ଡ ସ୍ୱରୂପ ଦୁଇ ବାପ ପୁଅ ଙ୍କୁ ମା-ଡ଼ ମା-ରି-ବା ଆରମ୍ଭ କରିଥିଲେ । ତେବେ ତାର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଘୁରି ବୁଲୁଛି ଏବଂ ଭା-ଇ-ରା-ଲ ମଧ୍ୟ ହେଉଛି ।
ତେବେ ପୋଲିସ ରେ ଅ-ଭି-ଯୋ-ଗ କଲେ ମଧ୍ୟ କିଛି ଫାଇଦା ହେବ ନାହିଁ ଓଲଟା ତାଙ୍କ ଦୁହିଁଙ୍କ ଉପରେ କେ-ଶ ଲାଗିବ ବୋଲି ମଧ୍ୟ ଧ-ମ-କ ମିଳୁଛି । ତେବେ ଏହି ଭି-ଡି-ଓ- ରେ ଦେଖିବାକୁ ମିଳୁଛି କି କିଛି ଲୋକ ଦୁହିଁ ବାପ ପୁଅ ଙ୍କୁ ଅ-ମା-ନୁ–ଷିକ ଭାବେ ଏବଂ ପ-ଶୁ ଠାରୁ ବି ହୀନ ଭଳି ବ୍ୟବହାର କରିବା ସହ ସେମାନଙ୍କୁ ଅ-କ-ଥ-ନୀୟ ମା-ଡ଼ ମା-ରି-ବା-ରେ ଲାଗିଥିଲେ ଏବଂ ଦୁହେଁ ଛ-ଟ-ପ-ଟ ମଧ୍ୟ ହେଉଥିଲେ ନେହୁରା ହୋଇଥିଲେ କିନ୍ତୁ କେହି ଶୁଣି ନଥିଲେ ।
ତେବେ ଏକ ମାନବ ବାଦୀ ସଙ୍ଗଠନ ହୋଇ ଯିଏ କି ଲୋକ ମାନଂକୁ କିପରି ସୁରକ୍ଷିତ ରହିବ ଏବଂ ମାନବିକତା ରକ୍ଷା କରିବା କଥା ବୁଝାଇ ଥାଏ ସେହି ସଙ୍ଗଠନ ଆଜି ନିଜର ମାନବିକତା କୁ ହରାଇ ବସିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।