ନିଜର ଅନନ୍ୟ ପ୍ରତିଭା ପାଇଁ ‘India Book of Records’ ରେ ସ୍ଥାନ ପାଇଲା ଢେଙ୍କାନାଳର 4 ବର୍ଷର ଏହି କୁନି ପୁଅ, ପୁରାଣରେ ଏତେ ପ୍ରଚଣ୍ଡ ବୁଦ୍ଧି, ପୁରା Video ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ, ସାଧାରଣତ ଆମ୍ଭ ଭାରତବର୍ଷ ରେ ଏଭଳି ଅନେକ ପ୍ରତିଭା ମାନେ ଜନ୍ମ ଗ୍ରହଣ କରି ନିଜର ଚମତ୍କାରିତା ଦେଖାଇସାରିଛନ୍ତି । ମାତ୍ର ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ଯେଉଁ ଅବିସ୍ମୟ ପ୍ରତିଭା ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ହେଉଛି ମାତ୍ର ୪ ବର୍ଷ ବୟସ କୁନି ବଳାକ ର । ଭୁବନେଶ୍ଵରର ଏକ ଦମ୍ପତ୍ତି ଙ୍କ ଏକମାତ୍ର ପୁତ୍ର ସନ୍ତାନ ବର୍ତ୍ତମାନ ଚର୍ଚ୍ଚାରେ । ଉଭୟ ସ୍ଵାମୀ ସ୍ତ୍ରୀ ଚାକିରି କରିଛନ୍ତି । ଉଭୟ ଘରୁ ନିଜ କର୍ମ କ୍ଷେତ୍ର କୁ ବାହାରି ଗଲା ସମୟରେ ୪ ବର୍ଷ ର କୁନି ବାଳକ କୁ ନିଜ ଆଜା ଆଇ ଙ୍କ ପାଖରେ ଛାଡି ଚାଲି ଜାଆନ୍ତି ।

ପୁଣି ନିଜ କାମରୁ ଫେରସ୍ଥ ହେଲେ ପୁଅ କୁ ନିଜ କୋଳକୁ ଆପଣେଇ ନିଅନ୍ତି ଏହି ଦମ୍ପତ୍ତି । ସେମାନେ ସିନା ନିଜ ବାପା ମା ଙ୍କ ପାଖରେ ନିଶ୍ଚିନ୍ତ ରେ ଛାଡି ଚାଲି ଯାଇଥାନ୍ତି ଯେ ଆମ୍ଭ ପୁତ୍ର ଭଲ ଭାବରେ ଖେଳକୁଦ କରି ନିଜ ସମୟ କାଟିଥିବ । ମାତ୍ର କିଏ ଜାଣିଛି ଯେ ଏହି କୁନି ବାଳକଙ୍କ ଖେଳ କୁଦ ରେ କୌଣସି ମାତ୍ର ଆଗ୍ରହ ରହିନାହିଁ । ଆଗ୍ରହ ଥିଲା ପ୍ରାଚୀନ ଯୁଗର ସେହି କଥା ଯାହାକୁ ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ଦିଆ ଯାଇଅଛି ।

ଆଜ୍ଞା ହଁ ଆମ୍ଭେ କହୁଅଛୁ ରାମାୟଣ, ତଥା ମହାଭାରତ କଥା । ପିଲାଟିକୁ ମାତା ପିତା ଘରର ଗୁରୁଜନ ଙ୍କ ନିକଟରେ ଛାଡି କାମକୁ ଚାଲିଯିବା ପରେ ନିଜ ଅଜା ଆଇ ଙ୍କ ଠାରୁ ୪ ବର୍ଷ ବୟସର ଏହି ବାଳକ ପୋଥି ପୁରାଣ ଶୁଣେ । ଏହାକୁ ସେ ଅଭଳି ଭାବରେ ସ୍ମରଣ କରିଅଛି ବୋଧହୁଏ ଆପଣ ମାନଙ୍କୁ ଏତେ ପ୍ରଶ୍ନ ର ଉତ୍ତର ଜଣା ନଥିବ, ଯେତେ ମାତ୍ରାରେ ଏହି ବାଳକ ମାନେ ରଖିଛନ୍ତି ।

ଠାକୁର ଙ୍କ ପ୍ରତି ଏଭଳି ପ୍ରତିଭା ଦେଖି ପିଲାଟିର ମାତା ପିତା India Books Of Records ରେ ନିଜ ପୁଅ ର ନାମ ଦାଖଲ କରିଥିଲେ । ମାତ୍ର ୨ ମିନିଟ ରୁ ଖୁବ କମ ସମୟ ବ୍ୟବଧାନ ରେ ଅବିସ୍ମୟ ବାଳକ ଶ୍ଳୋକ ସମେତ ସମସ୍ତ ପୌରାଣିକ ପ୍ରଶ୍ନ ର ଉତ୍ତର ସଠିକ ଭାବରେ ଦେଉଥିଲା ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏବଂ ୪ ବର୍ଷ ବୟସ ହୋଇଥିବା ବେଳେ ବର୍ତ୍ତମାନ ସେ India Books Of Records ରେ ସ୍ଥାନ ପାଇଛନ୍ତି ।

ପିଲାଟିର ମାତା ପିତା ବହୁତ ଖୁସି ଅଛନ୍ତି । ଉଭୟ କହିଛନ୍ତି ଯେ କେବଳ ଆମ୍ଭ ପୁଅ ନୁହେଁ ମାତ୍ର ପ୍ରତ୍ୟକ ମାତା ପିତା ଙ୍କ ସନ୍ତାନ ଙ୍କ ରୁଚି ଅଥବା ଆଗ୍ରହ ଯେଉଁ କ୍ଷେତ୍ରରେ ଅଛି ସେହି କ୍ଷେତ୍ରରେ ତାଙ୍କୁ ଆଗେଇ ନେଇଯିବା ନିମନ୍ତେ ଉଦ୍ୟମ କରିବା ଉଚିତ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *