ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବତୀ ମାନେ ନିଶ୍ଚୟ ଖାଆନ୍ତୁ ଏହି 4 ଟି ଖାଦ୍ୟ – Health Tips

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ, ବୁଦ୍ଧିମାନ ଶିଶୁ ଜନ୍ମ ହେବା ନିମନ୍ତେ ମହିଳା ମାନଙ୍କୁ ଗ-ର୍ଭା-ବ-ସ୍ଥା ରେ କେଉଁ ସବୁ ଜିନିଷ ଖାଇବା ଉଚିତ । ଯଦି କୌଣସି ମହିଳା ଗ-ର୍ଭ ଧା-ର-ଣ କରିଥାନ୍ତି ତେବେ ତାଙ୍କ ନିମନ୍ତେ ପୋଷ୍ଟିକ ତଥା ସନ୍ତୁଳିତ ଆହାର ସେବନ କରିବା ନିହାତି ଆବଶ୍ୟକ । କାରଣ ଗ-ର୍ଭ- ରେ ଭ୍ରୁଣ ର ବିକାଶ ନିମନ୍ତେ ପୋଷାକତତ୍ଵ ଯୁକ୍ତ ଆହାର ର ସେବନ ଅତ୍ୟନ୍ତ ଜରୁରୀ ହୋଇଥାଏ । ନଚେତ ଆପଣଙ୍କ ହେବାକୁ ଥିବା ଶିଶୁ ଶା-ରୀ-ରି-କ ଏବଂ ମାନସିକ ସ୍ତରରେ କମଜୋର ହୋଇଥାଏ ।

ନହେଲେ ନବଜାତ ଶିଶୁ କୌଣସି ରୋଗର ଶି-କା-ର ମଧ୍ୟ ହୋଇପାରେ । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଜିନିଷ ଗୁଡିକ କହିବାକୁ ଯାଉଅଛୁ, ଯାହାକୁ ପ୍ରତ୍ୟକ ଗ-ର୍ଭ-ବ-ତୀ ମହିଳା ନିଜ ଭୋଜନ ରେ ସାମିଲ କରିବା ଉଚିତ । ଏହା ଫଳରେ ଆପଣ ଏକ ବୁଦ୍ଧିମାନ ଶିଶୁ କୁ ଜନ୍ମ ଦେଇପାରିବେ ।

୧- ପାଳଙ୍ଗ ଶାଗ;- ସମସ୍ତ ପନିପରିବା ସହିତ ଯଦି ଆପଣ ଗ-ର୍ଭା-ବ-ସ୍ଥା ସମୟରେ ପାଳଙ୍ଗ ଶାଗ ର ସେବନ କରୁଛନ୍ତି ତେବେ ଆପଣଙ୍କର ପୋଷାକ ତତ୍ଵ ର ଅଭାବ ହୋଇ ନଥାଏ । ଏହା ଆପଣଙ୍କ ଶିଶୁ ଙ୍କ ମସ୍ତିଷ୍କ ର ବିକାଶ ନିମନ୍ତେ ଅତ୍ୟନ୍ତ ଜରୁରୀ ହୋଇଥାଏ । ପାଳଙ୍ଗ ରେ ଅନେକ ଗୁଡିଏ ଭିଟାମିନ, ପ୍ରୋଟିନ, ଏବଂ ମିନେରାଲ ରହିଅଛି । ଏହା ମସ୍ତିଷ୍କ ର ବିକାଶ ରେ ସହାୟତା ହୋଇଥାଏ ।

୨- ଅଣ୍ଡା- ଗ-ର୍ଭ-ଧା-ର-ଣ ସମୟରେ ଅଣ୍ଡା ର ସେବନ ନିହାତି କରିବା ଉଚିତ । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ତଥା ପ୍ରୋଟିନ ରହିଅଛି । ଅଣ୍ଡା ରେ ଭିଟାମିନ-D ର ପରିମାଣ ସବୁଠାରୁ ଅଧିକ ଥାଏ । ଏହା ମସ୍ତିଷ୍କ ବିକାଶ ରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ଚାହୁଞ୍ଚନ୍ତି ଆପଣଙ୍କ ଶିଶୁ ସୁସ୍ଥ ହେଉ ତେବେ ଆପଣ ୧ ଟି ଅଣ୍ଡା ର ସେବନ ନିଶ୍ଚିତ କରନ୍ତୁ ।

୩- ପିସ୍ତା ବାଦାମ- ଗ-ର୍ଭ-ବ-ତୀ ମହିଳା ମାନେ ଏହାର ସେବନ ନିହାତି ଭାବରେ କରିବା ଉଚିତ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ଵ ରହିଅଛି । ଏହା ଶିଶୁ ର ଇଣ୍ଟେଲିଜେନ୍ସ ପାୱାର ବଢାଇବାରେ ସାହାର୍ଯ୍ୟ କରିଥାଏ । ଆପଣ ପ୍ରତ୍ୟକ ଦିନ ରାତିରେ ୪ ଟି ପିସ୍ତା ବାଦାମ କୁ ଭିଯାଇ ରଖି ଦିଅନ୍ତୁ । ଏହାପରେ ଆପଣ ଏହାର ଚୋପା ବାହାର କରି ସେବନ କରନ୍ତୁ ।

୪- ଦହିର ସେବନ;- ଶିଶୁର ବୁଦ୍ଧି ର ବିକାଶ ନିମନ୍ତେ ଦହି ଅତ୍ୟନ୍ତ ଲାଭ ଦାୟକ ଅଟେ । ବୁଦ୍ଧିମାନ ଶିଶୁ ର ବିକାଶ ନିମନ୍ତେ ଗ-ର୍ଭ-ବ-ତୀ ମହିଳା ମାନଙ୍କୁ ପ୍ରତିଦିନ ୧ ତାଟିଆ ଦହି ର ସେବନ କରିବା ନିହାତି ଆବଶ୍ୟକ । କାରଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏହା ପ୍ରେଗନେଣ୍ଟ ମହିଳା ମାନଙ୍କ ନିମନ୍ତେ ଅମୃତ ସମାନ ହୋଇଥାଏ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *