ମାନବିକତା ଏବେ ବି ବଞ୍ଚିଛି, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ

ବନ୍ଧୁଗଣ, ନମସ୍କାର । ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଏଭଳି ସଂଘର୍ଷ ରେ ମଧ୍ୟ ଆମ୍ଭେମାନେ ବଞ୍ଚି ରହି ଅଛୁ କାରଣ ମାନବିକତାର କୌଣସି ଜାତି ନଥାଏ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ବ୍ୟକ୍ତି ବିଶେଷ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ସମ୍ବନ୍ଧରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୧- ଏହି ଘଟଣାଟି କେରଳର ଅଟେ । ଏଠାରେ ବାଲକୁନୀ ରେ ଛିଡା ହୋଇଥିବା ଗୋଟେ ଲୋକ ହଟାତ ବେହୋସ ହୋଇ ବାଲକୁନୀ ତଳକୁ ଖସିବାକୁ ଲାଗିଲା ।

ଠିକ ସେହି ସମୟରେ ତାଙ୍କ ପାଖରେ ଛିଡା ହୋଇଥିବା ଯୁବକ ଜଣକ ତାଙ୍କ ପାଦ କୁ ଧରିନେଲେ । ଏହାପରେ ଆଖ ପାଖରେ ଥିବା ଲୋକେ ଆସି ତଳକୁ ଖସି ଯାଉଥିବା ଲୋକଙ୍କୁ ଉପରକୁ ଟାଣି ଉଦ୍ଧାର କରିବାକୁ ଲାଗିଲେ । ଅଳ୍ପକେ ପ୍ରାଣ ବର୍ତ୍ତିଗଲା । ୨- ଦୁଇଟି କୁକୁର ଖେଳୁଥିବା ସମୟରେ, ଗୋଟିଏ କୁକୁର ବରଫ ପାଣି ମଧ୍ୟକୁ ଖସି ପଡିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ମହିଳା ଜଣକ ନିଜକୁ ବାଜି ଲଗାଇ ବରଫ ପଣି ମଧ୍ୟକୁ ଯାଇ ସେହି କୁକୁର କୁ ଖୋଜିବାକୁ ଲାଗିଲା ।

ଏହାପରେ ସେହି କୁକୁରଟିକୁ ମହିଳା ଜଣକ ଉଦ୍ଧାର କରିଲେ । ୩- ଆମ ଦେଶରେ ମହାମାରୀ କରୋନା ହେତୁ ଅନେକ ରାଜ୍ୟ ପ୍ରଭାବିତ ହୋଇଥିଲେ । ଏଥି ମଧ୍ୟରୁ ମହାରାଷ୍ଟ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ଏଭଳି କ୍ଷେତ୍ରରେ ଜେନ ବ୍ୟକ୍ତି ନିଜର ୨୨ଲକ୍ଷ କାର କୁ ବିକ୍ରି କରି ରୋଗୀ ମାନଙ୍କ ନିମନ୍ତେ ଅକ୍ସିଜେନ ର ବନ୍ଧୋବସ୍ଥ କରିଥିଲେ ।

୪- ସେହିଭଳି ଆଉ ଏକ ଖବର ଯେଉଛି ଜଣେ ବୃଦ୍ଧ ମହିଳା ଗାଡି ଚଲାଉଥିବା ସମୟରେ ଭାଟି ମଧ୍ୟକୁ ଖସିଯାଇ ପାଣିରେ ପଡିଗଲେ । ଏହାପରେ ଜଣେ ଯୁବକ ସେଠାରେ ଉପସ୍ଥିତ ଥିଲା ସେ ସଙ୍ଗେ ସଙ୍ଗେ ଯାଇ ମହିଳା ଙ୍କୁ ବୁଡିଯାଉଥିବା କାର ମଧ୍ୟରୁ ଉଦ୍ଧାର କରିଲେ । ୫- ଆଜିଭଳି ଦିନରେ ସମସ୍ତେ କେଉଁଠି ନା କେଉଁଠି ସେଲଫି ଉଠାଇବାକୁ ଭଲ ପାଇଥାନ୍ତି । ମାତ୍ର ସେମାନେ ଭୁଲି ଯାଇଥାନ୍ତି ଯେ ଏଭଳି ବିପଦ ଜାଗାରେ ସେଲଫି ଉଠାଇବା ଆଦୌ ଠିକ ନୁହେଁ ।

୨ ଜଣ ଯୁବତୀ ନଦୀର ଜଳ କମ ଥିବା ବେଳେ ନଦୀ ଭିତରକୁ ଯାଇ ସେଲଫି ଉଠାଉଥିଲେ । ମାତ୍ର ସେଠାରେ ବର୍ଷା ହେବା କାରଣରୁ ପାହାଡ ରୁ ଜଳ ଖସି ଆସି ବାଡିର ଜଳମାତ୍ରା ବଢିବାକୁ ଲାଗିଲା ଏହା ଫଳରେ ୨ ଜଣ ଯୁବତୀ ସେଠାରେ ଫ-ସି-ଗଲେ । ଏହାପରେ ପରେ ପୋଲିସ ପ୍ରଶାସନ ଏବଂ ରେସକ୍ୟୁ ଟିମ ଯାଇ ଉଭୟ ଯୁବତୀଙ୍କୁ ବହୁତ କଷ୍ଟ ରେ ଉଦ୍ଧାର କରିଲେ । ଏହା ହେଉଛି ମାନବିକତା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଏମିତି କିଛି ନୂଆ ନୂଆ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *