ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ଜାଦୁ ଓ କୁଣ୍ଡିଆ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଜାଦୁ ହେଉଛି ଏକ ଏମିତିଆ ସମସ୍ୟା ଯାହା ଆମ ମାନଙ୍କର ସମ୍ମାନ କମ କରିଥାଏ । ସାଧାରଣତଃ ଏହା ଆମ ଜଙ୍ଘ ଓ କାଖ ଆଦି ସ୍ଥାନରେ ହୋଇଥାଏ । ଜଙ୍ଘ ଓ କାଖ ଆଦି ସ୍ଥାନରେ ଅଧିକ ଝାଳ ହୋଇଯିବାରୁ ସେଥିରେ ବ୍ୟାକ୍ଟେରିଆ ରାହିଜାଏ ଯାହାଫଳରେ ଏହା ଜାଦୁରେ ପରିଣତ ହୋଇଯାଇଥାଏ । ବନ୍ଧୁଗଣ ଜାଦୁ ହେଉଛି ଏକ ଫଙ୍ଗଲ ଇନଫେକସନ ଓ ଏହା ହେଉଛି ଏକ ସାଧାରଣ ସମସ୍ୟା ।
ବନ୍ଧୁଗଣ ଜାଦୁ ବହୁତ ପ୍ରକାରର ହୋଇଥାଏ ଓ ବିଭିନ୍ନ ସ୍ଥାନରେ ହୋଇଥାଏ । ଜାଦୁ ଯେଉଁ ଯେଉଁ ସ୍ଥାନରେ ହୋଇଥାଏ ସେହି ସବୁ ଜାଦୁର ଅଲଗା ଅଲଗା ନାମ ଦିଆଯାଇଛି । ବନ୍ଧୁଗଣ ଜାଦୁ ହେଉଛି ଏକ ଡିଆଁ ରୋଗ ଯାହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ହୋଇଥାଏ । ବନ୍ଧୁଗଣ ଯଦି ଆପଣଙ୍କର ଜାଦୁ ଆଦି ସମସ୍ୟା ହେଉଛି ତା ହେଲେ ଆପଣ ଯେକୌଣସି ଔଷଧର ବ୍ୟବହାର କରନ୍ତୁ ନାହିଁ ।
ବନ୍ଧୁଗଣ ଜାଦୁ ନହେବା ପାଇଁ ଆମ ମାନଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥାର ବିଶେଷ ଧ୍ୟାନ ରଖିବାକୁ ପଡିବ । ପ୍ରଥମେ ହେଉଛି ଯଦି ଆମ ଶରୀରରେ ଝାଳ ହେଉଛି ତା ହେଲେ ଆମେ ମାନେ ତୁରନ୍ତ ଝାଳକୁ ସଫା କରିବା ଉଚିତ । ଦେହ ସଫା କରିବା ପରେ ଆମ ମାନଙ୍କୁ ଢିଲା ଡ୍ରେସ ପିନ୍ଧିବା ଉଚିତ । ବନ୍ଧୁଗଣ ଆପଣ ମାନେ ନିଜ ଡ୍ରେସ ଗୁଡିକକୁ ଭଲ ଭାବରେ ସଫା କରନ୍ତୁ ଓ ତାକୁ ଖରାରେ ସୁଖାନ୍ତୁ ।
ଖରାରେ ସୁଖାଇବା ଦ୍ଵାରା ଆମ ଡ୍ରେସରେ ଥିବା ସମସ୍ତ ବ୍ୟକ୍ଟେରିଆ ମରିଯିବେ । ବନ୍ଧୁଗଣ ଯେଉଁ ମାନଙ୍କ ଶରୀରରେ ରୋଗପ୍ରତିଷେଧକ କ୍ଷମତା କମ ଥାଏ ସେମାନଙ୍କର ମଧ୍ୟ ଜାଦୁ ହୋଇଥାଏ । ତେଣୁ ଆପଣ ମାନେ ନିଜ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କର ଜାଦୁ ଆଦି ସମସ୍ୟା ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଭୁଲ ସେ ମଧ୍ୟ ମନଇଛା ଔଷଧର ପ୍ରୟୋଗ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ସ୍କିନ ପାଇଁ ସାଇଡ ଇଫେକ୍ଟ ହୋଇପାରେ । ତା ହେଲେ ବନ୍ଧୁଗଣ ଜାଦୁ ପାଇଁ ଏହି ସବୁ କଥା ଗୁଡିକର ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ