Majadar Jokes: ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା ଶାଳି ସାହେବା ! ଯଦି ମୁଁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ? ଶାଳି କହିଲା…

ବନ୍ଧୁଗଣ ଆମର ନୀତି ଦିନିଆ ଜୀବନରେ ଆମେ ସବୁବେଳେ ବ୍ୟସ୍ତ ଓ ଚିନ୍ତାରେ ରହିଥାଉ । ଜୀବନରେ ହସ ଖୁସିର ମଧ୍ୟ ବହୁତ ଭୂମିକା ରହିଛି ହେଲେ ବର୍ତ୍ତମାନ ସମୟରେ ମଣିଷ ହସ ଖୁସି କଣ ଭୁଲିଗଲେଣି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ଖୁବ ହସିବେ । ବନ୍ଧୁଗଣ ଆପଣଙ୍କ ମନ ଖୁସି ପାଇଁ ଆମେ ଏହି ସବୁ ଜୋକ୍ସ ଆଣିଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।

Jokes 1

ଥରେ ଗୁରୁଜୀ ପପୁକୁ ସ୍କୁଲରେ ପ୍ରଶ୍ନ ପଚାରିଲେ

ଗୁରୁଜୀ : ଯଦି ତୁମ ବାପା 10% ହିସାବରେ ମୋ ଠାରୁ 50000 ଟଙ୍କା ରୁଣ ନେବେ ତେବେ କୁହ ବର୍ଷକ ପରେ କେତେ ଟଙ୍କା ଫେରସ୍ତ କରିବେ ?

ପପୁ: କିଛି ବି ନୁହେଁ

ଗୁରୁଜୀ : ଆରେ ତୁମେ ଗଣିତ ଜାଣିନ କି ?

ପପୁ: ମୁଁ ଗଣିତ ଠିକ ଜାଣିଛି ଗୁରୁଜୀ କିନ୍ତୁ ଆପଣ ମୋ ବାପାଙ୍କୁ ଜାଣି ନାହାଁନ୍ତି ।

Jokes 2

ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।

ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ

ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?

ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?

ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।

ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?

ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ

Jokes 3

ପୁଅ (ମା ସହିତ)- ମା ପ୍ରେଗନେଣ୍ଟ ମାନେ କଣ ?

ମା ରାଗି ଯାଇ ପୁଅକୁ ଦେଖିଲା ।

ପୁଅ ଭାବିଲା ରାଗ କୁ ପ୍ରେଗନେଣ୍ଟ କୁହନ୍ତି ।

ଗୋଟେ ଦିନ ପୁଅ ଏକ ଝିଅ ସହ ପିଟି ହୋଇଗଲା

ଝିଅର ମା- ଅନ୍ଧ ! ତତେ ଦେଖା ଯାଉନାହିଁ ?

ପୁଅ- ମୁଁ ପିଟି ହେଲି ତୁମ ଝିଅ ସହ ଆଉ ତମେ ପ୍ରେଗନେଣ୍ଟ ହେଇ ଯାଉଛ ।

Jokes 4

ଖାଇବା ପାଇଁ ଆସିଥିବା ସମୟରେ ସ୍ଵାମୀ ସ୍ତ୍ରୀକୁ ଆବାଜ ଦେଲା

ସ୍ଵାମୀ- ଆରେ ଶୁଣୁଛ, ଏହି ସବଜିର ନାମ କଣ, ଯାହାକୁ ତମେ ବନେଇଛ ?

ସ୍ତ୍ରୀ- କାହିଁକି କଣ ପାଇଁ ପଚାରୁଛ ?

ସ୍ଵାମୀ- ଆରେ ମତେ ସ୍ଵର୍ଗରେ ପଚରା ହେବ ନା, କଣ ଖାଇକି ତମେ ମରିଲ ।

Jokes 5

ସ୍ତ୍ରୀ ଚିନ୍ତାରେ ସ୍ଵାମୀକୁ ଫୋନ କରିଛି

ସ୍ତ୍ରୀ- ତମେ କେଉଁଠି ଅଛ ?

ସ୍ଵାମୀ- ଅଫିସରେ ଅଛି କଣ ହେଲା ?

ସ୍ତ୍ରୀ- କିଛି ନାହିଁ, ମୋ ଭଉଣୀ କାହା ସହିତ ଫେରାର ହେଇଯାଇଛି ସେଥିପାଇଁ ପଚାରି ଦେଲି ।

Jokes 6

ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା

ଶାଳି ସାହେବା ! ଯଦି ମୁଁ ତମକୁ କେବଳ କିସ କରି ଛାଡିଦେବି

ତା ହେଲେ ତମେ କଣ ଭବିବ ?

ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ

ବ୍ୟାଙ୍କକକ ଗଲେ ହେଲେ

କେବଳ ଏୟାରପୋର୍ଟରୁ ଫେରି ଆସିଲେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *