କୂଅ ଖୋଳୁ ଖୋଳୁ ବାହାରିଲା କିଛି ଏମିତି ଜିନିଷ କି ରାତାରାତି ହେଇଗଲେ କୋଟିପତି, ଦେଖନ୍ତୁ Video

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଧନୀ ହେବା ପାଇଁ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ହେଲେ ବନ୍ଧୁଗଣ ଏହି ଦୁନିଆରେ ଏପରି କିଛି ମଣିଷ ଅଛନ୍ତି ଯେଉଁ ମାନେ ବହୁତ କମ କଷ୍ଟରେ ଦୁନିଆର ସମସ୍ତ ସୁଖ ଓ ସୁବିଧା ପାଇଥାନ୍ତି ।

ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତେ କଷ୍ଟ କରିଲେ ମଧ୍ୟ ସେମାନେ ଏକ ସୁଖମୟ ଜୀବନ ଅତିବାହିତ କରିପାରନ୍ତି ନାହିଁ । କିଛି ଲୋକ ନିଜ ଭାଗ୍ୟ ପାଇଁ ଧନୀ ହୋଇଯାନ୍ତି ଠିକ ଏହିପରି ଏକ ଘଟଣା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭାଇରାଲ ହେବାକୁ ଲାଗିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ସୋ-ସି-ଆ-ଲ ମି-ଡି-ଆ-ରେ ଭାଇରାଲ ହେଉଥିବା ଏହି ଖବରଟି ହେଉଛି କୂଅ ଖୋଳୁ ଖୋଳୁ ରାତିଆ ରାତି କୋଟିପତି ହୋଇଯାଉଛନ୍ତି ଏକ ବ୍ୟକ୍ତି । ବନ୍ଧୁଗଣ ଆପଣ ମାନେ ଏହି ଖବର ବିଷୟରେ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଶ୍ରୀଲଙ୍କାର ପଲମ୍ବରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ରତ୍ନପୁର ସହରରେ ଏକ ବ୍ୟକ୍ତିଙ୍କ ଘରେ କୂଅ ଖୋଳା ଚାଲିଥିଲା । ସେହି ସ୍ଥାନଟି ଖୋଳା ଯାଉଥିବା ସମୟରେ ଏକ ରତ୍ନ ପଥର ମିଳିଛି । ସେହି ରତ୍ନ ପଥରର ଓଜନ ପ୍ରାୟ ୫୧୦ କିଲୋ ରହିଛି ।

ବନ୍ଧୁଗଣ ଏହି ରତ୍ନପଥରର ବଜାର ମୂଲ୍ୟ ପ୍ରାୟ ୭୪୩ କୋଟି ୭୮ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଶ୍ରୀଲଙ୍କା ରାଷ୍ଟ୍ରୀୟ ରତ୍ନ ଓ ଆଭୁଶଣ ପ୍ରାଧିକରଣ କହିଛି, ୫୧୦ କିଲୋର ଏହି ରତ୍ନ ପଥରକୁ କିଣିବାକୁ ବିଦେଶରୁ ବହୁ ନିଲାମି ଡକା ଯାଇଛି ।

ବର୍ତ୍ତମାନ କଲମ୍ବର ଏକ ତିଜୋରିରେ ଏହି ରତ୍ନ ପଥରକୁ ରଖାଯାଇଛି । ବନ୍ଧୁଗଣ ଏହି ପଥରକୁ ସଫା କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିବ । ଯାଞ୍ଚ ଅଧିକାରୀ କହିଛନ୍ତି ଏହା ଏକ ଦୁର୍ଲଭ ରତ୍ନ ପଥର । ବିଶେଷ କରି କଲମ୍ବର ଏହି ପଥର ମିଳେ ଯାହାର ଦାମ ବହୁତ ଅଧିକ ଥାଏ ।

ଏହି ରତ୍ନ ପଥରର ମାଲିକ ହେଉଛନ୍ତି ଡାକ୍ତର କମାଡି କାରଣ ତାଙ୍କ ଘରୁ ହିଁ ଏହି ରତ୍ନ ପଥର ମିଳିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *