ସ୍ଵାମୀ-ସ୍ତ୍ରୀ ଟାଟୁ ବିବାଦ: ନିଆଁ ଲଗେଇ ମଜା ଦେଖୁଛି ଟୁକା, ଟୁକା ସହିତ କିପରି ଥିଲା ଟାଟୁ ଗର୍ଲ ସୋନାଲିଙ୍କ ଅତୀତ, କାହିଁକି ସେ ସୋନାଲିଙ୍କ ସହ ଖେଳୁଛି ଏମିତି ଗେମ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାଟି ବହୁତ ଚର୍ଚାରେ ରହିଛି। କଟକ ମାର୍କତନଗରରେ ଏହି ଘଟଣାଟି ହୋଇଛି । ଏହି ସ୍ଥାନରେ ରହୁଥିବା ମୋହିତ ନାମକ ଏକ ଯୁବକ ନିଜ ପତ୍ନୀ ଓ ନିଜ ଶଶୁର ଘର ଲୋକଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଥିଲେ ।

ମୋହିତଙ୍କ ମତରେ, ତାଙ୍କୁ ଏକ ଯୁବକ କଲ୍ କରି ତାଙ୍କ ପତ୍ନୀଙ୍କ ବିଷୟରେ ବହୁତ ଖରାପ କଥା କହିଥିଲା । ମୋହିତଙ୍କ ପତ୍ନୀ (ସୋନାଲି) ତାଙ୍କ ପଛରେ ତାଙ୍କୁ ଧୋକା ଦଉଥିବାର ସେ ଅଭିଯୋଗ କରିଥିଲେ । ଗତ କିଛି ଦିନ ତଳେ ତାଙ୍କୁ ଏକ ଯୁବକ କଲ୍ କରି ଥିଲା ଓ ତାଙ୍କ ପତ୍ନୀଙ୍କ ପ୍ରା-ଇ-ଭେ-ଟ- ପାର୍ଟରେ ସେହି ଯୁବକ ନାମର ଟାଟୁ ଅଛି ବୋଲି ସେ କହିଥିଲା । ଏହାପରେ ସେ ମୋହିତଙ୍କୁ ତାଙ୍କ ପତ୍ନୀର କିଛି ଅ-ଶ୍ଳୀ-ଳ ଭିଡିଓ ଛାଡି ଥିଲା ।

ବର୍ତ୍ତମାନ ମୋହିତ ହା-ରା-ସ ହୋଇସାରିଛନ୍ତି ଓ ନିଜ ପତ୍ନୀଙ୍କୁ ଛାଡିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଅନ୍ୟ ପକ୍ଷରେ ତାଙ୍କ ପତ୍ନୀ ସୋନାଲି ନିଜ ଉପରେ ଲାଗିଥିବା ସମସ୍ତ ଆ-ରୋ-ପର ଉତ୍ତର ଦେଇଛନ୍ତି । ହେଲେ ଯେଉଁ ଯୁବକ ଜଣକ ଏମିତି କରି ନିଆଁ ଲଗେଇଦେଲା ସେ ବର୍ତ୍ତମାନ ମଜା ନେଉଛି । ବନ୍ଧୁଗଣ ସେହି ଯୁବକର ନାମ ‘ଟୁକା’ ବୋଲି ମୋହିତକୁ ସେ କହିଥିଲା ।

ଏହି ଟୁକା ନାମକ ଯୁବକ ଜଣକ ସୋନାଲିଙ୍କ ଜୀବନରେ ବି-ସ ଭରିଦେଇଛି । ଏହି ଯୁବକ ଜଣକ ସୋନାଲିଙ୍କୁ ବିବାହ ପୂର୍ବରୁ ବଞ୍ଚିବାକୁ ଦେଉ ନଥିଲା ଓ ବିବାହ ପରେ ମଧ୍ୟ ବଞ୍ଚିବାକୁ ଦେଉ ନାହିଁ । ଏହି ଟୁକା ପାଇଁ ୨୦୧୦ ମସିହାରେ ଗୁ-ଳି-ର ଶି-କା-ର ହୋଇଥିଲେ ସୋନାଲି । ଗୁ-ଳି-ର ଶି-କା-ର ହେବା ପରେ ସୋନାଲି ରାଜଧାନୀ ସହିତ ସଂପୂର୍ଣ୍ଣ ରାଜ୍ୟରେ ଦୁ-ର୍ନା-ମ ଅର୍ଜନ କରିଥିଲେ ।

ନିଜ କ୍ରୋଧର ଜ୍ଵାଳାକୁ ଶାନ୍ତ କରିବା ପରେ ମଧ୍ୟ ଶାନ୍ତି ପାଇନଥିଲା ଟୁକା । ସୋନାଲିଙ୍କ ବିବାହ ପରେ ତାଙ୍କର ହସଖୁସିର ଏହି ଫଟୋକୁ ଦେଖି ଟୁକ ସା-ଇ-କୋ ପାଲଟି ଯାଇଥିଲା ।ସୋନାଲିଙ୍କ ସହ ବିତାଇ ଥିବା ମୂହୁର୍ତ୍ତକୁ ଅ-ସ୍ତ୍ର ରୂପେ ବ୍ୟବହାର କରିଥିଲା ତାଙ୍କ ସ୍ଵାମୀର ବ୍ରେନୱାସ କରିବା ପାଇଁ ।

ବର୍ତ୍ତମାନ ସ୍ଵାମୀ ମୋହିତ ପାଗଳ ହୋଇଯାଇଛନ୍ତି । ଭୁବନେଶ୍ଵରରେ ସୋନାଲି ଫ୍ୟାସନ ଡିଜାଇନ କରିବା ବେଳେ ନିଜ ପ୍ରେମିକାର ସମ୍ମାନ ପାଇଁ ନିଜ ପ୍ରା-ଇ-ଭେ-ଟ ପାର୍ଟରେ ସୋନାଲି ପ୍ରେମିକ ନାମର ଟାଟୁ କରିଥିଲେ ଓ ଏହା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ । ଯାହା ଆଜି ତାଙ୍କ ଜୀବନରେ ନିଆଁ ଭରିଦେଇଛି ।

ବର୍ତ୍ତମାନ ସୋନାଲିଙ୍କ ଜୀବନକୁ ବରବାଦ କରିଦେଇଥିବା ଟୋକା କେଉଁଠି ଲୁଚି ରହିଛି ଓ ମଜା ନେଉଛି । ସୋ-ସି-ଆ-ଲ ମି-ଡି-ଆ-ରେ ଉଭୟଙ୍କ କାନ୍ଦ ଦେଖି ମଜା ଲୁ-ଟୁ-ଛି । ଅନ୍ୟ ପକ୍ଷରେ ସୋନାଲି ଗର୍ଭବତୀ ଅଛନ୍ତି ଓ ଏହି ସମୟରେ ସେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜର ଉ-ଦ୍ଧ-ତ୍ତ ଚରିତ୍ର ପାଇଁ ଜେଲ ମଧ୍ୟ ଯାଇଥିଲା ଟୁକା । ତେବେ ସା-ଇ-କୋ ଟୁକା କେବେ ସାମ୍ନାକୁ ଆସିବ ତାହା ପରବର୍ତ୍ତୀ ସମୟରେ ଜଣା ପଡିଯିବ । ହେଲେ ବର୍ତ୍ତମାନ ତଦନ୍ତ ଭୟରେ ଲୁଚିକି ଅଛି ଟୁକା ।

Leave a Reply

Your email address will not be published. Required fields are marked *