ଧରା ପଡିଲା ବିଦ୍ୟାଙ୍କ କଳା କାରନାମା, ସାମ୍ନାକୁ ଆସିଲା Soumya ଓ Bidya ଙ୍କ ଅଡିଓ ରେକର୍ଡିଂ, ଖୋଲିଲା ଏହି ସାଂଘାତିକ ରହସ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଏସିଏଫଓ ଅଫିସର ସୋମ୍ୟଙ୍କ ହ-ତ୍ୟା ମା-ମ-ଲା-କୁ ନେଇ ବର୍ତ୍ତମାନ କେତେକ ବଡ ବଡ ର-ହ-ସ୍ୟ-ର ପ-ର-ଦା-ଫା-ସ ହେଉଛି । ବନ୍ଧୁଗଣ ସୋମ୍ୟଙ୍କ ହ-ତ୍ୟା ମା-ମ-ଲା-କୁ ନେଇ ପୋ-ଲି-ସ ତାଙ୍କ ସ୍ତ୍ରୀଙ୍କୁ ଟା-ର୍ଗେ-ଟ କରିଛି ।

ଅନ୍ୟ ପକ୍ଷରେ ସୋମ୍ୟଙ୍କ ପରିବାର ଲୋକ ସଂପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଛନ୍ତି । ଗତ କିଛି ଦିନ ତଳେ ସୋମ୍ୟଙ୍କ ମୃ-ତ ଦେ-ହ ପାରଳାଖେମୁଣ୍ଡିରେ ଥିବା ତାଙ୍କ ସରକାରୀ କ୍ଵାଟରରେ ମିଳିଥିଲା । ଖବର ମିଳିଥିଲା ଯେ ସୋମ୍ୟ ନି-ଆଁ-ରେ ଜ-ଳି ମ-ରି-ଯା-ଇଛନ୍ତି ହେଲେ ବନ୍ଧୁଗଣ ତାଙ୍କ ଘରେ ସୋ-ମ୍ୟ ଜ-ଳି ଯାଇ ଥିବାର କୌଣସି ପ୍ରମାଣ ମିଳି ନଥିଲା ।

ଅନ୍ୟ ପକ୍ଷରେ ତାଙ୍କ ପତ୍ନୀଙ୍କ କିଛି ଭୁଲ କାମକୁ ଆଧାର କରି ସୋମ୍ୟଙ୍କ ପରିବାର ଲୋକ ବିଦ୍ୟାଙ୍କୁ ଏଥିପାଇଁ ଦା-ୟୀ କରୁଛନ୍ତି । ନିଜ ପୁଅକୁ ହରେଇବା ଦୁଃଖରେ ସୋମ୍ୟଙ୍କ ମା ବିଦ୍ୟାଙ୍କ ସବୁ କ-ଳା କା-ର୍ଣ୍ଣ-ମା-ର ପ-ରଦା-ଫା-ସ କରିଥିଲେ । ବନ୍ଧୁଗଣ ବିଦ୍ୟା ଡିଏଫଓ ଅଫିସରଙ୍କ ସହ ଖ-ରା-ପ ସ-ମ୍ପ-ର୍କ ରଖିଥିଲେ ବୋଲି ଜଣା ପଡିଥିଲା । ସୋ-ମ୍ୟ-ଙ୍କ ମୃ-ତ୍ୟୁ ଏକ ଷ-ଡ-ଯ-ନ୍ତ୍ର ବୋଲି ତାଙ୍କ ମାମୁ କହିଥିଲେ ।

ବନ୍ଧୁଗଣ ବର୍ତ୍ତମାନ ସୋମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ହୋଇଥିବା ଏକ କଲ୍ ରେ-କ-ର୍ଡ ସାମ୍ନାକୁ ଆସିଛି । ଏହି ଦୁଇଜଣ ଫୋନ କଲ୍ ରେ ଯାହା ସବୁ କଥା ହୋଇଛନ୍ତି ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି କ-ଲ୍ ରେ-କ-ର୍ଡ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କ-ଲ୍ ରେ-କ-ର୍ଡ ବିଷୟରେ ।

ଫୋନରେ କଲ୍ ରେ ବିଦ୍ୟା ସୋମ୍ୟଙ୍କୁ ପଚାରୁଛନ୍ତି-ତମର କାହା ସହ ରି-ଲେ-ସ-ନ ନାହିଁ ?

ସୋମ୍ୟ-ନାହିଁ ।

ବିଦ୍ୟା- ମୁ ପ୍ରମାଣ କରିଦେବି ତମ ସାମ୍ନାରେ ତମେ ଖାଲି ତମ ମୋବାଇଲ ମତେ ଦିଅ ।

ସୋମ୍ୟ- ମୁ ଦେବି ନାହିଁ ମୋବାଇଲ ।

ବିଦ୍ୟା- ମୁ ଯାହା ବି କରିବି ତମ ସାମ୍ନାରେ କରିବି ତମ ପଛରେ କିଛି ବି କରିବି ନାହିଁ । ଏଇଠି ତମେ ବସିବ ମୁ ବସିବି ତମ ସାମ୍ନାରେ ମୁ କରିବି ।

ସୋମ୍ୟ- ମୋର କାହା ସହ ବି କୌଣସି ରି-ଲେ-ସ-ନ ନାହିଁ, ଯଦି ତମେ ପ୍ରମାଣ କରି ପାରିବ ତା ହେଲେ ତମ ହିସାବରେ କର ।

ବିଦ୍ୟା- ମୋବାଇଲ ନ ଦେଲେ କେମିତି ପ୍ରମାଣ କରିବି ?

ସୋମ୍ୟ- ମୋବାଇଲ ମୁ ଦେବି ନାହିଁ, ତମକୁ ନମ୍ବର ଦେଇଦେବି ।

ବିଦ୍ୟା- ନା ମୋତେ ନମ୍ବର ଦରକାର ନାହିଁ ମତେ ମୋବାଇଲ ଦରକାର ।

ସୋମ୍ୟ- ମୁ ମୋବାଇଲ ଦେବି ନାହିଁ ହେଲା ନମ୍ବର ଯଦି ନବ ତ ଦେଇଦେବି ।


ବନ୍ଧୁଗଣ ଏହି ପରି ଭାବରେ ସବୁଦିନ ସୋମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ କ-ଳ-ହ ଲାଗି ରହୁଥିଲା । ଏହି ମୋ-ବା-ଇ-ଲ ରେ-କ-ର୍ଡକୁ ଆଧାର କରିଲେ ଏହା ଜଣା ପଡୁଛି ଯେ, ବିଦ୍ୟା ସୋମ୍ୟଙ୍କ ଉପରେ ସ-ନ୍ଦେ-ହ କରୁଥିଲେ । ବର୍ତ୍ତମାନ ପୋ-ଲି-ସ-ର ତ-ଦ-ନ୍ତ କ-ଡା-କ-ଡି ଚାଲିଛି ଓ ଆଗାମୀ ସମୟରେ ସୋମ୍ୟଙ୍କୁ ନାୟ ନିଶ୍ଚୟ ମିଳିବ ଆଶା କରା ଯାଉଛି । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *