ଗୋଟେ ମାସରେ କେତେ ଥର ଶାରୀରକ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଉଚିତ ? ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବୈବାହିକ ଜୀଵନ କୁ ଭଲ ଭାବରେ ଚଳାଇବା ପାଇଁ ରୋମାନ୍ସ ନିହାତି ଆବଶ୍ୟକ ଅଟେ । ଏହା ଏକ ଏପରି ଶା-ରୀ-ରି-କ ଜରୁରୀ ଯାହାର ଆବଶ୍ୟକ ସମସ୍ତଙ୍କୁ ପଡ଼ିଥାଏ । ବିବାହ ପରେ କିଛି ଯୋଡି ବେଳେବେଳେ ରୋ-ମା-ନ୍ସ କରିବାକୁ ପସନ୍ଦ କରିଥାନ୍ତି ।

ଆଉ କିଛି ଯୋଡି ଙ୍କୁ ସବୁବେଳେ ଶା-ରୀ-ରି-କ ସ-ମ୍ପ-ର୍କ ଏବଂ ରୋ-ମା-ନ୍ସ କରିବା ପସନ୍ଦ ଥାଏ । ଆପଣ ଜାଣିଲେ ଚକିତ ହେବେ କି ସବୁବେଳେ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲେ ଆମ ଶ-ରୀ-ର-ରେ ଏହାର ଅଲଗା ଫାଇଦା ହୋଇଥାଏ । ଏହା ଓଜନ କମାଇଥାଏ । ଆମକୁ ଥକାପଣ ଲାଗେ ନାହିଁ । ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ । ମାଇଗ୍ରେନ ରୁ ମଧ୍ୟ ଆରାମ ମିଳିଥାଏ ।

ତେବେ ବିବାହ ପରେ ପତି ଓ ପତ୍ନୀ ଙ୍କ ମଧ୍ୟରେ ଏକ ମଧୁର ସ-ମ୍ପ-ର୍କ ସ୍ଥା-ପ-ନ ହୋଇଥାଏ । ଏହା ସ୍ୱାଭାବିକ ଅଟେ । କିନ୍ତୁ ଶାସ୍ତ୍ର ଅନୁସାରେ ସପ୍ତାହ ର ଏଭଳି କିଛି ଦିନ ସ-ମ୍ବ-ନ୍ଧ-ରେ ବର୍ଣ୍ଣନା କରାଯାଇଛି ଯେଉଁ ଦିନ ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ସ-ମ୍ବ-ନ୍ଧ ସ୍ଥା-ପ-ନ ହେବା ଦ୍ଵାରା ସେମାନଙ୍କ ସନ୍ତାନ ଫଳିଭୁତ ହୋଇଥାଏ ଏବଂ ଏହି ଦିନ ଯେଉଁ ମାନେ ସ-ମ୍ବ-ନ୍ଧ ସ୍ଥା-ପ-ନ କରନ୍ତି ସେମାନଙ୍କ ସନ୍ତାନ ସମସ୍ତ କ୍ଷେତ୍ରରେ ଅବଶ୍ୟ ସଫଳତା ହାସଲ କରିଥାନ୍ତି ।

ତେବେ ଆଜି କାଲି ଅନେକ ପୁଅ ମାନେ ପ୍ରେମ କରନ୍ତି କିନ୍ତୁ ପ୍ରେମ କୁ ବୁଝନ୍ତି ନାହିଁ ଏବଂ କେବଳ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ ହିଁ ସେମାନେ ପ୍ରେମ କରିଥାନ୍ତି । ତେବେ ସ-ମ୍ବ-ନ୍ଧ ବନାଇବାର ଏକ ସମୟ ସୀମା ମଧ୍ୟ ରହିଥାଏ । ଗୋଟିଏ ସୀମା ଭିତରେ ରହି ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଆବଶ୍ୟକ । ସୀମା ଭିତରେ ରହି ଏହା କରିବା ଦ୍ୱାରା ଆମ ଶରୀର ରେ କୌଣସି ଅସୁବିଧା ହୁଏ ନାହିଁ ଏବଂ ଶରୀର ସୁସ୍ଥ ମଧ୍ୟ ରହିଥାଏ ।

ତେବେ ୟୁରୋପୀୟ ୟୁରୋଲୋଜି ରେ ଏକ ରିସର୍ଚ୍ଚ ହଜାର ଜଣ ବ୍ୟକ୍ତି କୁ ନେଇ କରାଯାଇଥିଲା ଏବଂ ସେମାନେ ଦେଖିବାକୁ ପାଇଲେ କି ଏକ ମାସ ଭିତରେ ୨୧ ଥର ଶା-ରୀ-ରି-କ ସ-ମ୍ବ-ନ୍ଧ ରଖି ପାରିବେ । ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ଛଡା ଦୁ-ଶ୍ଚି-ନ୍ତା, ହୃ-ଦ-ଘା-ତ ଜନିତ ସମସ୍ୟା ମଧ୍ୟ ଦୁର ହୋଇଥାଏ । ଏହା ଛଡା ୨୧ ଥର ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଦ୍ୱାରା ୨୦% କ୍ୟାନ୍ସର ମଧ୍ୟ କମିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *