ପ୍ରଥମେ ଝିଅଟି ପାଖରେ ଆସି ଶୋଇ ପଡିଲା ଓ ତା’ ପରେ କରିଲା କିଛି ଏମିତି କାଣ୍ଡ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି। ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ।

ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭି–ଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭି-ଡି-ଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭି-ଡି-ଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭି-ଡି-ଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘ-ଟ-ଣା ମଧ୍ୟ ଘ-ଟୁ-ଥା-ଏ କୌଣସି ଭି-ଡି-ଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି।

ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘ-ଟ-ଣା ଘ-ଟି-ଥା-ଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ। ତେବେ ସେହି ଘ-ଟ-ଣା କିମ୍ବା କା-ଣ୍ଡ ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆସନ୍ତୁ ସେହିଭଳି କିଛି ଘ-ଟ-ଣା ସମ୍ପର୍କରେ ଆଲୋଚନା କରିବା ଯାହା କ୍ୟାମେରା ରେ ରେକର୍ଡ ହୋଇଯାଇଥିଲା ଏବଂ ସୋସିଆଲ ମିଡ଼ିଆ ରେ ଭା-ଇ-ରା-ଲ ମଧ୍ୟ ହୋଇ ଯାଇଥିଲା।

୧- ପ୍ରଥମ ଭି-ଡି-ଓ ରେ ଜଣେ ମହିଳା ଏବଂ ଜଣେ ଯୁବକ ମୁମ୍ବାଇ ର କୌଣସି ଏକ ରେଲୱେ ଷ୍ଟେସନ ରେ ଆସି ସେଠାରେ ଶୋଇ ରହିଥିବା ଯାତ୍ରୀ ମାନଙ୍କ ଭିତରୁ ଏକ ଛୋଟ ଛୁଆ କୁ ଉ-ଠା-ଇ ନେଇ ଯାଉଛି ତେବେ ଏହା ସବୁ ଷ୍ଟେ-ସ-ନ ରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇ ଯାଇଥିଲା। ତେବେ ସମସ୍ତ ମାତା ପିତାଙ୍କୁ ଅନୁରୋଧ ଯେ ଏଭଳି ସ୍ଥାନରେ ନିଜ ପିଲାଙ୍କର ଅଧିକ ଧ୍ୟାନ ନିଅନ୍ତୁ।

୨- ଦ୍ଵିତୀୟ ଭା-ଇ-ରା-ଲ ଭି-ଡ଼ି-ଓ ରେ ଜଣେ ବ୍ୟକ୍ତି ଶୋଇଥିବା ମହିଳା ଏବଂ ଜଣେ ଝିଅ ର ମଝିରେ ଆସି ଶୋଇଗଲା। ସେହି ବ୍ୟକ୍ତି ସେମାନଙ୍କ ର କୌଣସି ସମ୍ପର୍କୀୟ ନୁହେ। ତେବେ ମଉକା ପାଇଁ ସେହି ଝିଅ ର ମୋବାଇଲ କୁ ଚୋ-ରି କରି ଆରାମ ରେ ସେଠାରୁ ଚାଲିଗଲା।


୩- ତୃତୀୟ ଭି-ଡି-ଓ ରେ ଜଣେ ଝିଅ ଏକ ଦୋକାନ ରେ ୧୦୦ ଟଙ୍କା ର ଜିନିଷ କିଣିଥିଲା ଏବଂ ସେ ଦୋକାନୀ କୁ ୫୦୦ ଟଙ୍କା ଦେଇଛି ଏବଂ ତାକୁ ୪୦୦ ଟଙ୍କା ଫେରେଇବାର ଅଛି ତେବେ ଦୋକାନୀ ର କହିବା ଅନୁସାରେ ଯୁବତୀ ଜଣକ କୌଣସି ବି ପଇସା ଦେଇ ନାହାନ୍ତି କିନ୍ତୁ ଯୁବତୀ ନିଜ ଜିଦି ରେ ଅଟଳ।

ତେବେ ଯେତେବେଳେ ସିସିଟିଭି କ୍ୟାମେରା କଥା ଆସିଲା ତେବେ ସେ ଯୁବତୀ ଟି କିଛି ନେବାର ନାହିଁ କହି ସେଠାରୁ ପଳାଇଲେ। ତେବେ ଆପଣ ଏହି ଭଳି ଲୋକଙ୍କ ଠାରୁ ସତର୍କ ରୁହନ୍ତୁ।


୪- ଚତୁର୍ଥ ଭି-ଡି-ଓ ରେ ଜଣେ ଝିଅ ଟି ରାସ୍ତା ରେ ଚାଲି କି ଯାଉଥିବା ବେଳେ ଜଣେ ଯୁବକ ଦୌଡ଼ି ଆସି ସେହି ଝିଅ ଟିକୁ ଗୋ-ଇ-ଠା ମା-ରି-ଲା ଏବଂ ଝିଅଟି ହାତରୁ ଫୋନ ଖସିଗଲା ଏବଂ ଚୋ-ର ସେହି ଫୋନ ନେଵା ଫେ-ରା-ର ହୋଇଗଲା।


୫- ପଞ୍ଚମ ଭିଡିଓ ରେ ଜଣେ ଯୁବକ ନୋ ପାର୍କିଂଗ ଏରିଆ ରେ ନିଜ ଗାଡି ପାର୍କ କରିଥିଲା ଏବଂ ପୋ-ଲି-ସ ଯେତେବେଳେ ପଚାରିବାରୁ ପୋ-ଲି-ସ ସହ ଯୁ-କ୍ତି-ତ-ର୍କ କରି ଫା-ଡ଼ି-ଦେ-ବୀ ଚି-ରି-ଦେବୀ ଭଳି ଧ-ମ-କ ମଧ୍ୟ ଦେଉଥିଲା ତେବେ ଠିକ ତାପରେ ଆଉ ଏକ ଭିଡିଓ ରେ ସେହି ଯୁବକ ଜଣକ ଥାନା ରେ କାନ୍ଦୁଥିବାର ଏବଂ ଭୁ-ଲ ମା-ଗି-ବାର ନଜର ଆସିଲା ଏବଂ ଏଭଳି ଭୁଲ ଆଉ ହେବ ନାହିଁ ବୋଲି କହୁଥିଲା । ତେବେ ଏହି ଭି-ଡି-ଓ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ମଧ୍ୟ ହୋଇଥିଲା।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *