ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଲକଡାଉନ ସମୟ ରେ ଅନଲାଇନ ଠ-କେ-ଇ ର ମାତ୍ରା ବଢ଼ିବାରେ ଲାଗିଛି । ବର୍ତ୍ତମାନ ଫୋନ ସେ-କ୍ସ ନାଁ ରେ ଏକ ଭିନ୍ନ ପ୍ରକାରର ଠ-କେ-ଇ ମାମଲା ସାମ୍ନା କୁ ଆସୁଛି ।
ଫୋନ ସେ-କ୍ସ ର ଭିଡିଓ ଓ ସ୍କ୍ରୀନସଟ୍ ମାଧ୍ୟମରେ ଲୋକଙ୍କୁ ବ୍ଲା-କ-ମେ-ଲ କରିବା ସହିତ ଲୁ-ଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏଭଳି ବ୍ଲା-କ-ମେ-ଲିଂ ର ଶି-କା-ର ହୋଇଛନ୍ତି ଏବଂ ଏହାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନା କୁ ଆସିଛି ।
କଥାକଥିତ ଏହି ଅନଲାଇନ ସୁନ୍ଦରୀ ମାନେ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ରେଣ୍ଡ ରିକ୍ବେଷ୍ଟ୍ ପଠାଉଛନ୍ତି । ବନ୍ଧୁତ୍ୱ ଗ୍ରହଣ କରିବା ପରେ ମିଠା ମିଠା କଥା କହିବା ପରେ ସମ୍ପର୍କ ବଢ଼ାଇବା ସହିତ ହ୍ଵାଟ୍ସଆପ କୁ ଆସି ଅ-ର୍ଦ୍ଧ-ନ-ଗ୍ନ ଫ-ଟୋ ମଧ୍ୟ ଦେଉଛନ୍ତି । ଏହା ପରେ ଆସୁଛି ଭିଡିଓ କଲ ଯେଉଁଥିରେ ନିଜେ ଉ-ଲ-ଗ୍ନ ହେବା ସହିତ ଗ୍ରାହକ ଙ୍କୁ ମଧ୍ୟ ଉ-ଲ-ଗ୍ନ ହେବା ନିମନ୍ତେ ବାଧ୍ୟ କରୁଛନ୍ତି ।
ପରେ ଏହି ଉ-ଲ-ଗ୍ନ ଭି-ଡି-ଓ କଲ କୁ ନେଇ ବ୍ଲା-କ-ମେ-ଲ କରିବା ସହିତ ହଜାର ହଜାର ଟଙ୍କା ଦାବି କରୁଛନ୍ତି । ଟଙ୍କା ନଦେଲେ ଆ-ପ-ତ୍ତି-ଜ-ନ-କ ଫଟୋ ଏବଂ ଭିଡିଓ ଗୁଡ଼ିକୁ ଭାଇରାଲ କରିବେ ବୋଲି ଧ-ମ-କ ଦେଉଛନ୍ତି । କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ଟଙ୍କା ପାଇବା ପରେ ବାରମ୍ବାର ଟଙ୍କା ଦାବି କରିବାର ଅ-ଭି-ଯୋ-ଗ ମଧ୍ୟ ସାମ୍ନା କୁ ଆସିଛି ।
ସାଧାରଣତଃ ବୟସ୍କ ଧନୀ ବ୍ୟକ୍ତି, ବ୍ୟବସାୟୀ ଓ ରାଜନେତା ଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି ବୋଲି ଜଣା ପଡ଼ିଛି । ଏହା ପୂର୍ବରୁ ରାଜଧାନୀ ରେ ଅନଲାଇନ ସେ-କ୍ସ ବ୍ୟା-ପା-ର ଚାଲିଥିବା ବେଳେ ବର୍ତ୍ତମାନ ଡିଜିଟାଲ ସୁନ୍ଦରୀ ଙ୍କ ଏଭଳି ଠ-କେ-ଇ ପୋ-ଲି-ସ ପାଇଁ ଏକ ନୂତନ ଚ୍ୟା-ଲେ-ଞ୍ଜ ସୃଷ୍ଟି କରିଛି । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ