Dr Filip ଙ୍କ ଗଜବ ଆବିଷ୍କାର, ବଞ୍ଚି ଥାଉ ଥାଉ ଏମିତି ଦେଖି ପାରିବେ ନିଜ ମୃତ୍ୟୁ !

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସଂସାର ରେ ଯେଉଁ ମନୁଷ୍ୟ ମୃ-ତ୍ୟୁ ବରଣ କରୁଥାଏ ସେ ନିଜର ମୃ-ତ୍ୟୁ ସମୟ କୁ ଦେଖିପାରି ନ ଥାଏ । କିନ୍ତୁ ଏବେ ଆଉ ଏପରି ହେବ ନାହିଁ । ମନୁଷ୍ୟ ନିଜର ମୃ-ତ୍ୟୁ ପୂର୍ବରୁ ଡେ-ଥ ମେ-ସି-ନ ସାରକୋ ଜରିଆ ରେ ନିଜର ମୃ-ତ୍ୟୁ କୁ ନିଜ ଚକ୍ଷୁ ରେ ଦେଖିପାରିବ ।

କିଛି ଲୋକ କୌଣସି ଭୟଙ୍କର ମା-ରା-ତ୍ମ-କ ରୋଗ ରେ ପୀ-ଡ଼ି-ତ ହୋଇ ଇଚ୍ଛା ଅନୁସାରେ ମୃ-ତ୍ୟୁ ବ-ର-ଣ କରିବାକୁ ଚାହିଁଥାନ୍ତି । ତେଣୁ ସେହିପରି ଲୋକ ଙ୍କୁ ନିଜର ମୃ-ତ୍ୟୁ ଦେଖାଇବା ପାଇଁ ଡେ-ଥ ମେ-ସି-ନ ତିଆରି କରି ଡାକ୍ତର ଫିଲିପ ନିମିଷକେ ବର୍ତ୍ତମାନ ବହୁତ ଚର୍ଚ୍ଚା ରେ ଅଛନ୍ତି । ଡାକ୍ତର ଫିଲିପ କିଛି ବର୍ଷ ପୂର୍ବ ରୁ ଏକ ଫୟୁନେରାଲ ଜରିଆ ରେ ନିଜର ଏହି ଡେ-ଥ ମେ-ସି-ନ କୁ ସମସ୍ତ ଙ୍କ ସମ୍ମୁଖ କୁ ଆଣିଥିଲେ ।

କିନ୍ତୁ ସେତେବେଳେ କେବଳ ଯେଉଁମାନେ ନିଜର ଇଚ୍ଛା ଅନୁସାରେ ମୃ-ତ୍ୟୁ ବ-ର-ଣ କରିବାକୁ ଚାହୁଁଥିଲେ ସେମାନେ ହିଁ ଏଥିରେ ନିଜର ମୃ-ତ୍ୟୁ କୁ ଦେଖିପାରୁଥିଲେ । କିନ୍ତୁ ଏବେ ସମସ୍ତ ଲୋକ ନିଜର ମୃ-ତ୍ୟୁ ଦେଖି ପାରିବେ । ଡାକ୍ତର ଫିଲିପ କୁହନ୍ତି ଯେ ଜୀବନ ଓ ମୃ-ତ୍ୟୁ ଥରେ ହିଁ ସଂଯୋଗ ଓ ସହଯୋଗ ହୋଇଥାଏ ।

ତେଣୁ ଯେଉଁ ବ୍ୟକ୍ତି ଖୁସି ଖୁସି ରେ ଦୁନିଆ କୁ ସବୁଦିନ ପାଇଁ ଅଲବିଦା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ସାରକୋ ମେସିନ ଟି ବହୁତ ଲାଭଦାୟକ ଅଟେ । ଏହି ମେସିନ ରେ ବସିବା କ୍ଷଣି ଧୀରେ ଧୀରେ ମନୁଷ୍ୟ ର ଅମ୍ଳଜାନ ର ମାତ୍ରା କମ ହୋଇଯାଇଥାଏ ଓ ଅଙ୍ଗାରକାମ୍ଳ ର ମାତ୍ରା ଫିକ୍ସ ହୋଇ ରହିଥାଏ । ଯାହା ଦ୍ୱାରା ମନୁଷ୍ୟ କିଛି ସମୟ ମଧ୍ୟରେ ମୃ-ତ୍ୟୁ ବରଣ କରିଥାଏ ।

ମେସିନ ଟି ମୃ-ତ୍ୟୁ ବରଣ କରିଥିବା ବ୍ୟକ୍ତି ର କୌଣସି ଏକ ଅଙ୍ଗ କୁ ପ୍ରଭାବିତ କରି ଏକ ପ୍ରାକୃତିକ ବାତାବରଣ ସୃଷ୍ଟି କରିଥାଏ ଯାହା ଦ୍ୱାରା ମନୁଷ୍ୟ ନିଜର ମୃ-ତ୍ୟୁ କୁ ଅନୁଭବ କରିପାରି ଥାଏ । ତଥାପି ଏହି ମେସିନ କୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନ ମଧ୍ୟ କାମ ଚାଲିଛି । କିଛି ଲୋକ ଏହି ମେସିନ କୁ କେବଳ ଏକ ବେକାର ମେସିନ ବୋଲି କହୁଛନ୍ତି ।

ଏହା ସହିତ ସେମାନେ କହୁଛନ୍ତି ଯେ ଏହାକୁ କେବେ ବି ମଧ୍ୟ ଭବିଷ୍ୟତ ରେ ବ୍ୟବହାର କରିବା ଉଚିତ ନୁହେଁ । ଲୋକ ମାନେ ମଧ୍ୟ ଏହି ମେସିନ କୁ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହି ମେସିନ ସିଧାସଳଖ ଭାବେ ମନୁଷ୍ୟ ଜୀବନ ସହିତ ଖେଳିଥାଏ ।  ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *