ହେ ଭଗବାନ ! Bollywood ରୁ ଆସିଲା ପୁଣି ଏକ ଦୁଃଖଦ ଖବର, ଏବେ ଏବେ ଏହି ମହାନ ହସ୍ତୀଙ୍କର ହେଇଗଲା ପରଲୋକ

ବନ୍ଧୁଗଣ ଗତ କିଛି ଦିନ ତଳେ ବଲିଉଡର ଦିଗଜ ଅଭିନେତା ଦିଲୀପ କୁମାରଙ୍କ ନି-ଧ-ନ ହୋଇଥିଲା । ଦିଲୀପଙ୍କ ଦେ-ହା-ନ୍ତ ପାଇଁ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ବର୍ତ୍ତମାନ ପୁଣି ଏକ ଦୁଃଖର ଖବର ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଛି ଯେ, ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ମାଙ୍କ ଦେ-ହା-ନ୍ତ ହୋଇଛି । ଗତ କାଲି ଏହି ଖବରଟି ସାମ୍ନାକୁ ଆସିଥିଲା । ଚଙ୍କି ପାଣ୍ଡେଙ୍କ ମାଙ୍କ ନାମ ହେଉଛି ସ୍ନେହଲତା ପାଣ୍ଡେ । ବନ୍ଧୁଗଣ ସ୍ନେହଲତାଙ୍କ ଶ୍ରନ୍ଧାଞ୍ଜଳି ପାଇଁ କେତେକ ବଲିଉଡ କଳାକାର ମାନେ ମଧ୍ୟ ଆସିଥିଲେ । ଗତ କାଲି ସ୍ନେହଲତା ଏହି ଦୁନିଆ ଛାଡି ଚାଲି ଯାଇଥିଲେ । ସେ ହାର୍ଟ ଆଟାକ କାରଣରୁ ପ୍ରାଣ ତ୍ୟାଗ କରିଛନ୍ତି ବୋଲି ଜଣ ପଡିଛି । ୮୫ ବର୍ଷ ବୟସରେ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି ।

ସ୍ନେହଲତା ନିଜ ଶେଷ ନିଶ୍ଵାସ ନିଜ ଘରେ ନେଇଥିଲେ । ତାଙ୍କର ନି-ଧ-ନ ଶନିବାର ଖରାବେଳ ୧୨ଟାରେ ହୋଇଥିଲା । ଯେତେବେଳେ ସ୍ନେହଲତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଗଲା ସେତେବେଳେ ଘରେ ଚଙ୍କି ନିଜେ ଓ ତାଙ୍କ ଭାଇର ପୁଅ ଆହାନ ଘରେ ଥିଲେ । ନି-ଧ-ନ ହେବା ପରେ ଚଙ୍କି ନିଜ ମାଙ୍କ ଅ-ନ୍ତି-ମ ସଂ-ସ୍କା-ର କରିଥିଲେ ଓ ବହୁତ କାନ୍ଦି ଥିଲେ ।

ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ନିଜ ଜେଜେ ମାଙ୍କ ଦେ-ହା-ନ୍ତ ଦୁଃଖରେ ବହୁତ କାନ୍ଦି ଥିଲେ । ଚଙ୍କି ମାଙ୍କ ଶ୍ରଦ୍ଧାଞ୍ଜଳି ପାଇଁ କେତେକ ବଡ ବଡ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ପାଇଁ ନୀଲମ କୋଠାରି, ସମୀର ସୋନି, ସବିନା ଖାନ, ସୋହେଲ ଖାନଙ୍କ ପୁଅ ନିର୍ବାଣଙ୍କ ସହ ଅନେକ ସେଲିବ୍ରେଟି ଆସିଥିଲେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଯେତେବେଳେ ଅନନ୍ୟାଙ୍କ ଜେଜେ ମା ପ୍ରାଣ ହରାଇଥିଲେ ସେତେବେଳେ ଅନନ୍ୟା ଏକ ଟକ୍ ସୋଡ଼ର ସୁ-ଟି-ଙ୍ଗ-ରେ ବ୍ୟସ୍ତ ଥିଲେ ।

ଯେତେବେଳେ ତାଙ୍କୁ ନିଜ ଜେଜେ ମାଙ୍କ ବିଷୟରେ ଜଣା ପଡିଥିଲା ସେତେବେଳେ ସେ ସୁ-ଟି-ଙ୍ଗ ଛାଡି ନିଜ ଜେଜେ ମାଙ୍କ ପାଖକୁ ଚାଲି ଆସିଥିଲେ । ଜେଜେ ମାଙ୍କ ଦେ-ହା-ନ୍ତ ଦୁଃଖରେ ଅନନ୍ୟା ବହୁତ କାନ୍ଦି ଥିଲେ । ଅନନ୍ୟା ନିଜ ଜେଜେ ମାଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ଅ-ନ୍ତି-ମ ସଂ-ସ୍କା-ର ସମୟରେ ଅନନ୍ୟା ଏକ ଧଳା ରଙ୍ଗର ଡ୍ରେସରେ ନଜର ଆସିଥିଲେ ।

ବନ୍ଧୁଗଣ ଗତ କିଛି ଦିନ ତଳେ ସ୍ନେହଲତା ନିଜ ୮୫ ତମ ଜନ୍ମ ଦିବସ ପାଳନ କରିଥିଲେ । ସେହି ସମୟରେ ଅନନ୍ୟା ନିଜ ଜେଜେ ମାଙ୍କୁ ଜନ୍ମ ଦିନର ଶୁଭ କାମନା ଜଣାଇ ଥିଲେ । ନିଜ ଜେଜେ ମାଙ୍କ ସହ ଏକ ଛୋଟ ବେଳର ଫଟୋକୁ ଅନନ୍ୟା ସୋସିଆଲ ମିଡିଆରେ ସେୟାର କରିଥିଲେ । ହେଲେ ବନ୍ଧୁଗଣ ତାଙ୍କ ଜେଜେ ମା ବର୍ତ୍ତମାନ ତାଙ୍କ ସହ ନାହାନ୍ତି । ତା ହେଲେ ବନ୍ଧୁଗଣ ସ୍ନେହଲତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଆପଣ ମାନେ କାମନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *