ମାସ୍କ ପିନ୍ଧି ନଥିବାରୁ ଯେତେବେଳେ ଝିଅଟିକୁ ଧରିଲା ପୋ-ଲି-ସ, ତ ଝିଅଟି କଲା ଏମିତି ହାଇ ଭୋଲଟେଜ ଡ୍ରାମା, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି କରୋନା କାଳ ସମୟରେ ଭାରତ ସରକାର ଅନେକ ଗାଇଡ ଲାଇନ ଜାରି କରିଛନ୍ତି ।

ଯେଉଁ ମାନେ ସରକାରଙ୍କ ଗାଇଡ ଲାଇନର ଉ-ଲଂ-ଘ-ନ କରିବେ ସେମାନଙ୍କ ଉପରେ ଦୃ-ଢ କା-ର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ । ଏହି କରୋନା କାଳ ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଏପରି ଭି-ଡି-ଓ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଭି-ଡି-ଓ-ରେ ଦୁଇ ଜଣ ସ୍ଵାମୀ ସ୍ତ୍ରୀ ପୋ-ଲି-ସ କର୍ମଚାରୀ ମାନଙ୍କୁ ଏପରି ସବୁ କଥା କହୁଛନ୍ତି ଯାହା ବିଷୟରେ ଆପଣ ମାନେ କଳ୍ପନା କରିପାରିବେ ନାହିଁ ।

ଆଜିଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ମା-ମ-ଲାଟି ହେଉଛି ନୂଆ ଦିଲ୍ଲୀର ଦାରିୟାଗଞ୍ଜ ସ୍ଥାନର । କରୋନା କଟକଣାକୁ ଆଖି ଆଗରେ ରଖି ସେହି ସ୍ଥାନରେ ପୋ-ଲି-ସ ମାସ୍କ ଚେ-କି-ଙ୍ଗ କରୁଥିବା ସମୟରେ ଗୋଟେ ଗାଡିରେ ଏକ କପଲ୍ ଆସିଥିଲେ । ସେହି ଦୁଇଜଣ ମାସ୍କ ନପିନ୍ଧିବାରୁ ପୋ-ଲି-ସ ସେମାନଙ୍କୁ ଅ-ଟ-କା-ଇ ପଚାରି ଥିଲା ।

ବନ୍ଧୁଗଣ ପୋ-ଲି-ସ ମାନେ ଗାଡି ଅ-ଟ-କା-ଇ ଦେବାରୁ ମହିଳା ଜଣକ ବହୁତ ଖରାପ ବ୍ୟବହାର ପୋ-ଲି-ସ ମାନଙ୍କୁ କରିଥିଲେ ଓ ବହୁତ ଅ-ଭ-ଦ୍ରା-ମି ସହ କଥା ବାର୍ତ୍ତା ହୋଇଥିଲେ । ଭି-ଡି-ଓ-ରେ ମହିଳା ଜଣକ କହୁଛନ୍ତି-‘ ଆମେ ଦୁଇଜଣ ହେଉଛୁ ସ୍ଵାମୀ ସ୍ତ୍ରୀ ଆଉ ଗାଡି ଭିତରେ ମାସ୍କ ପିନ୍ଧିବା କଣ ଦରକାର ।

ନିଜ ଔ-କା-ତ-ରେ ରୁହ ସବୁ । ଯଦି ମୁ ଆଉ ମୋ ପରିକା ଲକ୍ଷ ଲକ୍ଷ ଲୋକ ତମ ମାନଙ୍କ ବି-ରୋ-ଧ-ରେ ଆସିବେ ତା ହେଲେ ଚଣା ବିକ୍ରି କରୁଥିବ । ବିନା କାରଣରେ ଗାଡି ଅ-ଟ-କା-ଉଛ ଲା-ଜ ଲାଗୁନି ତମ ମାନଙ୍କୁ’ । ବନ୍ଧୁଗଣ ମହିଳା ଜଣକଙ୍କ ସହ ତାଙ୍କ ସ୍ଵାମୀ ମଧ୍ୟ ପୋ-ଲି-ସ କଥାକୁ ବି-ରୋ-ଧ କରୁଥିଲେ ।

ସେହି ସମୟରେ ପୋ-ଲି-ସ ଶାନ୍ତ ଭାବରେ ଏହି ମା-ମ-ଲାକୁ ବୁଝୁଥିବା ବେଳେ ଅନ୍ୟ ପଟେ ଉଭୟ ସ୍ଵାମୀ ସ୍ତ୍ରୀ ପୋ-ଲି-ସ କର୍ମଚାରୀ ମାନଙ୍କ ସହ ଅ-ଭ-ଦ୍ରା-ମି କରି ଚାଲିଥିଲେ । ସେହି ସ୍ଥାନରେ ଏକ ପୋ-ଲି-ସ କର୍ମଚାରୀ ସେହି ଘ-ଟ-ଣାର ଭି-ଡି-ଓ ବନେଇ ଦେଇଥିଲେ । ଆଗକୁ ମହିଳା ଜଣକ କହିଲେ-‘ମୋ ଇଛା ମୁ ଚାହିଁଲେ ମୋ ସ୍ଵାମୀକୁ ଏଠି କି-ସ୍ କରିଦେବି କିଏ ରୋ-କି-ବ ମୋତେ ।

ଯଦି ତମ ମୁହଁରେ ଟିକେ ଲ-ଜ୍ୟା ଥିବ ତା ହେଲେ ଏହି ଭି-ଡି-ଓ-କୁ ଅପଲୋଡ କରିବ । ମୁ ବି ଦେଖୁଛି କାହାର ଦମ୍ ଅଛି ମୋର ଚା-ଲା-ଣ କା-ଟି-ବ । ମୁ ମାସ୍କ ପିନ୍ଧି ନାହିଁ ମୁ ମୋ ସ୍ଵାମୀ ସହ ନିଜ ଗାଡିରେ ଯାଉଛି’ । କିଛି ସମୟ ପରେ ମହିଳା ଜଣକ ଗାଡିରୁ ଓଲହାଇ ପୋ-ଲି-ସ ସହ ଯୁ-କ୍ତି ତ-ର୍କ ମଧ୍ୟ କରିଥିଲେ ।

କେବଳ ଏତିକି ନୁହେଁ ମହିଳା ଜଣକ ସାଧାରଣ ଲୋକଙ୍କ ସାମ୍ନାରେ ପୋ-ଲି-ସ ମାନଙ୍କୁ ବେ-ଜି-ତ କରିଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *