ସାର୍ଥକ ଟିଭି ର Actor ମାନେ ଗୋଟିଏ ଏପିସୋଡ କରିବା ପାଇଁ ନିଅନ୍ତି କେତେ ଟଙ୍କା ? ସବୁଠୁ ଅଧିକ ଅଟେ 6 ନଂ Actor ଙ୍କ Salary

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାର୍ଥକ ଟିଭି ଚ୍ୟାନେଲରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଚ୍ୟାନେଲ ପାଇଁ କାମ କରୁଥିବା ସମସ୍ତ ଅଭିନେତା ମାନେ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଚ୍ୟାନେଲ ପାଇଁ କାମ କରୁଥିବା ଅଭିନେତା ମାନଙ୍କର ଦିନିକିଆ ଦରମା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଶିଷ ଦାସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାର୍ଥକର ଫେମସ ଅଭିନେତା ଆଶିଷ ଦାସ  ।ଆପଣ ମାନେ ସମସ୍ତେ ଆଶିଷଙ୍କୁ ସାର୍ଥକ ଟିଭିର ଲୋକପ୍ରିୟ ସିରିଏଲ ‘ମହାଦେବୀ’ରେ ନିଶ୍ଚୟ ଦେଖିଥିବେ । ଆଶିଷ ଏହି ଧାରାବାହିକରେ ବନ୍ଧୁଗଣ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ଆଶିଷ ଗୋଟେ ଦିନର କାମ ପାଇଁ ୩୫୦୦ ଟଙ୍କା ନିଅନ୍ତି ।

ନୀଲ ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ନୀଲ ପଣ୍ଡା । ଆପଣ ମାନେ ସମସ୍ତେ ନୀଲଙ୍କୁ ସାର୍ଥକ ଟିଭିର ଲୋକପ୍ରିୟ ଧାରାବାହିକ ‘ତୋ ପାଇଁ ମୁ ମୋ ପାଇଁ ତୁ’ରେ ନିଶ୍ଚୟ ଦେଖିଥିବେ । ନୀଲଙ୍କ ଅଭିନୟକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରନ୍ତି । ସେ ଗୋଟେ ଦିନର କାମ ପାଇଁ ୫୦୦୦ ଟଙ୍କା ନିଅନ୍ତି ।

ରିଷିକ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରିଷିକ ମିଶ୍ର । ଆପଣ ମାନେ ସମସ୍ତେ ରିଷିକଙ୍କୁ ‘ଦିବ୍ୟଦୃଷ୍ଟି’ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ଅଭିନୟ କରି ରିଷିକ ସଫଳତା ହାସଲ କରିଛନ୍ତି । ଗୋଟେ ଦିନର କାମ ପାଇଁ ରିଷିକ ୬୦୦୦ ଟଙ୍କା ନିଅନ୍ତି ।

ଅମର ଚିଞ୍ଚାନି- ବନ୍ଧୁଗଣ ଆମ ଲିଷ୍ଟରର ଚତୁର୍ଥ ସ୍ଥାନରେ ଅଛନ୍ତି ଆମର ଚିଞ୍ଚାନି । ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଜୀବନ ସାଥି’ରେ ଅମର ଅଭିନୟ କରନ୍ତି । ସୋସିଆଲ ମିଡିଆରେ ସେ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ଆମର ଗୋଟେ ଦିନର କାମ ପାଇଁ ୭୦୦୦ ଟଙ୍କା ନିଅନ୍ତି ।

ସୁବାସିସ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ସୁବାସିସ ଶର୍ମା । ସୁବାସିସ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ହେ ପ୍ରଭୁ’ରେ ଅଭିନୟ କରନ୍ତି । ସେ ଗୋଟେ ଦିନର କାମ ପାଇଁ ୮୦୦୦ ଟଙ୍କା ନିଅନ୍ତି ।

ସିଦ୍ଧାନ୍ତ ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ସାର୍ଥକ ଟିଭିର ଫେମସ ସିରିଏଲ ‘କେମିତି କହିବି କହ’ରେ ଅଭିନୟ କରୁଛନ୍ତି । ସିଦ୍ଧାନ୍ତ ଗୋଟେ ଦିନର କମ ପାଇଁ ୧୩୦୦୦ ଟଙ୍କା ନିଅନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *