ରାସ୍ତା ଉପରେ ନାଗ ନାଗୁଣୀଙ୍କ ମିଳନ ର ବିରଳ ଦୃଶ୍ୟ, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଏହି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣିପାରନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ବନ୍ଧୁଗଣ ଏହି ଭିଡିଓରେ ଦୁଇଟି ନାଗ ନାଗୁଣୀ ଖେଳୁଥିବାର ନଜର ଆସୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଚର୍ଚାରେ ରହିବା ସହ ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଟି ନାଗ ନାଗୁଣୀ ରାସ୍ତା ଉପରେ ଖେଳୁ ଥିବାର ନଜର ଆସୁଛନ୍ତି । ଏହି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ସେହି ସ୍ଥାନରେ କିଛି ଲୋକ ଏହି ଦୃଶ୍ୟର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହି ଭିଡିଓ ଏହି ଭିଡିଓଟି ହେଉଛି ଖୋର୍ଦ୍ଧା ଜିଲ୍ଲାର ।

ବନ୍ଧୁଗଣ ଏହି ଖୋର୍ଦ୍ଧା ଜିଲ୍ଲାର ଏକ ଗାଁ ରାସ୍ତାରେ ଦୁଇଟି ନାଗ ନାଗୁଣୀ ଖେଳୁଥିବା ସମୟରେ ଲୋକମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ନାଗ ନାଗୁଣୀଙ୍କର ଏହି ବିରଳ ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ଏହି ଦୃଶ୍ୟ ବହୁତ କମ ଥର ଦେଖିବାକୁ ମିଳିଥାଏ । ଭିଡିଓରେ ନାଗ ନାଗୁଣୀ ଖେଳୁଥିବା ସ୍ମାୟରେ ଗୋଟେ ଲୋକ ସାମ୍ନାରୁ ବାଇକ ନେଇ ଆସୁଥିଲା ।

ହେଲେ ଲୋକ ଜଣକ ସେହି ଦୃଶ୍ୟକୁ ଦେଖି ସେହି ସ୍ଥାନରେ ନିଜ ଗାଡି ରଖିଦେଇଥିଲା ଓ ସେହି ଦୃଶ୍ୟର ଭିଡିଓ କରିବାକୁ ଲାଗିଲା । ବନ୍ଧୁଗଣ ନାଗ ନାଗୁଣୀଙ୍କ କଥା ପୁରାଣ ଓ ଶାସ୍ତ୍ରରେ ରହିଛି । ନାଗ ହେଉଛି ଶିବଙ୍କ ଅତି ପ୍ରିୟ ଜୀବ । ଶିବ ସବୁବେଳେ ନାଗକୁ ନିଜ ବେକରେ ଧାରଣ କରନ୍ତି ।

ଏହି ସାପ ଅବଶ୍ୟ ମଣିଷ ପାଇଁ ବହୁତ ମାରାତ୍ମକ ହେଲେ ଏହି ସାପକୁ ଲୋକମାନେ ପୂଜା କରନ୍ତି । ନାଗ ନାଗୁଣୀଙ୍କର ଏହି ବିରଳ ଦୃଶ୍ୟକୁ ଲୋକମାନେ ବହୁତ କମ ଥର ଦେଖିବାକୁ ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିରଳ ଦୃଶ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *