ମିଥ୍ୟା ଅପପ୍ରଚାର କୁ ନେଇ ମୁହଁ ଖୋଲିଲେ Abhishek ଙ୍କ ପତ୍ନୀ ମୌସୁମୀ, କାନ୍ଦି କାନ୍ଦି କହିଲେ କିଛି ଏମିତି କଥା…ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଗତ କିଛି ଦିନ ହେବ ଆପଣ ମାନେ ଏକ ବ୍ୟକ୍ତିଙ୍କ ବିଷୟରେ ଟିଭି ଓ ସୋସିଆଲ ମିଡିଆରେ ଦେଖୁଥିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଭିଷେକ ମହାପାତ୍ର । ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଏକ ସାଧାରଣ ଲୋକ ହେଲେ ଅଭିଷେକଙ୍କ ପାଇଁ ଆଜି ଲକ୍ଷାଧିକ ଲୋକ ପ୍ରାର୍ଥନା କରୁଛନ୍ତି ।

ଗତ କିଛି ଦିନ ତଳେ ଅଭିଷେକ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ । କରୋନା ସହିତ ତାଙ୍କୁ ନିମୋନିଆ ମଧ୍ୟ ହୋଇଯାଇଛି । ତାଙ୍କର ଚିକିତ୍ସା ପାଇଁ ବର୍ତ୍ତମାନ ୧ କୋଟି ଟଙ୍କାର ଆବଶ୍ୟକତା ରହିଛି ତେଣୁ ଜନସାଧାରଣ ମାନେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ଡୋନେଟ କରୁଛନ୍ତି । ବର୍ତ୍ତମାନ ସମୟରେ ଅଭିଷେକ ଙ୍କ ପତ୍ନୀ ଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ସମସ୍ତଙ୍କୁ ଅପପ୍ରଚାର ନ କରିବା ପାଇଁ ଅନୁରୋଧ କରିଛନ୍ତି ।

ତେବେ ଚାଳନ୍ତୁ ଜାଣିବା ସେ କଣ କହିଛନ୍ତି ? ସେ କହିଛନ୍ତି କି ଆଜି ସକାଳୁ ଏକ ନିଉଜ ଭାଇରାଲ ହେଉଛି କି ଆମ ଟାର୍ଗେଟ ଫୁଲଫିଲ ହେଇଗଲା । କିନ୍ତୁ ଆପଣ ମାନେ କେମିତି ଜାଣିଲେ କି ଆମ ଟାର୍ଗେଟ ପୂରଣ ହେଲା ବୋଲି । ବର୍ତ୍ତମାନ ମାତ୍ର ଅଭିଷେକ ଙ୍କ ଟ୍ରୀଟମେନ୍ଟ ଆରମ୍ଭ ହୋଇଛି ଓ ଏହା ଆଉ କେତେ ଦିନ ଚାଲିବ ତାହା କହିବା ଅସମ୍ଭବ ।

ଆପଣ ମାନେ ତ ଜାଣନ୍ତି ଏକମୋ ଟ୍ରୀଟମେନ୍ଟ କେତେ ଦିନ ଚାଲେ ତାହାର କୌଣସି ଠିକଣା ନାହିଁ । ଏଥିରେ କେତେ ଅର୍ଥ ଖର୍ଚ୍ଚ ହେବ ତାହା କହିବା ବି ଅସମ୍ଭବ । ବର୍ତ୍ତମାନ ବି ମୋତେ ଆପଣଙ୍କ ସାହାର୍ଯ୍ୟ ଦରକାର । ମୁଁ ମିଛରେ ଆପଣଙ୍କ ପାଖରୁ ପଇସା ନେଉଆ ନାହିଁ । ଆପଣ ନିଜେ ମାନେ ତ ଦେଖୁଛନ୍ତି ଏକମୋ ଟ୍ରୀଟମେନ୍ଟ କିପରି ଓ ଏଥିରେ କେତେ ଟଙ୍କା ଖର୍ଚ୍ଚ ହୁଏ ।

ଆପଣ ମାନେ ନିଜେ ଦେଖୁଛନ୍ତି କିପରି ଅଭିଷେକ ଙ୍କ ଟ୍ରୀଟମେନ୍ଟ ହେଉଛି, କେମିତି ତାଙ୍କ ଦେହରେ ମେସିନ ଲାଗୁଛି । କେମତି ସେ ଯାଉଛନ୍ତି ହସ୍ପିଟଲ । ଦୟାକରି ଫେକ ନ୍ଯୁଜ ଉପରେ ବିଶ୍ଵାସ କରନ୍ତୁ ନାହିଁ । ଦୟାକରି ଆପଣ ମାନେ ଏପରି ଅପପ୍ରଚାର କରନ୍ତୁ ନାହିଁ ବୋଲି ଅଭିଷେକ ଙ୍କ ପତ୍ନୀ କହିଛନ୍ତି ।

ଆପମେ ଆପଣଙ୍କୁ କହି ରଖୁଚୁ କି ବର୍ତ୍ତମାନ ସମୟରେ ମଧ୍ୟ ଅଭିଷେକ ଙ୍କୁ ଆପଣଙ୍କ ସହାୟତା ଏକ ନୂତନ ଜୀବନ ଦାନ ଦେଇପାରେ । ଦୟାକରି ଏପରି ଅପପ୍ରଚାରରୁ ଦୂରେଇ ରୁହନ୍ତୁ ଓ ତାଙ୍କୁ ସହାୟତାର ହାତ ବଢାନ୍ତୁ ଓ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *