ବନ୍ଧୁଗଣ ବର୍ତ୍ତମାନର ସମୟରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
ଆପଣ ମାନେ ସମସ୍ତେ ଏହି ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ଏହି ଭିଡିଓ ଗୁଡିକୁ ଲୋକମାନେ ବହୁତ ଅଧିକ ଭାଇରାଲ ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ବିଷୟରେ ।
୧. ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ପେଟ୍ରୋଲ ପମ୍ପକୁ କିଛି ଚୋର ଚୋରୀ କରିବା ପାଇଁ ଏକ ଗାଡି ନେଇ ମାଡି ଆସୁଛନ୍ତି । ହେଲେ ସେମାନଙ୍କୁ ଏହା ମହଙ୍ଗା ପଡିଗଲା କାରଣ ସେହି ସମୟରେ ପେଟ୍ରୋଲ ଦଉଥିବା କର୍ମଚାରୀ ଜଣକ ସେହି ଚୋର ମାନଙ୍କ ଉପରେ ପେଟ୍ରୋଲ ସ୍ପ୍ରେ କରୁଛନ୍ତି ଯାହାଫଳରେ ଚୋର ମାନେ କଣ କରିବେ କିଛି ବୁଝିପାରୁ ନାହାନ୍ତି । ଶେଷରେ ଚୋର ମାନେ ସେହି ଜାଗା ଛାଡି ଚାଲି ଯାଉଛନ୍ତି । ଏହି ଭିଡିଓଟି ପେଟ୍ରୋଲ ପମ୍ପର ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା ।
୨. ବନ୍ଧୁଗଣ ଗତ କିଛି ଦିନ ହେବ ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ଉତ୍ତର ପ୍ରଦେଶର । ଏହି ଭିଡିଓରେ ଏକ ବିବାହ ଚାଲୁଅଛି ଓ ବିବାହରେ ବର ହଠାତ ନିଜ ଶଶୁର ଘର ଲୋକଙ୍କୁ ବୁଲେଟ ଡିମାଣ୍ଡ କରୁଛି ।
ଡିମାଣ୍ଡ କଥା ଶୁଣିବା ପରେ ଶଶୁର ଜଣକ ସଖାଳ ସମୟରେ ବୁଲେଟ ଦେବା ପାଇଁ ପ୍ରସ୍ତାବ ରଖୁଛନ୍ତି ହେଲେ ବର କୌଣସି କଥାରେ ମାନୁ ନାହିଁ । ଏହା ପରେ ଗାଁ ଲୋକ ବର ଓ ବର ପରିବାରକୁ ଭଲ ଭାବରେ ସବକ ଶିଖାଉଛନ୍ତି ଓ ବିବାହକୁ ମଧ୍ୟ ଭାଙ୍ଗି ଦେଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଅଧିକ ଭାଇରାଲ ହେଉଛି ।
୩. ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ମୋବାଇଲର ଅତ୍ୟଧିକ ବ୍ୟବହାର କରୁଛନ୍ତି । ଏମିତିକି କେତେକ ଲୋକ ରାସ୍ତାରେ ଚାଲୁଥିବା ସମୟରେ ମଧ୍ୟ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ଗତ କିଛି ଦିନ ତଳେ ଏକ ଭିଡିଓ ବହୁତ ଭାଇରାଲ ହେଉଥିଲା । ଏହି ଭିଡିଓରେ ଏକ ବ୍ୟକ୍ତି ଚାଲୁଥିବା ସମୟରେ ମୋବାଇଲ ବ୍ୟବହାର କରୁଥିଲା । ବର୍ଷା ହେବା କାରଣରୁ ରାସ୍ତା ଠିକ ଭାବରେ ନଜର ଆସୁ ନଥିଲା ଯାହା ଫଳରେ ବ୍ୟକ୍ତି ଜଣକ ମୋବାଇଲ ବ୍ୟବହାର କରୁଥିବା ସମୟରେ ଏକ ବଡ ଗାତରେ ପଶିଗଲା ।
୪. ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଟିକଟକ ଓ ସର୍ଟ ଭିଡିଓ ଆଦି କରିବା ପାଇଁ ବହୁତ ପସନ୍ଦ କରୁଛନ୍ତି । କିଛି ଦିନ ତଳେ ଏକ ଟିକଟକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଏକ ଝିଅ ନିଜର ଟିକଟକ ଭିଡିଓ କରୁଥିବାର ନଜର ଆସୁଛି ।
ଯେଉଁଠି ଏକ ଝିଅ ଗୀତ ଗାଈ ଟିକଟକ ଭିଡିଓ କରୁଥିବା ସମୟରେ ଝିଅର ଭାଇ ଝିଅ ପଛରେ ରହି କିଛ ଅଲଗା ପ୍ରକାରର ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଯାହା ଫଳରେ ଝିଅର ଭିଡିଓଟି ସଫଳ ହୋଇପାରୁ ନାହିଁ ହେଲେ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।