ଲକଡାଉନ ରେ ଘରେ ରହି କଣ କରୁଛନ୍ତି ଓଲିଉଡ ଷ୍ଟାର Babusan Mohanty, ଆସନ୍ତୁ ବୁଲିଯିବା ତାଙ୍କ ଘରକୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବାବୁସାନ ମହନତୀ । ଆପଣ ମାନେ ସମସ୍ତେ ବାବୁସାନ ମହାନ୍ତିଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବାବୁସାନ ନିଜ ଅଭିନୟ ଓ ନିଜ ଷ୍ଟାଇଲ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । 


ବନ୍ଧୁଗଣ ବାବୁସାନ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ହେବ ବାବୁସାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । 


ଓଡିଆ ଅଭିନେତା ବାବୁସନ ମହାନ୍ତି ଏକ ସୁନ୍ଦର ଅଭିନେତା ଅଟନ୍ତି । ବାବୁସାନ ବହୁତ କମ ବର୍ଷ ବୟସରେ ଓଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବାବୁସାନ ହେଉଛନ୍ତି ଓଡିଆ ଅଭିନେତା ଉତମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ।

ଅବଶ୍ୟ ବର୍ତ୍ତମାନ ତାଙ୍କ ବାପା ଅଧିକାଂଶ ଫିଲ୍ମରେ ନଜର ଆସୁ ନାହାନ୍ତି ହେଲେ ବାବୁସାନ ନିଜ ମା ବାପାଙ୍କ ପରି ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ନାମ ଅର୍ଜନ କରିସାରିଛନ୍ତି । ବାବୁସାନ ଏକ ଅଭିନେତା ହେବା ସହ ଭଲ ଗାୟକ ମଧ୍ୟ ଅଟନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । 


ବାବୁସାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସେ ନିଜ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି ଓ ଏହା ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥାଏ । ଗତ କିଛି ଦିନ ହେବ ବାବୁସାନଙ୍କର ଏକ ଭିଡିଓ ସିୟସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓଟିକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । 

ଏହି ଭିଡିଓରେ ବାବୁସାନ ତାଙ୍କ ପୁଅକୁ କୋଳରେ ବସେଇ ଦୁଗ୍ଧ ପିଆଉଛନ୍ତି ।  ଏହି ଭିଡିଓରେ ବାବୁସାନଙ୍କ ପୁଅକୁ ତାଙ୍କ ମା ଅପରାଜିତା ମହାନ୍ତି ଧରିଥିବାର ମଧ୍ୟ ନଜର ଆସୁଛନ୍ତି । ବାବୁସାନଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *