କୋଭିଡ ହସ୍ପିଟାଲ ର ନ-ଗ୍ନ ରୂପ ଭାଇରାଲ ହେବା ପରେ ଭିଡିଓ କରିଥିବା ଯୁବକ ଜଣକ କହିଲେ କିଛି ଏମିତି…ଶୁଣିଲେ ଆପଣ ତାଜୁବ ହେବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଏହି ସମୟ ରେ ଓଡ଼ିଶାର କୋଭିଡ ହସ୍ପିଟାଲରେ ଅନିୟମିତତା ଘଟୁଥିବାର ଦେଖୁବାକୁ ମିଳିଛି ।

ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି ଓ ଏହି ଭିଡିଓ କୁ ଭାଇରାଲ କରିଥିବା ଯୁବକ ଜଣଙ୍କ ମଧ୍ୟ ସର୍ବ ସମ୍ମୁଖ କୁ ଆସି ଘଟଣା ପଛରେ ଥିବା ସମସ୍ତ ସତ୍ୟ ସମ୍ପର୍କରେ କହିଛନ୍ତି । ଯୁବକ ଜଣଙ୍କ କହିଛନ୍ତି ଯେ ସେ ନିଜ ପିତା ଙ୍କୁ କୋଭିଡ଼ ହସ୍ପିଟାଲ ନେଇ କରି ଯାଇଥିଲେ ।

ସେଠାରେ ସେ କର୍ମଚାରୀ ଙ୍କ ଠାରୁ ଅନୁମତି ନେଇ କିଛି ଦିନ ରହିଥିଲେ ଓ ସେଠାରେ ଯାହା ସବୁ ଘଟି ଥିଲା ତାହାକୁ ସେ ଭିଡିଓ କରି ଭାଇରାଲ କରିଥିଲେ । କୋଭିଡ ହସ୍ପିଟାଲରେ ଅନେକ ରୋଗୀ ବାଥରୁମ ରେ ମଧ୍ୟ ପଡି ରହି ପ୍ରାଣ ତ୍ୟାଗ କରୁଥିଲେ । ହସ୍ପିଟାଲ କୁ ଠିକ ଭାବରେ ସଫା ମଧ୍ୟ କରାଯାଉ ନ ଥିଲା ।

ଏହା ସହିତ ସେଠାରେ ରହୁଥିବା ଆକ୍ରାନ୍ତ ମାନେ ମଧ୍ୟ ମାସ୍କ ବ୍ୟବହାର କରୁନଥିଲେ । ତେଣୁ ସେ ତାହାର ଭିଡିଓ କରି ତାହାକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ । ସେ କହିଛନ୍ତି ଯେ ସେଠାରେ ରୋଗୀ ମାନଙ୍କ ର ଯତ୍ନ ଠିକ ଭାବରେ ନିଆ ଯାଉନଥିଲା । ରୋଗୀ ମାନେ ଏଣେ ତେଣେ ନ-ଗ-ନ ରୂପରେ ପଡି ରହୁଥିଲେ ।

ହସ୍ପିଟାଲ କର୍ମଚାରୀ ମାନଙ୍କୁ ଅନେକ ଥର ଡାକିବା ପରେ ସେ ରୋଗୀ ଙ୍କ ପାଖକୁ ଆସୁଥିଲେ । ଏହା ସହିତ ତାଙ୍କ ପିତା ଙ୍କ ର ମଧ୍ୟ ଠିକ ଭାବରେ ଚିକିତ୍ସା ନ କରିବାରୁ ସେ ପ୍ରାଣ ତ୍ୟାଗ କରିଛନ୍ତି ବୋଲି ସେ ଅଭିଯୋଗ କରୁଛନ୍ତି । ସେ ଏହି ଭିଡିଓ କୁ ଟ୍ୱିଟ କରି ଅନେକ ବରିଷ୍ଠ ଅଧିକାରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଟ୍ୟାଗ କରିଥିଲେ କିନ୍ତୁ କେହି କୋୖଣସି ଉତ୍ତର ଦେଇ ନ ଥିଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *