ଓଡିଆ ସିରିଏଲ ର ଟପ 15 Actor ମାନଙ୍କ ରିଅଲ ଲାଇଫ ଜୀବନସାଥୀ, ଆଗରୁ ଦେଖି ନଥିବେ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ, ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତା ଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଡ଼ିଆ ଧାରାବାହିକ ର କିଛି ଲୋକପ୍ରିୟ ଅଭିନେତା ଏବଂ ତାଙ୍କ ପତ୍ନୀ ଙ୍କ ବିଷୟରେ ଜାଣିନେବା ।

୧- ପ୍ରଥମ ଅଭିନେତା ହେଉଛନ୍ତି ସନ୍ଦୀପ ମିଶ୍ର । ତେବେ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସୁଶ୍ରୀ ସଞ୍ଜିତା ହୋତା ସେ ୨୦୧୯ ରେ ବିବାହ କରିଥିଲେ ।

୨- ଦ୍ୱିତୀୟ ଅଭିନେତା ହେଉଛନ୍ତି ଅରବିନ୍ଦ ମହାରଣା । ସେ ମଧ୍ୟ ଜଣେ ସଫଳ ଅଭିନେତା ଏବଂ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ଜ୍ୟାଙ୍କଲୀନ ସେ ଏହି ବର୍ଷ ବିବାହ କରିଛନ୍ତି ।

୩- ତୃତୀୟ ଅଭିନେତା ହେଉଛନ୍ତି ଶୁଭାଶିଷ ଶର୍ମା । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ଅନିଶା । ସେମାନେ ୨୦୧୭ ରେ ବିବାହ କରିଥିଲେ ।

୪- ଚତୁର୍ଥ ଅଭିନେତା ହେଉଛନ୍ତି ଲିକୁନ ଚୌଧୁରୀ । ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସ୍ୱାଗତିକା । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।

୫- ପଞ୍ଚମ ରେ ହେଉଛନ୍ତି ବିକ୍ରମ ମହାନ୍ତି । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ବିଦ୍ୟାଜ୍ୟୋତି ପାତ୍ର । ସେମାନେ ୨୦୨୦ ରେ ବିବାହ କରିଥିଲେ ।

୬- ଷଷ୍ଠ ରେ ହେଉଛନ୍ତି ବିରଞ୍ଚି ନାରାୟଣ ନାୟକ । ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସାଗରିକା ସ୍ୱାଇଁ ।

୭- ସପ୍ତମ ରେ ହେଉଛନ୍ତି ସୁଜିତ ପଟ୍ଟନାୟକ । ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସସ୍ମିତା ଦାସ ।

୮- ଅଷ୍ଟମ ଅଭିନେତା ହେଉଛନ୍ତି ରୁଦ୍ର ପାଣିଗ୍ରାହୀ । ତାଙ୍କ ସ୍ତ୍ରୀ ହେଉଛନ୍ତି ଜିନା ସାମଲ ।

୯- ନବମ ଅଭିନେତା ହେଉଛନ୍ତି ଚନ୍ଦନ । ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ମାହି ମିଶ୍ର ।

୧୦- ଦଶମ ଅଭିନେତା ହେଉଛନ୍ତି ସୁକାନ୍ତ ରଥ । ତାଙ୍କ ସ୍ତ୍ରୀ ହେଉଛନ୍ତି ଶ୍ରେୟା ରଥ ।

୧୧- ଏଗାର ରେ ହେଉଛନ୍ତି ଅଶ୍ୱିନୀ ବ୍ରହ୍ମା । ତାଙ୍କ ସ୍ତ୍ରୀ ଙ୍କୁ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

୧୨- ବାର ନମ୍ବର ରେ ହେଉଛନ୍ତି ରାକେଶ । ତାଙ୍କ ସ୍ତ୍ରୀ ହେଉଛନ୍ତି ଜାଜ୍ଞାସେନି ।

୧୩- ତେର ନମ୍ବର ଅଭିନେତା ହେଉଛନ୍ତି ଅମର ଚିନଚାନି । ତାଙ୍କ ପ୍ରେମିକା ହେଉଛନ୍ତି ଜେସି ସାମଲ ।

୧୪- ଚଉଦ ନମ୍ବର ଅଭିନେତା ହେଉଛନ୍ତି ଅଶ୍ୱିନୀ ତ୍ରିପାଠୀ । ତାଙ୍କ ପ୍ରେମିକା ହେଉଛନ୍ତି ପ୍ରେରଣା ।

୧୫- ପନ୍ଦର ନମ୍ବର ଅଭିନେତା ହେଉଛନ୍ତି ସୁମନ କୁମାର । ତାଙ୍କ ପ୍ରେମିକା ହେଉଛନ୍ତି ସାରା ରାଉତ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *