ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ହଲର ସାରା ଭାରତରେ କୋପ ବର୍ଷାଇଛି । ଏହି ଭାଇରସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି
ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଏହା ସହିତ ବର୍ତ୍ତମାନର ସମୟରେ ଜନସାଧାରଣ ମାନଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । ଭାରତ ସରକାର ଦେଶରେ କରୋନା ଟୀକା ପ୍ରଚଳିତ କରିସାରିଛନ୍ତି ଓ ଅନେକ ରାଜ୍ୟରେ ଟୀକା ଦିଆଯାଉଛି ।
ହେଲେ ବନ୍ଧୁଗଣ ଅଧିକାଂଶ ଲୋକଙ୍କ ମାନରେ ଟୀକା ସହ ଜଡିତ ଅନେକ ପ୍ରଶ୍ନ ଆସୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଟୀକା ସହ ଜଡିତ କିଛି ବିଶେଷ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଡାକ୍ତର ସୂର୍ଯ୍ୟ ପ୍ରକାଶ ଏସ ଚୌଧୁରୀଙ୍କ ମତରେ- ସାଧାରଣତଃ କରୋନା ଟୀକା ସ୍ଵାମୀ ସ୍ତ୍ରୀ ମାନେ ନେଉଛନ୍ତି । ଅନ୍ୟ ପକ୍ଷରେ କେତେକ କେସରେ ସ୍ଵାମୀ ଟୀକା ନେଉଛନ୍ତି ହେଲେ ସ୍ତ୍ରୀ ମାନଙ୍କର ବୟସ ଟୀକା ନେବା ପାଇଁ ହୋଇ ନାହିଁ । ତେଣୁ ଏହି ପରିକା କେସରେ ସ୍ଵାମୀ ସ୍ତ୍ରୀ ସ-ମ୍ବ-ନ୍ଧ ରଖିପାରିବେ ନା ନାହିଁ ତାହା ଏକ ବଡ ପ୍ରଶ୍ନ ଲୋକ ମାନଙ୍କ ମନରେ ଆସୁଛି । ବନ୍ଧୁଗଣ ଏହା ହେଉଛି ଏକ ସାଧାରଣ କଥା ତେଣୁ ଯଦି ସ୍ଵାମୀ ଟୀକା ନେଇଛନ୍ତି ଓ ସ୍ତ୍ରୀ ନେଇ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏହି ଦୁଇଜଣ ପରସ୍ପର ମଧ୍ୟରେ ସ-ମ୍ବ-ନ୍ଧ ରଖିପାରିବେ’ ।
ଏହାପରେ ଆଗକୁ ଡାକ୍ତର କହିଲେ-‘ ଏନେଇ କୌଣସି ସମସ୍ୟା ଉଭୟଙ୍କୁ ହେବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିକା ସ-ମ୍ବ-ନ୍ଧରେ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିନାହିଁ । ତେଣୁ ଉଭୟ ସ୍ତ୍ରୀ ଓ ସ୍ଵାମୀଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏହାର କୌଣସି ସାଇଡ ଇଫେକ୍ଟ ନଥିବାରୁ ଆପଣ ମାନେ ଏନେଇ କୌଣସି ଭୁଲ ଚିନ୍ତାଧାରା ନିଜ ମନ ଭିତରେ ରଖନ୍ତୁ ନାହିଁ’ ।
ଏହାପରେ ଆଗକୁ ଡାକ୍ତର କହିଲେ- ‘ ଏହା ସହିତ ଯଦି ଉଭୟ ସ୍ଵାମୀ ସ୍ତ୍ରୀ ଟୀକା ନେଉଛନ୍ତି ତା ହେଲେ ସେମାନେ ସମ୍ବନ୍ଧ ରଖିପାରିବେ । ଏନେଇ ତାଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେଣୁ ଆପଣ କୌଣସି ପ୍ରକାରର ନେଗେଲେଟ ନିଜ ପାର୍ଟନରଙ୍କ ସହ କରିବା ଉଚିତ ନୁହେଁ । ଆଗରୁ ଆପଣ ମାନେ ଯେମିତି ମିଶି ରହୁଥିଲେ ସେହିପରି ଟୀକା ନେବା ପରେ ମିଶି ରହିପାରିବେ । ତେଣୁ ଆପଣ ମାନେ ଏଥିପାଇଁ କୌଣସି ପ୍ରକାରର ଚିନ୍ତା ନିଅନ୍ତୁ ନାହିଁ ‘।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ