ଭିଡିଓରେ ଦେଖନ୍ତୁ ପୋଲିସ ଡି.ଜି. ଙ୍କ ରାସଲୀଳା, ନିଜ ସ୍ତ୍ରୀ କଲେ ଭିଡିଓ ଭାଇରାଲ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଗତ କିଛି ଦିନ ହେବ ବହୁତ ଚର୍ଚାରେ ରହିଛି । ଏହି ଭିଡିଓଟି ହେଉଛି ବହୁତ ଲ-ଜ୍ୟା ଜନକ କାରଣ ଏହି ଭିଡିଓରେ ଏକ ପୋଲିସ ଡି.ଜି ରାସଲୀଳା କରୁଥିବା ସମୟରେ ନିଜ ସ୍ତ୍ରୀଙ୍କ ହାତରେ ଧରା ପଡିଛନ୍ତି ।

ତାଙ୍କ ନିଜ ସ୍ତ୍ରୀ ସେହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭା-ଇ-ରା-ଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଲ-ଜ୍ୟା ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଭିଡିଓରେ ଏକ ବ୍ୟକ୍ତି ଅନ୍ୟ ଏକ ଯୁବତୀଙ୍କ ସହ ଏକୁଟିଆ ରୁମ ମଧ୍ୟରେ ରହିଥିବାର ନଜର ଆସୁଛନ୍ତି । ସେହି ସମୟରେ ତାଙ୍କ ପତ୍ନୀ କ୍ୟାମେରା ଅନ କରି ସେହି ଘର ମଧ୍ୟକୁ ପଶି ଯାଉଛନ୍ତି ଓ ସେହି ସ୍ଥାନରେ ଘଟିଥିବା ସମସ୍ତ ଦୃଶ୍ୟକୁ କ୍ୟାମେରାରେ ରେକୋର୍ଡ କରିଦେଇଛନ୍ତି । ବନ୍ଧୁଗଣ ସେହି ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୋପାଳର ଡି.ଜି ପୁରୁଷତ୍ତମ ଶର୍ମା । ପୁରୁଷତ୍ତମ ନିଜ ଠାରୁ ବହୁତ କମ ବର୍ଷର ଏକ ଯୁବତୀଙ୍କ ସହ ଗୋଟେ ଘରେ ଏକୁଟିଆ ଥିଲେ ।

ସେହି ସମୟରେ ତାଙ୍କ ପତ୍ନୀ ସେହି ରୁମ ମଧ୍ୟକୁ ପସିଯାଇଥିଲା । ଏହାପରେ ତାଙ୍କ ପତ୍ନୀ କେତେକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ନଦେଇ ପୁରୁଷତ୍ତମ ସେହି ଘର ଛାଡି ଚାଲିଯାଇଥିଲେ । ବନ୍ଧୁଗଣ ଏହା ପରେ ସ୍ତ୍ରୀ ଜଣକ ସେହି ଯୁବତୀଙ୍କ ସହ କଥା ହେବାର ନଜର ଆସୁଛନ୍ତି ଓ ତାଙ୍କୁ ମଧ୍ୟ କିଛି ଅ-ନୈ-ତି-କ ପ୍ରଶ୍ନ ପଚାରୁଥିବାର ନଜର ଆସୁଛନ୍ତି । ହେଲେ ଯୁବତୀ ଜଣକ ସମସ୍ତ ପ୍ରଶ୍ନର ପଜେଟିଭ ଉତ୍ତର ଦେଇ କଥାକୁ କା-ଟି ଦେଉଛନ୍ତି ।

ଡି.ଜିଙ୍କ ପତ୍ନୀ ସେହି ଭିଡିଓରେ ଏହି ଘଟଣା ପାଇଁ ବହୁତ ଦୁଃଖ ପ୍ରକାଶ କରୁଥିବାର ନଜର ଆସୁଛନ୍ତି । ଯାହା ପରେ ତାଙ୍କ ସ୍ତ୍ରୀ ସେହି ଯୁବତୀଙ୍କ ଘରୁ ଚାଲି ଯାଉଛନ୍ତି । କିଛି ସମୟ ପରେ ଅନ୍ୟ ଏକ ଭିଡିଓରେ ଡି.ଜି ଓ ତାଙ୍କ ପତ୍ନୀ ପରସ୍ପର ସହ ମା-ର-ପି-ଟ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓଟି ଡି.ଜିଙ୍କ ସ୍ତ୍ରୀ ନିଜେ ସୋସିଆଲ ମିଡିଆରେ ଭା-ଇ-ରା-ଲ କରିଛନ୍ତି । ବନ୍ଧୁଗଣ ଏହା ହେଉଛି ଏକ ଲ-ଜ୍ୟା ଜନକ ଘଟଣା ଯାହାକୁ ଦେଖିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *