ଫୁସଫୁସ କୁ ଷ୍ଟ୍ରଙ୍ଗ କରିବା ପାଇଁ ଖାଆନ୍ତୁ ଏହି ଜିନିଷ, ଆପଣଙ୍କର କିଛି ବି କରି ପାରିବନି କରୋନା- Health Tips

ବନ୍ଧୁଗଣ କୋରନା ମହାମାରୀ ବ୍ୟକ୍ତି ଙ୍କ ଫୁସଫୁସ ଉପରେ ପ୍ରଭାବ ପକାଉଛି ଏବଂ ଫୁସଫୁସ କୁ ଖରାପ କରି ଦେଉଛି ।

ରିପୋର୍ଟ ଅନୁସାରେ ଯେଉଁ ବ୍ୟକ୍ତି କୋରନା ମହାମାରୀ ରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଫୁସଫୁସ ଖରାପ ହୋଇ ଯାଉଛି ଏବଂ ସେମାନଙ୍କ ମୃ-ତ୍ୟୁ ଘଟୁଛି । ଏହି ସମସ୍ୟା ଅଧିକ ମାତ୍ରାରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଠାରେ ଦେଖିବାକୁ ମିଳୁଛି । କାରଣ ସେମାନଙ୍କ ଫୁସଫୁସ କମଜୋର ରହିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହାକୁ ଯଦି ଆପଣ ନିଜ ଡାଏଟ୍ ରେ ରଖିବେ ତେବେ ଆପଣଙ୍କ ଫୁସଫୁସ ମଜବୁତ ରହିବ ଏବଂ ଆପଣ ସୁସ୍ଥ ରହିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଅଖରୋଟ୍- ଆମେରିକାନ୍ କଲେଜ ଅଫ ନ୍ୟୁଟ୍ରିସନ୍ ଦ୍ୱାରା ପ୍ରକାଶିତ ଜଣେ ଜର୍ନଲ ଙ୍କ ଅନୁସାରେ ଅଖରୋଟ୍ ରେ ଭରପୁର ମାତ୍ରା ରେ ଓମେଗା-୩ ଫ୍ୟାଟି ଏସିଡ଼ ରହିଥାଏ । ନିଜ ଡାଏଟ ରେ ପ୍ରତିଦିନ ଗୋଟିଏ ମୁଠା ଅଖରୋଟ୍ ସାମିଲ କରନ୍ତୁ । ଏହାଦ୍ବାରା ଆପଣଙ୍କ ଫୁସଫୁସ ମଜବୁତ ରହିବ ଏବଂ ଶ୍ୱାସ ସମ୍ବନ୍ଧୀୟ ରୋଗ ରୁ ମୁକ୍ତି ମିଳିବ ।

୨. ଫ୍ୟାଟି ମାଛ- ଯେଉଁ ମାଛ ରେ ଫ୍ୟାଟ୍ ର ପରିମାଣ ଅଧିକ ମାତ୍ରାରେ ରହିଥାଏ ସେହି ମାଛ ଆମ ଫୁସଫୁସ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଓମେଗା-୩ ଫ୍ୟାଟି ଏସିଡ଼ ରହିଥାଏ ।

୩. ସେଓ- ସୁସ୍ଥ ଫୁସଫୁସ ପାଇଁ ସେଓ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଭିଟାମିନ ରହିଥାଏ । ଭିଟାମିନ ଇ, ସି, ବିଟା କେରୋଟିନ୍ ଏବଂ ଖଟା ଫଳ ସୁସ୍ଥ ଫୁସଫୁସ ପାଇଁ ଅତ୍ୟନ୍ତ ଲାଭଯୁକ୍ତ ହୋଇଥାଏ ।

୪. ବ୍ରୋକୋଲୀ- ଏଣ୍ଟି ଅକ୍ସୀଡେଣ୍ଟ ରେ ଭରପୁର ବ୍ରୋକୋଲୀ ଫୁସଫୁସ କୁ ସୁସ୍ଥ ରଖିଥାଏ । ଏହା ଫୁସଫୁସ କୁ ସୁସ୍ଥ ଓ ମଜବୁତ ରଖିବା ସହିତ ଶରୀରର ଷ୍ଟାମୀନା ବଢ଼ାଇ ଥାଏ ।

୫. ବେରୀ- ବେରୀ ରେ ଥିବା ଆଣ୍ଟି ଅକ୍ସୀଡେଣ୍ଟ ଫୁସଫୁସ କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଅଙ୍ଗୁର, ଷ୍ଟ୍ରବେରୀ ଭଳି ଫଳ ଫୁସଫୁସ ପାଇଁ ବହୁତ ଲାଭଦାୟୀ ହୋଇଥାଏ ।

୬. ଜଳ- ଜଳ ଆମ ଫୁସଫୁସ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ପ୍ରତିଦିନ ୬ ରୁ ୮ ଗ୍ଲାସ ପାଣି ପିଇବା ଉଚିତ । ଏହା ଆମ ଫୁସଫୁସ କୁ ପ୍ୟୁରିଫାୟ କରି ସୁସ୍ଥ ରଖିଥାଏ ।

୭. ଏହି ସବୁ ଜିନିଷ ଠାରୁ ଦୂରରେ ରହିବା ଉଚିତ- ମ-ଦ୍ୟ-ପା-ନ ଓ ଧୂ-ମ୍ର-ପା-ନ ଫୁସଫୁସ ପାଇଁ ଅତ୍ୟନ୍ତ ହା-ନି-କା-ର-କ ଅଟେ । ତେଣୁ ଏହା ଠାରୁ ଯେତେ ମାତ୍ରା ସମ୍ଭବ ସେତେ ମାତ୍ରାରେ ଦୂର ରେ ରୁହନ୍ତୁ । ଏହା ସହିତ ପ୍ରତିଦିନ ୱାକ୍ ଆଉଟ୍ କରନ୍ତୁ । ଏହାଦ୍ବାରା ଆପଣ ସୁସ୍ଥ ରହିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *