ଏହି ଅଜା ଗାଇଲେ ଏମିତି କରୋନା ଗୀତ, ହସି ହସି ଆପଣଙ୍କ ପେଣ୍ଟ ଓଦା ହେଇଯିବ, ଦେଖନ୍ତୁ ଭାଇରାଲ ଭିଡିଓ

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ କୋରନା ଭାଇରସ୍ ପାଇଁ ସମସ୍ତେ ବହୁତ ଚିନ୍ତିତ ଅଛନ୍ତି । କାରଣ ଏହି ଭାଇରସ୍ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ଏବଂ ବହୁତ ଜଣ ଏହି ଭାଇରସ ରେ ସଂକ୍ରମିତ ହୋଇ ନିଜ ପ୍ରା-ଣ ମଧ୍ୟ ହରାଇଛନ୍ତି । ସେଥିପାଇଁ ସରକାର ସମସ୍ତ ଙ୍କୁ ଘରେ ସୁରକ୍ଷିତ ରହିବା ଏବଂ ସମସ୍ତଙ୍କୁ ସାନିଟାଇଜର ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି

ଏହା ସହିତ କୌଣସି ଭିଡ଼ ଜାଗା ରେ ନ ଯିବାକୁ ଏକାଠି ହୋଇ ନ ବସିବାକୁ ମଧ୍ୟ ବାରଣ କରା ଯାଇଛି । ବର୍ତ୍ତମାନ ଏହି କୋରନା ମ-ହା-ମା-ରୀ ର ପ୍ରଭାବ ଦେଶରେ ବଢିବାକୁ ଲାଗିଛି । ଯେଉଁ କାରଣରୁ ସରକାର ଦେଶରେ ଲକଡାଉନ ଘୋଷଣା କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସରକାର ଘୋଷଣା କରିଥିବା ଏହି ଲକଡାଉନ ପରେ ମଧ୍ୟ ଅନେକ ସ୍ଥାନରେ ଲୋକ ମାନେ ସାମାଜିକ ନିୟମ କୁ ଉଲ୍ଲଂଘନ କରିଛନ୍ତି । ଏହି ସମ୍ବନ୍ଧରେ ଗୋଟିଏ ଗାଁ ର ଜଣେ ବୃଦ୍ଧ ଲୋକ ନିଜର ଗୀତ ମାଧ୍ୟମରେ ନିଜ ଗାଁ ର ପରିସ୍ଥିତି କୁ ବର୍ଣ୍ଣନା କରୁଛନ୍ତି ଏବଂ ଲୋକ ମାନଙ୍କୁ ସଚେତନ କରାଉଛନ୍ତି ।

ସେହି ବୃଦ୍ଧ ବ୍ୟକ୍ତି ଙ୍କ ନାଁ ହେଉଛି ରବୀନ୍ଦ୍ର ଛୋଟ ରାୟ ଏବଂ ସେ ବାଙ୍କୀ ର ବାସିନ୍ଦା ଅଟନ୍ତି । ତେବେ ସେ ନିଜ ଗୀତ ମାଧ୍ୟମରେ କହୁଛନ୍ତି ଯେ, କୋରନା ମହାମାରୀ ର ପରିସ୍ଥିତି ବିକଟ ହେବା ପରେ ସରକାର ଲକଡାଉନ ଘୋଷଣା କରିଛନ୍ତି ।

କିନ୍ତୁ ଲୋକମାନେ ସାମାଜିକ ନିୟମ ର ଉଲ୍ଲଂଘନ କରି ମଉଜ ମସ୍ତି କରୁଛନ୍ତି ଏବଂ ସାମାଜିକ ଦୂରତ୍ୱ ରେ ମଧ୍ୟ ବ୍ୟବଧାନ ରଖୁ ନାହାନ୍ତି । କୋରନା ମ-ହା-ମା-ରୀ କେତେ ଯେ ଭ-ୟଙ୍କ-ର ତାହା ଲୋକମାନେ ବୁଝୁ ନାହାନ୍ତି ଏବଂ ଥଟା ତା-ମ-ସା ରେ ଉଡାଇ ଦେଉଛନ୍ତି ।

ସେହି ବୃଦ୍ଧ ବ୍ୟକ୍ତି ଜଣକ ନିଜର ଏହି ଗୀତ ମାଧ୍ୟମରେ ସମଗ୍ର ଭାରତ ବାସୀ ଙ୍କୁ ସଚେତନ କରାଇଛନ୍ତି ଏବଂ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରି କହିଛନ୍ତି ଯେ ଦେଶର ଲୋକ ମାନଙ୍କ ମନରେ ଦେଶ ଭକ୍ତି ଜାଗ୍ରତ କରନ୍ତୁ ।

ଯାହାଦ୍ୱାରା ଦେଶରେ ବ୍ୟାପିଥିବା ଏହି କୋରନା ମ-ହା-ମା-ରୀ ର ପ୍ରଭାବ ଦୂର ହୋଇଯିବ ଏବଂ ଶେଷରେ ପ୍ରଭୁ ଙ୍କ ନିକଟରେ ବିନତୀ କରି କହିଛନ୍ତି ଯେ, ଏହି ସଂସାର କୁ କୋରନା ମ-ହା-ମା-ରୀ ରୁ ମୁକ୍ତି ଦିଅନ୍ତୁ । ଯେପରି ପୁଣିଥରେ ପୂର୍ବ ଭଳି ଏହି ସଂସାର ହସି ଉଠିବ ।

Leave a Reply

Your email address will not be published. Required fields are marked *