ବିବାହ କରିବା ପୂର୍ବରୁ Bollywood ର ଏହି ଆକ୍ଟର ଙ୍କ ପ୍ରେମରେ ଦିବାନୀ ଥିଲେ Sania Mirza, କହିଲେ- ସୋଏବ ଙ୍କ ସହିତ ବିବାହ ହେଇ ନଥାନ୍ତା ତ …

ବନ୍ଧୁଗଣ ଆପଣ ମାନେ ସମସ୍ତେ ସନିଆ ମିର୍ଜାଙ୍କୁ ନିଶ୍ଚୟ ଜାଣିଥିବେ । ସାନିଆ ହେଉଛନ୍ତି ଜଣେ ଷ୍ଟାର ପ୍ଲେୟାର । ସାନିଆ ଅନ୍ତରାଷ୍ଟ୍ରୀୟ ସ୍ତରରେ ବହୁତ ଥର ଭାରତକୁ ପଦକ ଦେଇଛନ୍ତି । ସେ ଏକ ଭଲ ଟେନିସ ପ୍ଲେୟାର ହେବା ସହିତ ବହୁତ ସୁନ୍ଦର ମଧ୍ୟ ଅଟନ୍ତି । ତାଙ୍କ ସୁନ୍ଦରତା ପଛରେ ବହୁତ ଦିଗଜ କଳାକାର ମାନେ ପାଗଳ ହୁଅନ୍ତି । ବନ୍ଧୁଗଣ ସାନିୟାଙ୍କ ଜନ୍ମ ୧୫ ନଭେମ୍ବର ୧୯୮୫ ମସିହାରେ ମୁମ୍ବାଇରେ ହୋଇଥିଲା । ସେ ଏକ ଟେନିସ ପ୍ଲେୟାର ହେବା ସହିତ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଆମ୍ବାସେଟର ମଧ୍ୟ ଅଟନ୍ତି ।

ସାନିୟା ହେଉଛନ୍ତି ଜଣେ ପ୍ରସିଦ୍ଧ ଖେଳାଳି ଓ ସେ ଟେନିସ ଖେଳରେ ସଫଳତା ହାସଲ କରିଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ସାନିୟା ପାକିସ୍ତାନ କ୍ରିକେଟର ସୋଏବ ମାଲିକଙ୍କ ସହ ବିବାହ କରିଛନ୍ତି ।

ସେ ବର୍ତ୍ତମାନ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଯଦି ସନିୟାଙ୍କ ବିବାହ ସୋଏବଙ୍କ ସହ ହୋଇନଥାନ୍ତା ତା ହେଲେ ସେ ଏକ ବଲିଉଡ ଅଭିନେତାକୁ ବହୁତ ଅଧିକ ପସନ୍ଦ କରୁଥିଲେ ଓ ତାଙ୍କ ସହ ବିବାହ କରିବାକୁ ମଧ୍ୟ ଚାହୁଁ ଥିଲେ । ଆଜିଆମେ ଆପଣ ମାନଙ୍କୁ ସେହି ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ସନିୟା ସୋଏବଙ୍କ ପୂର୍ବରୁ ବହୁତ ଅଧିକ ପସନ୍ଦ କରୁଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସନିୟା ଏହି କିଛି ଦିନ ତଳେ ଏକ ଇଣ୍ଟର୍ବ୍ୟୁ ଦ୍ଵାରା ନିଜ ପର୍ଶନାଲ ଲାଇଫ ବିଷୟରେ କହିଥିଲେ । ସେ ଏକ ବଲିଉଡ ଅଭିନେତାଙ୍କୁ ବହୁତ ପସନ୍ଦ କରୁଥିଲେ ଓ କହିଥିଲେ ଯଦି ତାଙ୍କ ବିବାହ ସୋଏବଙ୍କ ସହ ହୋଇନଥାନ୍ତା ତା ହେଲେ ସେ ସେହି ବଲିଉଡ ଅଭିନେତାଙ୍କ ସହ ବିବାହ କରିଥାନ୍ତେ । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ରଣବିର କପୁର ।


ବନ୍ଧୁଗଣ ସନିୟା ବଲିଉଡ ଅଭିନେତା ରଣବିର କପୁରଙ୍କୁ ବହୁତ ପସନ୍ଦ କରୁଥିଲେ । ରଣବିର ସନିୟାଙ୍କର କ୍ରସ ରହି ଆସିଛନ୍ତି ଓ ସନିୟା ରଣବିରଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ସନିୟା ଓ ସୋଏବଙ୍କ ବିବାହ ୨୦୧୦ରେ ହୋଇଯାଇଥିଲା ଓ ବର୍ତ୍ତମାନ ସନିୟା ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି ।

ହେଲେ ବନ୍ଧୁଗଣ ଏପରି ଏକ ସମୟ ଥିଲା ଯେବେ ବଲିଉଡ ଅଭିନେତା ସାହିଦ କପୁର ଓ ସନିୟା ମିର୍ଜା ଲଭ ରିଲେସନରେ ଥିଲେ । ସେତେବେଳେ ସାହିଦ କପୁରଙ୍କର ବିବାହ ହୋଇନଥିଲା । ସାହିଦ ଓ ସନିୟାଙ୍କୁ ଏକା ସହ ବହୁତ ସ୍ଥାନରେ ଦେଖାଯାଇଛି । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ହେଲେ କିଛି ଦିନ ପରେ ସାହିଦ ଓ କରିନାଙ୍କ ଲଭ ଅଫେୟାର ଖବର ସାମ୍ନାକୁ ଆସିଥିଲା ଯାହାଫଳରେ ସନିୟା ଓ ସାହିଦଙ୍କ ରିଲେସନ ଭାଙ୍ଗି ଯାଇଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *