ମୃ-ତ ବାପାଙ୍କୁ ପାଣି ଦେଇ ବଞ୍ଚାଇବାକୁ ଚାହୁଁଛି ଝିଅ, ହେଲେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ବାପା, କନ୍ଦାଇ ଦେବ ଏହି ଭିଡିଓ

ବନ୍ଧୁଗଣ ଏହି କ-ରୋ-ନା ମ-ହା-ମା-ରୀ କା-ଳ-ରେ ଦେଶରେ ଏପରି କିଛି ଭି-ଡି-ଓ ଭା-ଇ-ରା-ଲ ହେଉଛି ଯାହା ସମସ୍ତ ସ୍ଥାନରେ ଚ-ର୍ଚା-ର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭା-ଇ-ରା-ଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ତା ବହୁତ ଶୋଚନୀୟ ହୋଇଯାଇଛି ।

କରୋନା ମ-ହା-ମା-ରୀ କାରଣରୁ ଦେଶରେ ଦିନକୁ ଦିନ ସଂ-କ୍ର-ମ-ଣ ହାର ବଢି ବଢି ଯାଉଛି ଓ ହଜାର ହଜାର ଲୋକ ଏହି ଭା-ଇ-ର-ସ-ରେ ନିଜର ପ୍ରା-ଣ ହରାଇ ଛନ୍ତି । ଏହି କରୋନା ମ-ହା-ମା-ରୀ କାଳରେ ସୋସିଆଲ ମିଡିଆରେ ଏକ ଦୁଃଖଦର ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଏହି ଭି-ଡି-ଓ-କୁ ଆପଣ ମାନେ ଦେଖିଲେ ଆପଣଙ୍କ ଆଖି ଲୁହରେ ଭରିଯିବ । ଏହି ଭି-ଡି-ଓ-ରେ ଏକ ବ୍ୟକ୍ତି ନିଜ ପରିବାର ସାମ୍ନାରେ ପ୍ରା-ଣ ତ୍ୟା-ଗ କରିଦେଉଛି ଓ ଭିଡିଓରେ ଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଦେଖି ସମସ୍ତ ଲୋକଙ୍କ ଆଖି ଲୁହରେ ଭରିଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ଏହି ଘଟଣାଟି ଘଟିଛି ଆନ୍ଧ ପ୍ରଦେଶରେ । ଏହି ସ୍ଥାନରେ ଏକ ଲୋକ ନିଜ ଝିଅ ଓ ନିଜ ସ୍ତ୍ରୀ ଆଗରେ ଛ-ଟ-ପ-ଟ ହୋଇ ନିଜର ପ୍ରାଣ ହ-ରା-ଇଦେଉଛି । ସେହି ସମୟରେ ମା ହାତରୁ ଝିଅ ପାଣି ବୋତଲ ନେଇ ବାପାକୁ ପିଏଇ ଦେଉଛି ହେଲେ ପାଣି ପିଇବା ପରେ ବାପା କିଛି ସମୟ ପର୍ଯ୍ୟନ୍ତ ଛ-ଟ-ପ-ଟ ହେଉଛି ଓ ଶେଷରେ ନିଜର ପ୍ରା-ଣ ହରାଇ ଦେଉଛି । ଝିଅକୁ ବିଶ୍ଵାସ ହେଉନାହିଁ ଯେ ସେ ତାର ବାପାକୁ ହ-ରା-ଇ ବସିଛି ।

ବନ୍ଧୁଗଣ କ-ରୋ-ନା କା-ଳ ପାଇଁ ଗାଁ ଲୋକ ମାନେ ମଧ୍ୟ ଏହି ପରିବାରକୁ କୌଣସି ସାହାର୍ଯ୍ୟ କରିପାରୁ ନାହାନ୍ତି । ଏହି ଭି-ଡି-ଓ-ଟି-କୁ ଦେଖିଲେ ଆପଣ ମାନଙ୍କ ଆଖି ଲୁହରେ ଭରିଯିବ । ବନ୍ଧୁଗଣ ଆମ ମାନଙ୍କ ମନ କହୁଛି ଯେ, ଏହି ପରିକା ଭି-ଡି-ଓ ଆଉ ଭାଇରାଲ ନହେଉ ହେଲେ ଏହା ସତ । ମିଡିଆ ରିପୋର୍ଟ ଅନୁସାରେ ଏହା ଜଣା ପଡିଛି ଯେ, ୫୦ ବର୍ଷୀୟ ଏହି ବ୍ୟକ୍ତି ଜଣକ ବିଜୟବାଡାରେ ଚାକିରି କରୁଥିଲେ ।

କ-ରୋ-ନା ଚିହ୍ନଟ ହେବା ପରେ ବ୍ୟକ୍ତି ଜଣକ ନିଜ ଗାଁକୁ ଆସିଥିଲେ ହେଲେ ଗାଁ ଲୋକ ତାଙ୍କୁ ଗାଁ ମଧ୍ୟରେ ରହିବା ପାଇଁ ଦେଇନଥିଲେ । ଶେଷରେ ବ୍ୟକ୍ତି ଜଣକ ଗାଁ ବାହାରେ ଏକ ଝୁମ୍ପୁଡି ଘର କରି ରହିଥିଲେ । ବନ୍ଧୁଗଣ ଗାଁ ଲୋକ ମଧ୍ୟ ଚେଷ୍ଟା କରିଥିଲେ ଏହି ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ବେଡ ଯୋଗାଇ ଦେବା ପାଇଁ ହେଲେ ହସ୍ପିଟାଲରେ ବେଡ ନଥିଲା । ତେଣୁ ତାଙ୍କୁ ଏହି ଝୁମ୍ପୁଡିରେ ହିଁ ଏକୁଟିଆ ରହିବାକୁ ପଡିଥିଲା ।

ଏହି ଝୁମ୍ପୁଡି ଘରେ ବହୁତ କମ ଦିନ ରହିଥିଲେ ବ୍ୟକ୍ତି ଜଣକ ହେଲେ ଚାହୁଁ ଚାହୁଁ ସେ ତଳେ ପଡିଗଲେ । ଶେଷରେ ବ୍ୟକ୍ତି ଜଣକ ନିଜର ପ୍ରା-ଣ ହ-ରା-ଇ-ଦେ-ଲେ । ଜଣା ପଡିଛି ଯେ, ତାଙ୍କ ପରିବାର ଲୋକ କ-ରୋ-ନା ପ-ଜେ-ଟି-ଭ ହେଲେ କେହି କିଛି ବି କରିପାରୁ ନାହାନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭି-ଡି-ଓ-ଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ଭି-ଡି-ଓ-କୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭା-ଇ-ର-ସ ଠାରୁ ସୁରକ୍ଷିତ ରୁହନ୍ତୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *