ରାଜ୍ୟ ସରକାରଙ୍କ ଘୋଷଣା: ପ୍ରାଇଭେଟ୍ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ଏହି ସବୁ ସୁବିଧା

ବନ୍ଧୁଗଣ ଏହି କିଛି ମାସ ହେବ କରୋନା ମାମରିର ଦୁତୀୟ ଲହରୀର କୋପ ଧୀରେ ଧୀରେ ବଢିବାରେ ଲାଗିଛି । ଦିନକୁ ଦିନକୁ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜ ପ୍ରାଣ ହରାଉଛନ୍ତି । ବର୍ତ୍ତମାନ ଦେଶରେ ସଂକ୍ରମଣ ହାର ମଧ୍ୟ ବହୁତ ଅଧିକ ବଢି ଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଭରତ ସରକାର ବହୁତ ଚିନ୍ତାରେ ଅଛନ୍ତି ଓ ଏହି କିଛି ମାସ ହେବ ସରକାର କିଛି ଗାଡଲାଇନ ପ୍ରଚାଳନ କରିଛନ୍ତି ।

ବନ୍ଧୁଗଣ କରୋନା ସ୍ଥିତିକୁ ଆଖି ଆଗରେ ରଖି ଜନସାଧାରଣ ମାନଙ୍କୁ ସଚେତନ ରହିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । କେତେକ ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଓ କର୍ଫ୍ଯୁ ଆଦି କରାଯାଇଛି ।

ବର୍ତ୍ତମାନ ଉତ୍ତର-ପ୍ରଦେଶର ରାଜ୍ୟ ସରକାର ପ୍ରାଇଭେଟ କର୍ମଚାରୀ ମାନଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭାରତର ସମସ୍ତ ରାଜ୍ୟ ଅପେକ୍ଷା ଉତ୍ତର-ପ୍ରଦେଶରେ କରୋନା ସଂକ୍ରମଣ ବହୁତ ଅଧିକ ବଢିବାରେ ଲାଗିଛି ।

ଉତ୍ତର-ପ୍ରଦେଶରେ ପ୍ରାଇଭେଟ ବା ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଆଦିତ୍ୟନାଥ ଗତ ୨୬ ତାରିଖ ଦିନ ଏକ ବଡ ଘୋଷଣା କରିଛନ୍ତି । ଉତ୍ତର-ପ୍ରଦେଶର ରାଜ୍ୟ ସରକାର ଆଦିତ୍ୟନାତାହ ଘୋଷଣା କରିଛନ୍ତି ଯେ, ପ୍ରାଇଭେଟ କମ୍ପାନୀ ଗୁଡିକରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଯଦି କରୋନା ସଂକ୍ରମଣ ହେବ ତା ହେଲେ ସେମାନଙ୍କୁ ୨୮ ଦିନର ଛୁଟି ମିଳିବା ସହିତ ବେତନ ମଧ୍ୟ ମିଳିବ । ଆଦିତ୍ୟନାଥ ଏହି ଘୋଷଣା ସୋମବାର ଦିନ କରିଛନ୍ତି ।

ବନ୍ଧୁଗଣ ଉତ୍ତର-ପ୍ରଦେଶର ମୁଖ୍ୟ ଶାସନ ସଚିବ ଏହି ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଓ କମିଶନର ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଘୋଷଣା ଅନୁଯାଇ ଆଦେଶ ଦିଆଯାଇଛି ଯେ, ସରକାରଙ୍କ ଦ୍ଵାରା ବନ୍ଦ ହୋଇଥିବା ପ୍ରତିଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଆଦେଶ ଲାଗୁହେବ । ଯଦି ସେହି କର୍ମଚାରୀ ମାନେ କରୋନା ଚିହ୍ନଟ ହେବେ ତା ହେଲେ ସେମାନଙ୍କୁ ଛୁଟି ସହ ବେତନା ଦିଆଯାଇବ । ଏଥିପାଇଁ କର୍ମଚାରୀ ମାନଙ୍କୁ କେବଳ ଡାକଟେରୀ ପ୍ରମାଣପତ୍ର ଦେବାକୁ ପଡିବ ।

ବନ୍ଧୁଗଣ ସରକାରଙ୍କ ଆଦେଶ ଅନୁଯାଇ କର୍ମଚାରୀଙ୍କୁ ଯଦି କରୋନା ସଂକ୍ରମଣ ହେବ ତା ହେଲେ ସେମାନେ ହସ୍ପିଟାଲରେ ରହି ଚିକିତ୍ସା ନେଇପାରିବେ ଓ ସଂସ୍ଥା ତରଫରୁ ସେମାନଙ୍କୁ ୧୮ ଦିନର ଛୁଟି ଓ ବେତନା ଦିଆଯିବ । ସରକାର ଏଥିପାଇଁ ସର୍ତ୍ତ ମଧ୍ୟ ରଖିଛନ୍ତି । କର୍ମଚାରୀ ସୁସ୍ଥ ହେବା ପରେ କରୋନା ନେଗେଟିଭ ରିପୋର୍ଟ ନିଜର ଉଚ୍ଚ ଅଧିକାରୀକୁ ଦେବାକୁ ପଡିବ ଯାହାପରେ ସେମାନେ ପୁଣି କମ୍ପାନୀରେ କାମ କରିପାରିବେ । ତା ହେଲେ ବନ୍ଧୁଗଣ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆପଣ ମାନେ ସଚେତନ ରୁହନ୍ତୁ ଓ ନିଜ ପରିବାରର ଧ୍ୟାନ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *