ହେ ଭଗବାନ ! Bollywood ରେ ପୁଣି ଶୋକର ଛାୟା, ଏବେ ଏବେ ହେଇଗଲା Bollywood ର ଏହି ଫେମସ ଷ୍ଟାରଙ୍କର ପରଲୋକ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ସବୁ ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ଏକ ଗୀତକାରର ଗୀତ ସୁପର ହିଟ ହେବା ପଛରେ ମ୍ୟୁଜିକ ଡାଇରେକ୍ଟରର ଏକ ବଡ ଭୂମିକା ରହିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ବଲିଉଡ ମ୍ୟୁଜିକ ଡାଇରେକ୍ଟରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡରେ ଅନେକ ଗୀତର ମ୍ୟୁଜିକ ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ମ୍ୟୁଜିକ ଡାଇରେକ୍ଟର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଫେମସ ମ୍ୟୁଜିକ ଡାଇରେକ୍ଟର ଶ୍ରବଣ । ବଲିଉଡର ଅନେକ ଗୀତରେ ଶ୍ରବଣ ମ୍ୟୁଜିକ ଦେଇଛନ୍ତି ଓ ତାଙ୍କର ଅନେକ ଗୀତକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ।

ହେଲେ ବନ୍ଧୁଗଣ ଦୁଃଖଦର ଖବର ଏହା ହେଉଛି ଯେ, ବର୍ତ୍ତମାନ ଶ୍ରବଣ ଏହି ଦୁନିଆରେ ନାହାନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ ଗତ କିଛି ସମୟ ପୂର୍ବରୁ ଶ୍ରବଣ ପ୍ରାଣ ତ୍ୟାଗ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ମ୍ୟୁଜିକ ଡାଇରେକ୍ଟର ଶ୍ରବଣଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଶ୍ରବଣଙ୍କ ବିଷୟରେ ।

ବନ୍ଧୁଗଣ ୯୦ଦଶକରେ ଶ୍ରବଣ ଓ ନଦିମ ଥିଲେ ପ୍ରସିଦ୍ଧି ମ୍ୟୁଜିକ ଡାଇରେକ୍ଟର । ଏହି ଦୁଇଜଣ ଅନେକ ବଲିଉଡ ଗୀତକୁ ମ୍ୟୁଜିକ ଦେଇ ଗୀତକୁ ସୁପର ହିଟ କରେଇଥିଲେ । ନଦିମ ଓ ଶ୍ରବଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବଲିଉଡ ସିଙ୍ଗର ଶ୍ରୀୟା ଘୋଷାଲ ଓ ଶୋନୁ ନିଗମଙ୍କ ଅଧିକାଂଶ ଗୀତକୁ ଶ୍ରବଣ ମ୍ୟୁଜିକ ଡାଇରେକ୍ସନ ଦେଇଥିଲେ । ଏହା ସହିତ ଶ୍ରୀୟା ଓ ଶୋନୁଙ୍କ ସମସ୍ତ ଗୀତ ସୁପର ହିଟ ହୋଇଥିଲା ।

ଶ୍ରବଣ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ବଡ ଦୁଃଖର କଥା ଏହା ହେଉଛି ଯେ, ନଦିମ ଥିବା ବେଳେ ଶ୍ରବଣ ଏହି ଦୁନିଆରେ ନାହାନ୍ତି । ଶ୍ରବଣଙ୍କ ଦେ-ହା-ନ୍ତ ପାଇଁ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ସହ ଆମ ଓଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଶ୍ରବଣଙ୍କ ଦେ-ହା-ନ୍ତ କାରଣରୁ ବହୁତ ଦୁଃଖ ପ୍ରକାଶ କରୁଛି ।

କାରଣ ଶ୍ରବଣ ବଲିଉଡ ସହିତ ଆମ ଓଲିଉଡ ଫିଲ୍ମ ପାଇଁ ମଧ୍ୟ ଅନେକ ଗୀତର ଡାଇରେକ୍ସନ ଦେଇଥିଲେ । ଏହା ସହିତ ତାଙ୍କ ଦ୍ଵାରା ଡାଇରେକ୍ଟ ହୋଇଥିବା ସମସ୍ତ ଓଡିଆ ଗୀତ ଗୁଡିକ ମଧ୍ୟ ସୁପର ହିଟ ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ମ୍ୟୁଜିକ ଡାଇରେକ୍ଟର ଶ୍ରବଣ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *