ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୩ଟି ନାମର ନାରୀ ଙ୍କ ସମ୍ବନ୍ଧରେ ଯେଉଁମାନେ ନିଜର ସ୍ୱଭାବ ପାଇଁ ଆପଣଙ୍କ ଜୀବନ କୁ ନର୍କ ସଦୃଶ କରି ଦେଇଥାନ୍ତି। ବନ୍ଧୁଗଣ ଦୁନିଆ ରେ ବହୁତ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଵଭାଵ ପରସ୍ପର ଠାରୁ ବହୁତ ଭିନ୍ନ।କିଛି ଲୋକଙ୍କ ଭିତରେ ବହୁତ ମାତ୍ରା ରେ ଭଲ ଗୁଣ ନିହିତ ହୋଇ ରହିଛି ତଥା ସେମାନେ ଗୁଣୀ ଅଟନ୍ତି ଏବଂ କିଛି ଲୋକଙ୍କ ମଧ୍ୟରେ ସେହି ଗୁଣ ନିହିତ ନାହିଁ।ଦୁନିଆ ରେ ସବୁ ବ୍ୟକ୍ତି ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ବନ୍ଧୁଗଣ କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ପ୍ରଶଂସନୀୟ ଅଟନ୍ତି ଏବଂ କିଛି ବ୍ୟକ୍ତି ଏମିତି ଯିଏ କେବଳ ନିନ୍ଦା ର ଅଧିକାରୀ।ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଜୀବନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଉଥିବ। କିନ୍ତୁ ବେଳେବେଳେ ନିଜ ଜୀବନ ସାଥି ବାଛିବାରେ କିଛି ବ୍ୟକ୍ତି ଭୁଲ କରିଥାନ୍ତି।
ତେବେ ଆଜି ଆମେ କହିବାକୁ ଯାଉଛୁ ଏଭଳି ୩ଟି ନାମ ଥିବା ନାରୀ ଙ୍କ ସମ୍ପର୍କରେ ଯେଉଁମାନେ ଅତ୍ୟନ୍ତ ରାଗୀ ସ୍ୱଭାବ ର ହୋଇଥାନ୍ତି ଏବଂ ସେମାନେ ଚାହିଁଲେ ଆପଣଙ୍କ ଜୀବନ କୁ ନର୍କ ମଧ୍ୟ କରିଦେବେ।ସେମାନଙ୍କ ଠାରୁ ସର୍ବଦା ଦୂରରେ ରହିବା ଉଚିତ। ତେବେ ବନ୍ଧୁଗଣ ଆସନ୍ତୁ ସେହି ନାରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘P’। ଯେଉଁ ନାରୀ ମାନଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ନାରୀ ମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି। ସେମାନଙ୍କ ରାଗ ସବୁବେଳେ ତାଙ୍କ ନାକ ଉପରେ ରହିଥାଏ।ଏମାନେ ହୁଏତ ଶାନ୍ତ ରୁହନ୍ତି ନଚେତ ବହୁତ ରାଗୀ ଯାଆନ୍ତି। ଏହି ନାରୀ ମାନେ ନିଜର ରାଗକୁ ଅନ୍ୟ କୌଣସି ବ୍ୟକ୍ତି ଉପରେ ସୁଝାନ୍ତି ନାହିଁ ବରଂ ନିଜ ରାଗ ନିଜ ଉପରେ ବାହାର କରିଥାନ୍ତି। ତେଣୁ ଏଭଳି ନାମ ର ନାରୀ ମାନଙ୍କ ଠାରୁ ସର୍ବଦା ଦୂରରେ ରହିବା ଉଚିତ।
୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘R’। ଯେଉଁ ନାରୀ ମାନଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କ ବୁଦ୍ଧି ମଧ୍ୟ ବିଚକ୍ଷଣ ଅଟେ। ଏହି ନାମର ନାରୀ ମାନେ ନିଜ ବୁଦ୍ଧି ଏବଂ ସୁନ୍ଦରତା ବଳରେ ଅନ୍ୟ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି। କିନ୍ତୁ ଏହି ନାରୀ ମାନେ ଛୋଟ ଛୋଟ କଥାକୁ ନିଜ ମନରେ ଧରନ୍ତି ଏବଂ ରାଗି ଯାଆନ୍ତି। ତେଣୁ ଏଭଳି ନାଁ ର ନାରୀ ଙ୍କ ଠାରୁ ଦୂରରେ ରହିବା ହିଁ ଉଚିତ।
୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘S’। ଯେଉଁ ନାରୀ ମାନଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମ ମାମଲାରେ ବହୁତ ଗମ୍ଭୀର ହୋଇଥାନ୍ତି। ଏମାନେ ଦେଖିବାକୁ ବହୁତ ସରଳ ଏବଂ ଶାନ୍ତ ହୋଇଥାନ୍ତି କିନ୍ତୁ ବହୁତ ଶୀଘ୍ର ରାଗି ଯାଆନ୍ତି। ଏହି ନାମର ଝିଅ ମାନେ ବନ୍ଧୁତା ଏବଂ ଶତ୍ରୁତା ଉଭୟ ସମ୍ପର୍କକୁ ଭଲ ଭାବରେ ତୁଲାଇଥାନ୍ତି। ତେଣୁ ଏହି ନାମର ଝିଅ ମାନଙ୍କ ଠାରୁ ମଧ୍ୟ ଦୂରରେ ରହିବା ହିଁ ଉଚିତ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ