ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।
ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ମୋନି ରୟ । ମୋନି ଜଣେ ବଲିଉଡ ଅଭିନେତ୍ରୀ ହେବା ସହ ଜଣେ ଟିଭି ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ମୋନି ନିଜ ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମୋନି ରୟଙ୍କ ବିବାହ ସମ୍ବନ୍ଧିତ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ମୋନି ବହୁତ ଶୀଘ୍ର ଦୁବାଇ ଏକ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ଜଣକ କିଏ । ବନ୍ଧୁଗଣ ମୋନି ଏହି କିଛି ଦିନ ହେବ ଦୁବାଇରେ ନିଜର ଛୁଟି ବିତାଉଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁବାଇରେ ରହି କିଛି ଫଟୋ ସେୟାର କରୁଛନ୍ତି ।
ଏହି ସମସ୍ତ ଫଟୋରେ ମୋନି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଏହି ଫଟୋ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଦୁବାଇରେ ମୋନି ଏହି ଜାନୁୟାରୀ ମାସଟି ବହୁତ ଭଲ ଭାବରେ ଅତିବାହିତ କରୁଥିବାର ନଜର ଆସୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ମୋନି ଦୁବାର ଏକ ବ୍ୟକ୍ତିଙ୍କ ସହ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କର ଏହି ବିବାହ ଖବର ବହୁତ ଚର୍ଚାରେ ରହିଛି ।
ବନ୍ଧୁଗଣ ମୋନି ଯେଉଁ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଯାଉଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ସୁରଜ ନାମ୍ବିଆର । ବନ୍ଧୁଗଣ ସୁରଜ ଦୁବାଇର ବହୁତ ବଡ ବେଷ୍ଦ ବ୍ୟାଙ୍କର ଅଟନ୍ତି ଓ ଖବର ମିଳିଛି ବହୁତ ଶୀଘ୍ର ମୋନି ଓ ସୁରଜ ବିବାହ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଏହି ଦୁଇଜଣଙ୍କର ଡେଟିଙ୍ଗର ଖବର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲା ।
ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ବହୁତ ଶୀଘ୍ର ମୋନି ଓ ସୁରଜ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି । କାରଣ ଏହି ଦୁଇଜଣଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଏମାନଙ୍କର ପରିବାର ଲୋକ ମଧ୍ୟ ପରସ୍ପର ସହ ବହୁତ କ୍ଳୋସ ଅଛନ୍ତି । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଦୁଇଜଣଙ୍କର ଯୋଡି ପସନ୍ଦ ଆସିଥାଏ ତେବେ ଆମକୁ କମେନ୍ଟ କରିବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।