ସିରିଏଲ ‘ନାଗିନ’ ରୁ ଫେମସ ହୋଇଥିବା ଅଭିନେତ୍ରୀ Mouni Roy ବହୁତ ଜଲ୍ଦି ଏହି ବ୍ୟକ୍ତି ଙ୍କୁ କରିବାକୁ ଯାଉଛନ୍ତି ବିବାହ, ଯାହାଙ୍କ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ମୋନି ରୟ । ମୋନି ଜଣେ ବଲିଉଡ ଅଭିନେତ୍ରୀ ହେବା ସହ ଜଣେ ଟିଭି ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ମୋନି ନିଜ ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।


ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମୋନି ରୟଙ୍କ ବିବାହ ସମ୍ବନ୍ଧିତ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ମୋନି ବହୁତ ଶୀଘ୍ର ଦୁବାଇ ଏକ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ଜଣକ କିଏ । ବନ୍ଧୁଗଣ ମୋନି ଏହି କିଛି ଦିନ ହେବ ଦୁବାଇରେ ନିଜର ଛୁଟି ବିତାଉଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁବାଇରେ ରହି କିଛି ଫଟୋ ସେୟାର କରୁଛନ୍ତି ।

ଏହି ସମସ୍ତ ଫଟୋରେ ମୋନି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଏହି ଫଟୋ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି  । ଦୁବାଇରେ ମୋନି ଏହି ଜାନୁୟାରୀ ମାସଟି ବହୁତ ଭଲ ଭାବରେ ଅତିବାହିତ କରୁଥିବାର ନଜର ଆସୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ମୋନି ଦୁବାର ଏକ ବ୍ୟକ୍ତିଙ୍କ ସହ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କର ଏହି ବିବାହ ଖବର ବହୁତ ଚର୍ଚାରେ ରହିଛି ।


ବନ୍ଧୁଗଣ ମୋନି ଯେଉଁ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଯାଉଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ସୁରଜ ନାମ୍ବିଆର । ବନ୍ଧୁଗଣ ସୁରଜ ଦୁବାଇର ବହୁତ ବଡ ବେଷ୍ଦ ବ୍ୟାଙ୍କର ଅଟନ୍ତି ଓ ଖବର ମିଳିଛି ବହୁତ ଶୀଘ୍ର ମୋନି ଓ ସୁରଜ ବିବାହ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଏହି ଦୁଇଜଣଙ୍କର ଡେଟିଙ୍ଗର ଖବର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲା ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ବହୁତ ଶୀଘ୍ର ମୋନି ଓ ସୁରଜ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି । କାରଣ ଏହି ଦୁଇଜଣଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଏମାନଙ୍କର ପରିବାର ଲୋକ ମଧ୍ୟ ପରସ୍ପର ସହ ବହୁତ କ୍ଳୋସ ଅଛନ୍ତି । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଦୁଇଜଣଙ୍କର ଯୋଡି ପସନ୍ଦ ଆସିଥାଏ ତେବେ ଆମକୁ କମେନ୍ଟ କରିବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *