Interesting Gk Questions- ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ, କୁହନ୍ତୁ ସେ କିଏ ?

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି କରିବା ପାଇଁ ବହୁତ ଇଛା କରିଥାନ୍ତି । ସେଥିପାଇଁ ଲୋକମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସାଧାରଣତଃ ଅଧିକାଂଶ ଲୋକ ଏହି ସବୁ ପରୀକ୍ଷାରେ ଫେଲ ହେଇଯାଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସୁଛୁ ଯାହା ସରକାରୀ ଚାକିରିର ଇଣ୍ଟର୍ବ୍ୟୁରେ ପଚରାଯାଇଥାଏ । ବନ୍ଧୁଗଣ ଏହି ସବୁ ଜେନେରାଲ ନଲେଜ ବିଷୟରେ ସମସ୍ତ ଲୋକ ଜାଣିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜେନେରାଲ ନଲେଜ ବିଷୟରେ ।

୧. ଜାଲିଆଙ୍ଗବାଲା ବାଗ ହତ୍ୟାକାଣ୍ଡ ହେବେ ହୋଇଥିଲା ?

ଉତ୍ତର- ବନ୍ଧୁଗଣ ଜାଲିଆଙ୍ଗ ବାଲା ବାଗ ହତ୍ୟାକାଣ୍ଡ ୧୯୧୯ ମସିହାରେ ହୋଇଥିଲା ।

୨. ଭାରତର ସବୁଠାରୁ ବଡ ମ୍ୟୁଜିୟମ କେଉଁଠି ଅଛି ?

ଉତ୍ତର- ଭାରତର ସବୁଠାରୁ ବଡ ମ୍ୟୁଜିୟମ କଲିକତା ଠାରେ ଅବସ୍ଥିତ ଅଛି ।

୩. ଭାରତୀୟ ସିନେମା ଜଗତର ପ୍ରଥମ ଅଭିନେତ୍ରୀଙ୍କ ନାମ କଣ ?

ଉତ୍ତର- ଭାରତୀୟ ସିନେମା ଜଗତର ପ୍ରଥମ ଅଭିନେତ୍ରୀଙ୍କ ନାମ ହେଉଛି ଦେବିକା ରାନୀ ।

୪. ଲେମ୍ବୁରେ କେଉଁ ଅମ୍ଳ ରହିଥାଏ ?

ଉତ୍ତର- ସେଟରୀକ ଅମ୍ଳ ।


୫. ଭୀମବେଟିକାର ଗୁମ୍ଫା ଗୁଡିକ କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ମଧ୍ୟ ପ୍ରଦେଶ ରାଜ୍ୟରେ ଅବସ୍ଥିତ ।

୬. ବିଦ୍ୟୁତ ଦ୍ଵାରା ଚାଲିଥିବା ପ୍ରଥମ ରେଳ ଗାଡିର ନାମ କଣ ?

ଉତ୍ତର- ଡେକ୍କମ କ୍ଵିନ ।

୭. ଭାରତର ଅନ୍ତିମ ବାୟସରାୟ କିଏ ଥିଲା ?

ଉତ୍ତର- ଭାରତର ଅନ୍ତିମ ବାୟସରାୟ ଲର୍ଡ ମାଉଣ୍ଟବେଟନ ଥିଲେ ।

୮. ରିଜର୍ବ ବ୍ଯାଙ୍କ ଅଫ ଇଣ୍ଡିଆର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?

ଉତ୍ତର- ରିଜର୍ବ ବ୍ଯାଙ୍କ ଅଫ ଇଣ୍ଡିଆର ମୁଖ୍ୟାଳୟ ମୁମ୍ବାଇରେ ଅବସ୍ଥିତ ।

୯. କେଉଁ ବ୍ୟକ୍ତି ପ୍ରଥମେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ମାନିଥିଲେ?

ଉତ୍ତର- ସ୍ଵାମୀ ଦୟାନନ୍ଦ ।

୧୦. ଧଳା ପାରା କାହାର ପ୍ରତୀକ ଅଟେ ?

ଉତ୍ତର- ଧଳା ପାରା ଶାନ୍ତିର ପ୍ରତୀକ ଅଟେ ।

୧୧. ମଧୁର ପାଣିର ସବୁଠାରୁ ବଡ ଝରଣା କଣ ଅଟେ ?

ଉତ୍ତର- ମଧୁର ଜଳର ସବୁଠାରୁ ବଡ ଝରଣାର ନାମ ହେଉଛି ସୁପିରିୟର ଝିଲ ।

୧୨. ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ ହେଉଛି ହାମିଙ୍ଗ ବାର୍ଡ ।

୧୩. ସବୁଠାରୁ ବଡ ଖେଳ ପଡିଆର ନାମ କଣ ?

ଉତ୍ତର- ସବୁଠାରୁ ବଡ ଖେଳ ପଡିଆର ନାମ ହେଉଛି ପୋଲୋ ।

୧୪. କିବୀ କେଉଁ ଦେଶର ରାଷ୍ଟ୍ରୀୟ ପକ୍ଷୀ ଅଟେ ?

ଉତ୍ତର- କିବୀ ହେଉଛି ନ୍ୟୁଜଲାଣ୍ଡ ଦେଶର ରାଷ୍ଟ୍ରୀୟ ପକ୍ଷୀ ।

୧୫. କେଉଁ ଦେଶର ଲିଖିତ ସମ୍ବିଧାନ ନାହିଁ ?

ଉତ୍ତର- ଇଂଲଣ୍ଡ ଦେଶର

୧୬. ଦକ୍ଷିଣ ଆମେରିକାର ସବୁଠାରୁ ବଡ ନଦୀର ନାମ କଣ ?

ଉତ୍ତର- ଅମେଜନ ନଦୀ ।

୧୭। ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ, ସେ କିଏ ?

ଉତ୍ତର- ମଣିଷ

ମଣିଷର ଜୀବନକୁ ଏଠାରେ ସକାଳ, ଖରାବେଳ ଓ ସନ୍ଧ୍ୟା ସହିତ ତୁଳନା କରା ଯାଇଛି । ସକାଳ ଅର୍ଥାତ ଶୈଶବ ରେ ମଣିଷ ୪ ଟି ଗୋଡରେ ଚାଲେ, ଖରାବେଳ ଅର୍ଥାତ ଯୌବନ ରେ ମଣିଷ ୨ ଟି ଗୋଡରେ ଓ ସନ୍ଧ୍ୟାବେଳ ଅର୍ଥାତ ବୃଦ୍ଧାବସ୍ଥା ରେ ୩ ଟି ଗୋଡରେ ଚାଲେ ।

ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଏହା ବ୍ଯତୀତ ଏହି ସବୁ ଜେନେରାଲ ନଲେଜ ବିଷୟରେ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ନିଶ୍ଚୟ କୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *