ଯଦି ଏହି ନମ୍ବର ବାଲା ନୋଟ୍ ମିଳିଯାଏ ତ ଛାଡିବେ ନାହିଁ, ଶୀଘ୍ର ନେଇ ଆସିବେ, ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ

ବନ୍ଧୁଗଣ ଟଙ୍କା ପଇସା ତ ଆମ ପାଖରେ ଆସୁଛି ଏବଂ ଯାଉଛି। ଆପଣ ବେପାରୀ ଅଟନ୍ତି ତ କିଣା ବିକା ଚାଲି ରହିଥାଏ। ଆପଣ କୌଣସି ସରକାରୀ ଚାକିରୀ କରିଛନ୍ତି କିମ୍ବା କୌଣସି ବେସରକାରୀ ଅନୁଷ୍ଠାନ ରେ କାମ କରୁଛନ୍ତି ତେବେ ସେଠାରେ ମଧ୍ୟ ନିଜର ଖର୍ଚ୍ଚ ପାଇଁ ପଇସା ଆସୁଛି ଏବଂ ଯାଉଛି। ତ ଏମିତି ରେ ଧନ ସବୁ ଆସୁଛି ଓ ଯାଉଛି କିନ୍ତୁ ଏହି ନୋଟ ରେ ଏଥିରେ ଯଦି କୌଣସି ଖାସ ଅଙ୍କ ଟି ଲେଖା ହୋଇଥିବ ତ ଏହାକୁ କେବେ ବି ହାତ ଛଡା କରିବା ନାହିଁ। କାରଣ ଏହି ଅଙ୍କ ଵାଲା ନୋଟ ଆପଣଙ୍କୁ ଧନବାନ କରିପାରିବ।

ଆପଣଙ୍କ ଜୀବନରେ ଆଣିପାରେ ଖୁସି ଏବଂ ସମୃଦ୍ଧି। ଓ ଏହା ଘରର ଧନ ଭଣ୍ଡାର କୁ ମଧ୍ୟ ସର୍ଵଦା ସମ୍ପୂର୍ଣ୍ଣ କରି ରଖୁଥିବ। ତେବେ ସେ ଶୁଭ ନମ୍ବର ଟି କଣ ଓ ତାହାର ରହସ୍ୟ କଣ ଚାଲନ୍ତୁ ସେ ବିଷୟରେ ଜାଣିନେବା।

କେତେ ଥର ଆମ ମାନଂକୁ ଜନ୍ମ ତାରିଖ ବାଲା ନୋଟ ବି ଆମକୁ ମିଳି ଯାଇଥାଏ। କେତେଥର ଏମିତି ହୋଇଥାଏ କେବେ ଏହାକୁ ଧ୍ୟାନ ର ସହ ଦେଖିନେବେ। ଯଦି ଆମକୁ ଆମ ଜନ୍ମ ତାରିଖ ଵାଲା ନୋଟ ମିଳିଥାଏ ତେବେ ତାକୁ କେବେବି ଖର୍ଚ୍ଚ କରିବା ଉଚିତ ନୁହେଁ। ଏହାକୁ ସବୁବେଳେ ସମ୍ଭାଳି କି ରଖିବା ଉଚିତ। କାରଣ ଏହା ଆମ ଭାଗ୍ୟ କୁ ବଢାଇ ଦେବ। ଆମ ଭାଗ୍ୟରେ ଧନ ଆସୁଥିବା ରାସ୍ତା ଟି ଏହା ଖୋଲିଦେଵ। ତେଣୁ ଏହି ନୋଟ କୁ ସର୍ଵଦା ସମ୍ଭାଳି କି ରଖିବା ଉଚିତ।

ଦ୍ୱିତୀୟ କଥା ଟି ହେଲା ଯଦି କେବେ ଆମକୁ ୭୮୬ ନମ୍ବର ଵାଲା ନୋଟ ମିଳିଥାଏ ତେବେ ତାକୁ ଆଦୌ ଖର୍ଚ୍ଚ କରିବା ଉଚିତ ନୁହେଁ। ପ୍ରାୟତଃ ଲୋକ ଭାବିଥାନ୍ତି କି ୭୮୬ ନମ୍ବର ଟି ମୁସଲିମ ମାନଙ୍କ ର ନମ୍ବର କିନ୍ତୁ ନମ୍ବର ତ ନମ୍ବର ହୋଇଥାଏ। ଏବଂ ଏହି ୭୮୬ ନମ୍ବର ଉଭୟ ହିନ୍ଦୁ ଓ ମୁସଲିମ ମାନଙ୍କ ର ଶୁଭ ନମ୍ବର ହୋଇଥାଏ। ତେଣୁ ଯଦି ଏହି ନୋଟ କେବେ ବି ମିଳିଥାଏ ତେବେ ତାକୁ ଖର୍ଚ୍ଚ ନ କରି ନିଜ ପାଖ ରେ ସର୍ଵଦା ସମ୍ଭାଳି ରଖିବା ଆବଶ୍ୟକ।

ଯଦି କେବେବି ଆମକୁ ଏହି ନମ୍ବର ବାଲା ନୋଟ ମିଳିଥାଏ ତେବେ ତାକୁ ଆମେ ଠାକୁର ଙ୍କ ପାଖରେ ରଖି ତାକୁ ପୂଜା ପାଠ କରି ନିଜ ବ୍ୟାଗ ରେ ରଖିବା ଉଚିତ। ଏହା କରିବା ଦ୍ୱାରା ଆମ ବ୍ୟାଗ ବା ପର୍ସ କେବେବି ଖାଲି ରୁହେ ନାହିଁ ସେଥିରେ ସର୍ଵଦା ପଇସା ଭରି ରହିଥାଏ। ତେଣୁ ଏହି ନୋଟ କୁ କେବେବି ଖର୍ଚ୍ଚ କରିବା ନାହିଁ ଓ କାହାକୁ ଦେବା ଉଚିତ ନୁହେଁ। ସର୍ଵଦା ସବୁବେଳେ ନିଜ ପାଖରେ ରଖିବା ଆବଶ୍ୟକ।

ଏହା ଆମ ଭାଗ୍ୟ କୁ ଖୋଲି ଦେଇ ଥାଏ ଓ ଆମ ଭାଗ୍ୟରେଖା ରେ ଏକ ଶୁଭ ଅଙ୍କ ରୂପେ ଯୋଡି ହୋଇଯାଏ। ତେଣୁ ଏହା ଯେମିତି କା ନୋଟ ବି ହେଇ ଥାଉ ଅର୍ଥାତ ୫୦୦ ଵାଲା ହେଉ କିମ୍ବା ୨୦୦୦ ବାଲା ତାକୁ କେବେ ଖର୍ଚ୍ଚ ନକରି ନିଜ ପାଖରେ ରଖିବା ଉଚିତ।

ତେବେ ଆମକୁ ଗୋଟିଏ କଥା କୁ ଧ୍ୟାନ ଦେବାକୁ ପଡିବ କି ଯଦି କେବେବି ଆମକୁ ଏହି ପ୍ରକାର ର ନୋଟ ମିଳିଯିବ ତେବେ ତାକୁ କେବେବି ଭୁଲରେ ବି ଖର୍ଚ୍ଚ କରିବା ନାହିଁ ତାକୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଭାବି ନିଜ ପାଖରେ ରଖିବା ଉଚିତ। ଏହା ଦ୍ବାରା ଆମ ଭାଗ୍ୟ ପରିବର୍ତ୍ତନ ହୋଇଯିବ ଏବଂ ଆମେ ଧନ ବାନ ହୋଇପାରିବା।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *