ସବୁ ଔଷଧର ବାପା ଅଟେ ଜୁଆଣୀ, ସକାଳୁ ଖାଲି ପେଟରେ ପିଇ ନିଅନ୍ତୁ ଏହାର ପାଣି, ମୂଳରୁ ଶେଷ ହୋଇଯିବ ଏହି 5 ଟି ବଡ ରୋଗ- Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜୁଆଣୀର ଉପକାରିତା ବିଷୟରେ କହିବାକୁ ଯାଉଛୁ । ସାଧାରଣତଃ ଆମେ ମାନେ ଜୁଆଣୀକୁ ଖାଦ୍ୟ ତିଆରି କରିବାରେ ବ୍ୟବହାର କରିଥାଉ । ହେଲେ ବନ୍ଧୁଗଣ ଏହା ଏକ ମସଲା ନୁହେଁ ଏଥିରେ ଅନେକ ପ୍ରକାରର ଔଷଧୀୟ ତତ୍ଵ ଭରି ରହିଛି । ଜୁଆଣୀରେ କ୍ୟାଲିସିୟମ, ଫସଫରସ, ଆୟୋଡିନ,ପୋଟାସିୟମ ଏବଂ କେରାଟିନ ନାମକ ପୋଷକତତ୍ଵ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଜୁଆଣୀର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗକୁ ଦୂର କରିବା ପାଇଁ ବ୍ୟବହାର କରା ଯାଇଛି ।

ଜୁଆଣୀକୁ ସେବନ କରିବାର ସଠିକ ଉପାୟ ହେଉଛି ଏହାର ପାଣି କରି ପିଇବା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜୁଆଣୀର ବ୍ୟବହାର ଓ ଏହାର ଉପକାରିତା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ  ।


ପଚନ ପ୍ରକ୍ରିୟା- ବନ୍ଧୁଗଣ ଯଦି ଆପଣ ମାନଙ୍କର ପେଟ ଜନିତ କୌଣସି ସମସ୍ଯା ରହିଛି ତା ହେଲେ ଆପଣ ମାନଙ୍କୁ ଜୁଆଣୀ ପାଣିର ସେବନ କରିବା ନିହାତି ଉଚିତ । ଏହାର ସେବନ କରିବା ଦ୍ଵାରା ଆପଣ କୋଷ୍ଟ କାଠିନ୍ଯ, ଡାଇରିଆ, ଗ୍ଯାସ ଓ ପେଟ ଜନିତ ଅନେକ ସମସ୍ଯାକୁ ଦୂର କରିପାରିବେ । ବନ୍ଧୁଗଣ ଏହାର ସେବନ ଦ୍ଵାରା ଆମର ପଚନ ପ୍ରକ୍ରିୟା ମଝବୁତ ହୋଇଥାଏ ।

ଥଣ୍ଡା ଓ କାଶ ସମସ୍ଯା- ବନ୍ଧୁଗଣ ଯଦି ଆପଣଙ୍କୁ ଥଣ୍ଡା କାଶ ଆଦିତ ସମସ୍ଯା ରହିଛି ତା ହେଲେ ଆପଣ ଜୁଆଣୀକୁ ଉଷୁମ ପାଣିରେ ପକାଇ ପିଇବା ଉଚିତ । ଏହା ଆମର ଥଣ୍ଡା କାସ ଆଦି ସମସ୍ଯାକୁ ବହୁତ ଶୀଘ୍ର ଦୁର କରିଥାଏ । ଏହା ବ୍ଯତୀତ ଜୁଆଣୀ ଗୁଣ୍ଡକୁ ଏକ ସଫା କପଡାରେ ବାନ୍ଧି ଏହାକୁ ଶୁଙ୍ଗିଲେ ଏହା ମୁଣ୍ଡ ବିନ୍ଧାର ସମସ୍ଯାକୁ ଦୂର କରିଥାଏ ।


ଶ୍ଵାସ ସମସ୍ଯା- ବନ୍ଧୁଗଣ ଯଦି ଆପଣ ଶ୍ଵାସ ରୋଗରେ ପୀଡିତ ଅଛନ୍ତି ତା ହେଲେ ଆପଣ ଜୁଆଣୀ ପାଣିର ସେବନ କରନ୍ତୁ । କାରଣ ଜୁଆଣୀ ଆମ ଫୁସଫୁସରେ ଥିବା କଫକୁ ଦୂର କରିଥାଏ ଯାହାଦ୍ୱାରା ଆମ ଶ୍ଵାସ ସମସ୍ଯା ଦୂର ହୋଇଥାଏ ।

ଦାନ୍ତ ବିନ୍ଧା ଓ କାନ ବିନ୍ଧା ସମସ୍ଯା- ଯଦି ବନ୍ଧୁଗଣ ଆପଣ ମାନଙ୍କର ଦାନ୍ତ ବିନ୍ଧା ବା କାନ ବିନ୍ଧା ଆଦି ସମସ୍ଯା ରହୁଛି ତା ହେଲେ ଆପଣ ଜୁଆଣୀର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର କାନ ବିନ୍ଧୁଛି ତା ହେଲେ ଆପଣ ନିଜ କାନରେ ଦୁଇ ବୁନ୍ଦା ଜୁଆଣୀର ତେଲକୁ ପକାଇ ଦିଅନ୍ତୁ । ଯଦି ଆପଣଙ୍କର ଦାନ୍ତ ଥଣ୍ଡା ପାଇଁ ବିନ୍ଧୁଛି ତା ହେଲେ ଆପଣ ଅଳ୍ପ ଉଷୁମ ପାଣିରେ କିଛି ଜୁଆଣୀ ଓ ଅଳ୍ପ ଲୁଣ ପକାଇ ଗାଗଲିଙ୍ଗ କରନ୍ତୁ । ଦେଖିବେ ଆପଣଙ୍କର ଏହି ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

ବନ୍ଧୁଗଣ ପ୍ରତିଦିନ ଆପଣ ରାତି ସମୟରେ ଏକ ଗ୍ଳାସରେ ଦୁଇ ଚାମଚ ଜୁଆଣୀ ରଖି ଭିଜେଇ ଦିଅନ୍ତୁ ଓ ସଖାଳ ହେବା ପରେ ଏହି ପାଣିକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ । ବନ୍ଧୁଗଣ ଏହି ପାଣିକୁ ଆପଣ ସଖାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଆଜୀବନ ନିରୋଗ ରହିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *