ବନ୍ଧୁଗଣ ସାଧାରଣତଃ ପାରାଲିସୀସ ବା ପକ୍ଷାଘାତ ଆଦି ରୋଗ ଆପଣଙ୍କ ବେକରେ ବା ମସ୍ତିସ୍କରେ ଥିବା ଧମନୀ କାରଣରୁ ହୋଇଥାଏ । ବନ୍ଧୁଗଣ ଏହି ରୋଗ ଆପଣଙ୍କୁ କୌଣସି ଆଘାତ ଲାଗିବା ଦ୍ଵାରା ହୋଇପାରେ । ବନ୍ଧୁଗଣ ଏହି ରୋଗ ହେବା ଦ୍ଵାରା ମଣିଷ ଆଜୀବନ ଗୋଟିଏ ସ୍ଥାନରେ ବସି ରହିଥାଏ ଓ ଆଜୀବନ ଔଷଧର ସେବନ କରିବା ପାଇଁ ବାଧ୍ୟ ହୋଇଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ,
କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ପକ୍ଷାଘାତ ରୋଗକୁ ଦୂର କରିବାରେ ବହୁତ ସହୟାକ ହୋଇଥାଏ । କେବଳ ଏତିକି ନୁହେଁ ବନ୍ଧୁଗଣ ଏହା ଆପଣଙ୍କର ଉଛ ରକ୍ତଚାପ, କୋଲେଷ୍ଟ୍ରୋଲ, ଗଣ୍ଠିବାତ ଓ ଟିବି ଆଦି ମାରାତ୍ମକ ରୋଗ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ।

ବନ୍ଧୁଗଣ ଏହା ହେଉଛି ସମ୍ପୂର୍ଣ ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ରସୁଣ । ବନ୍ଧୁଗଣ ରସୁଣରେ ସଲଫର ପଦାର୍ଥ ମିଳିଥିବାରୁ ଏଥିରୁ ତୀବ୍ର ଗନ୍ଧ ଆସିଥାଏ ।

ଯେଉଁ କାରଣରୁ ଏହାକୁ ଏକ ଔଷଧୀୟ ରୂପରେ ଗଣନା କରାଯାଇଥାଏ । ବନ୍ଧୁଗଣ ରସୁଣ ବହୁତ ଗୁଡିଏ ମାରାତ୍ମକ ରୋଗ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହା ପେଟ ଜନିତ ସମସ୍ଯା, ଶ୍ଵାସ ଜନିତ ସମସ୍ଯା, ଉଛ ରକ୍ତଚାପ, ହାର୍ଟ ଜନିତ ସମସ୍ଯା ଓ କ୍ୟାନ୍ସର ଆଦି ସମସ୍ଯା ପାଇଁ ବହୁତ ଅଧିକ ଲାଭକାରୀ ହୋଇଥାଏ ।

ବନ୍ଧୁଗଣ ପକ୍ଷାଘାତ ଆଦି ରୋଗ ପାଇଁ ଆପଣ ରସୁଣର ଦୁଇ ପାଖୁଡା ନିଅନ୍ତୁ ଓ ତାର ଚୋପାକୁ ଛଡାଇ ତାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଗ୍ଯାସ ଚୁଲାରେ ଅଧ ଲିଟର କ୍ଷୀରକୁ ଗରମ କରନ୍ତୁ । ଏହାପରେ ବନ୍ଧୁଗଣ ଆପ ସେହି କ୍ଷୀରରେ ସେହି କଟା ରସୁଣକୁ ପକାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ଏହି କ୍ଷୀରର ସେବନ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ଅନ୍ୟ କୌଣସି ଔଷଧ ଖାଉଛନ୍ତି ତେବେ ଔଷଧ ଖାଇବା ପରେ ମଧ୍ୟ ଆପଣ ଏହାର ସେବନ କରିପାରିବେ । ବନ୍ଧୁଗଣ ଶିତ ଦିନରେ ଏହାର ସେବନ ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ଆପଣ କମ ସେ କମ ୨ ମାସ ଏହାର ଲଗାତାର ସେବନ କରି ଦେଖନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚୟ ଏହାର ଭଲ ରେସଲ୍ଟ ମିଳିବ । ବନ୍ଧୁଗଣ ଏହା ପକ୍ଷାଘାତ ଆଦି ରୋଗ ପାଇଁ ବହୁତ ଲାଭକାରୀ ହେବା ସହିତ ଅନ୍ୟ ରୋଗ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

