ଓଡିଆ ହୀରୋ Sabyasachi Mishra ଙ୍କ ସମ୍ପତ୍ତି କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ସବ୍ୟସାଚୀ ମିଶ୍ର ।

ବନ୍ଧୁଗଣ ଆପଣ ମାନେ ସାମସ୍ତେ ସବ୍ୟସାଚୀ ମିଶ୍ରଙ୍କର ବହୁତ ଓଡିଆ ଫିଲ୍ମ ଦେଖିଥିବେ । ସବ୍ୟସାଚୀ ନିଜ ଲୁକ୍କ୍ସ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସବ୍ୟସାଚୀଙ୍କର ଫିଲ୍ମ କାରିୟର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସବ୍ୟସାଚୀଙ୍କ ବିଷୟରେ  । ବନ୍ଧୁଗଣ ସବ୍ୟସାଚୀ ମିଶ୍ରଙ୍କ ଜନ୍ମ ସମ୍ବଲପୁର ଜିଲ୍ଲାରେ ହୋଇଥିଲା । ସବ୍ୟସାଚୀଙ୍କ ପିତା ସୁରେନ୍ଦ୍ର ପ୍ରସାଦ ମିଶ୍ର ହେଉଛନ୍ତି ଜଣେ ଆଇଏଏସ ଅଫିସର ଓ ତାଙ୍କ ମା ଡାକ୍ତର ସୁସ୍ମା ମିଶ୍ର ହେଉଛନ୍ତି ଜଣେ ମହାନ କବି । ବନ୍ଧୁଗଣ ସବ୍ୟସାଚୀଙ୍କର ଏକ ଭାଇ ମଧ୍ୟ ଅଛନ୍ତି ତାଙ୍କ ନାମ ହେଉଛି ସୋମ୍ୟକାନ୍ତ ମିଶ୍ର ।

ସୋମ୍ୟ ହେଉଛନ୍ତି ଜଣେ ଟେଲିକମ ଇଞ୍ଜିନିୟର । ବନ୍ଧୁଗଣ ସବ୍ୟସାଚୀ ମିଶ୍ର ମଧ୍ୟ ଇଞ୍ଜିନିୟରିଙ୍ଗ କରିଥିଲେ ଓ ସେ ସମ୍ବଲପୁରରେ ସେ ଚାକିରି ମଧ୍ୟ ପାଇଥିଲେ । ହେଲେ ବନ୍ଧୁଗଣ ୨୦୦୨ ମସିହାରେ ସେ ନିଜ ଚାକିରି ଛାଡି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ପାଇଁ ଇଛା କରିଥିଲେ । ସବ୍ୟସାଚୀଙ୍କ ଅଭିନୟ କାରିୟରର ଆରମ୍ଭ ଆଲବମ ଗୀତରୁ କରିଥିଲେ । ୨୦୦୨ ମସିହାରେ ୨୦୦୭ ମସିହା ୫ ବର୍ଷ ପର୍ଯ୍ୟନ୍ତ ସେ ଆଲବମ ଗୀତରେ ଅଭିନୟ କରିଥିଲେ ।

ଏହାପରେ ହର ପଟନାୟକ ସବ୍ୟସାଚୀଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆମନ୍ତ୍ରଣ କରିଥିଲେ । ବନ୍ଧୁଗଣ ସବ୍ୟସାଚୀଙ୍କ ପ୍ରଥମ ଓଡିଆ ଫିଲ୍ମ ହେଉଛି ‘ପାଗଳ ପ୍ରେମୀ’ । ବନ୍ଧୁଗଣ ସବ୍ୟଙ୍କର ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଏହି ଫିଲ୍ମ ପରେ ସେ ‘ସପନର ସୌଦାଗର’ ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ନଜର ଆସିଥିଲେ । ଏହାପରେ ବନ୍ଧୁଗଣ ସେ ଗୋଟେ ପରେ ଗୋଟେ ଓଡିଆ ଫିଲ୍ମରେ ଅଭିନୟ କରି ଚାଲିଥିଲେ । ବନ୍ଧୁଗଣ ସବ୍ୟ ନିଜର ସମସ୍ତ ଶ୍ରେୟ ହର ପଟନାୟକଙ୍କୁ ଦିଅନ୍ତୁ । ସବ୍ୟ ଆଜିକୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ୪୦ ରୁ ଅଧିକ ଫିଲ୍ମରେ ଅଭିନୟ କରି ସଫଳତା ପାଇଛନ୍ତି ।

କେବଳ ଓଡିଆ ନୁହେଁ ସେ କେତେକ ତେଲୁଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ବନ୍ଧୁଗଣ ସବ୍ୟ ସମସ୍ତ କଳାକାରଙ୍କ ଠାରୁ ବିଜ୍ଞାପନ କରିବା ପାଇଁ ସବୁଠାରୁ ଅଧିକ ଟଙ୍କା ନେଇଥାନ୍ତି  । ଏହା ବ୍ଯତୀତ ସେ ଆଇପିଏଲ ଟିମ ଡେକାନ ଚାର୍ଜରର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଟନ୍ତି । ଏହା ବ୍ଯତୀତ ସେ ଅନେକ ବହୁତ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି । ବନ୍ଧୁଗଣ ସବ୍ୟ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ୪୦ ରୁ ୫୦ ଲକ୍ଷର ଡିମାଣ୍ଡ କରିଥାନ୍ତି । କଟକରେ ସବ୍ୟଙ୍କର ଏକ ଆଲିଶାନ ଘର ଓ କେତେକ ଲକ୍ଜରି କାର୍ସ ଅଛି । ବନ୍ଧୁଗଣ ସବ୍ୟଙ୍କର ମୋଟ ସମ୍ପତ୍ତି ହେଉଛି ୨୫ ରୁ ୩୦ କୋଟି ଟଙ୍କା ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସବୁଶାଚୀ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *