ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏହି ଜୀବନ ପାଇଁ ମଣିଷକୁ ସବୁଠାରୁ ଅଧିକ ଧନର ଆବଶ୍ୟକତା ରହିଥାଏ । ଯେଉଁଥିପାଇଁ ସେ ଦିନ ରାତି କଷ୍ଟ କରିଥାଏ । ହେଲେ ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ମଣିଷ ସଖାଳ ସମୟରେ ନିଜ କର୍ମକୁ ଯାଇଥାନ୍ତି କିନ୍ତୁ ଫେରିବା ବେଳେ ତାଙ୍କ ପର୍ସ ଫାଙ୍କା ହୋଇଯାଇଥାଏ ।
ଧନର ଅଭାବ ବର୍ତ୍ତମାନ ସମସ୍ତ ମଣିଷଙ୍କ ପାଖରେ ଦେଖାଯାଉଛି । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ପର୍ସ ସହ ଜଡିତ ଏପରି କିଛି ନୀତି ନିୟମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ପାଳନ କରି ସବୁବେଳେ ନିଜ ପର୍ସକୁ ଟଙ୍କାରେ ଭରି ରଖିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଯଦି ଆପଣଙ୍କୁ କୌଣସି ଲୋକ ପର୍ସକୁ ଗିଫ୍ଟ ରୂପରେ ଦେଇଥାଏ, ତା ହେଲେ ଏହି ପର୍ସ ଆପଣଙ୍କ ପାଣି ବହୁତ ଲକି ହୋଇଥାଏ । କେତେକ ମଣିଷ ନିଜ ପର୍ସକୁ ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖି ତାହାକୁ ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଯଦି ଆପଣ ପର୍ସ ବ୍ୟବହାର କରୁଛନ୍ତି ତା ହେଲେ ବର୍ଷକୁ ଥରେ ନିଶ୍ଚୟ ନିଜ ପର୍ସକୁ ବଦଳାଇ ଦିଅନ୍ତୁ । ବନ୍ଧୁଗଣ ପର୍ସ ପୁରୁଣା ହେବା ପରେ ତାହାକୁ ବ୍ୟବହାର କରିବା ଉଚିତ ନୁହେଁ ।
ଏହାର କାରଣ ହେଉଛି ବନ୍ଧୁଗଣ ଟଙ୍କାକୁ ଆମେ ଲକ୍ଷ୍ମୀଙ୍କ ସ୍ୱରୂପ ମାନିଥାଉ ଓ ଲକ୍ଷ୍ମୀଙ୍କୁ କେବେହେଲେ ଅପରିଷ୍କାର ପର୍ସରେ ରଖିବା ଉଚିତ ନୁହେଁ । ଯଦି ବନ୍ଧୁଗଣ ଆପଣଙ୍କ ପର୍ସ ଛିଣ୍ଡି ଯାଇଛି ବା ଭାଙ୍ଗି ଯାଇଛି ତା ହେଲେ ତୁରନ୍ତ ନିଜ ପର୍ସକୁ ବଦଳାଇ ଦିଅନ୍ତୁ । କାରଣ ଚିରା ଫଟା ପର୍ସରେ ଟଙ୍କା ରଖିବା ଦ୍ଵାରା ଅଧିକ ଅଯଥା ଖର୍ଚ ବଢିଥାଏ ।
ବନ୍ଧୁଗଣ ଯଦି ଆପଣ ନୂଆ ବର୍ଷ ବ୍ୟବହାର କରିବାକୁ ଯାଉଛନ୍ତି ତା ହେଲେ ପୁରୁଣା ପର୍ସକୁ ଏଣେ ତେଣେ ଭୁଲ ସେ ମଧ୍ୟ ଫିଙ୍ଗିବେ ନାହିଁ । କାରଣ ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ସେହି ପର୍ସକୁ ନେଇ ଆପଣ କୌଣସି ଗଛ ମୂଳରେ ରଖିଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ନିଜ ପର୍ସକୁ ଟଙ୍କାରେ ଭରି ରଖିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏକ ରୂପା ମୁଦ୍ରା ନେଇ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ପୂଜା କରନ୍ତୁ ଓ ସେହି ମୁଦ୍ରାଙ୍କୁ ନିଜ ପର୍ସରେ ରଖନ୍ତୁ ।
ଯଦି ଆପଣଙ୍କ ପାଖରେ ରୂପା ମୁଦ୍ରା କିଣିବା ପାଇଁ ଟଙ୍କା ନାହିଁ ତା ହେଲେ ଆପଣ ଗୋଟିଏ କଉଡିକୁ ମଧ୍ୟ ନିଜ ପର୍ସରେ ରଖିପାରିବେ । ବନ୍ଧୁଗଣ ଏହି ଉପାୟ ଓ ପର୍ସ ସହ ଜଡିତ ସମସ୍ତ ନୀତି ନିୟମକୁ ଯଦି ଆପଣ ମାନି ଚଳିବେ ତା ହେଲେ ଦେଖିବେ ଆପଣଙ୍କ ପର୍ସ କେବେହେଲେ ଖାଲି ହେବନାହିଁ । ଆପଣଙ୍କ ପର୍ସ ସବୁବେଳେ ଧନରେ ଭରି ରହିବ ଓ ଆପଣ ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରିବେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ