ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ପିଲା ମାନଙ୍କୁ ଶୀତ ଦିନରେ ଦେବା ନିହାତି ଆବଶ୍ୟକ । ଏହି ଖାଦ୍ୟର ସେବନ କରିଲେ ପିଲାଙ୍କ ହାଡ ଶକ୍ତ ହେବା ସହିତ ସେମାନଙ୍କର ଶରୀର ରୋଗମୁକ୍ତ ରହିଥାଏ । ଏହା ବ୍ଯତୀତ ସେମାନଙ୍କ ମାଂସପେଶୀ ମଧ୍ୟ ମଝବୁତ ହୋଇଥାଏ ଏବଂ ପିଲା ମାନଙ୍କର ମସ୍ତିସ୍କର ବିକାଶ ମଧ୍ୟ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଖାଦ୍ୟକୁ ବନେଇ ନିଶ୍ଚୟ ଶୀତ ଦିନରେ ନିଜ ପିଲା ମାନଙ୍କୁ ଦିଅନ୍ତୁ ।
ଆଜିଆମେ ଆପଣ ମାନଙ୍କୁ ଏହି ଖାଦ୍ୟର ପ୍ରସ୍ତୁତି ବିଷୟରେ କହିବାକୁ ଯାଉଛୁ । ଏହା ବନ୍ଧୁଗଣ ସଂପୂର୍ଣ୍ଣ ଏକ ଘରୋଇ ଖାଦ୍ୟ ଅଟେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହାକୁ ବହୁତ ସହଜରେ ଏହି ଖାଦ୍ୟ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖାଦ୍ୟ ପ୍ରସ୍ତୁତି ବିଷୟରେ ।

ବନ୍ଧୁଗଣ ଏହି ଖାଦ୍ୟକୁ ବନେଇବା ପାଇଁ ଆମକୁ ସର୍ବ ପ୍ରଥମେ ଦରକାର ଖଜୁରୀ ଓ ପିସତା ବାଦାମ । ବନ୍ଧୁଗଣ ଆପଣ ମାନେ ପ୍ରଥମେ ଏହି ଦୁଇଟି ଜିନିଷକୁ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଯାଇ ଦିଅନ୍ତୁ । ଏହି ଉପାୟ ପାଇଁ ଆପଣ ୫ ରୁ ୧୦ଟି ଖଜୁରୀ ଓ ପିସତା ବାଦାମ ନିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଉଭୟ ପିସତା ବାଦାମ ଓ ଖଜୁରୀର ଚୋପା କାଢି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ଦୁଇଟି ଜିନିଷକୁ ନେଇ ଗ୍ରାଇଣ୍ଡର ସାହାର୍ଯ୍ୟରେ ଭଲ ଭାବରେ ପେଶୀ ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏକ ପ୍ୟାନ ନିଅନ୍ତୁ ଓ ଏହାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫ୍ରାଏ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ୧୦୦ ରୁ ୧୫୦ ଏମଏଲ କ୍ଷୀର ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହାକୁ ୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ ଓ ଏଥିରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏକ ଚାମଚ ଗୁଜୁରାତି ଗୁଣ୍ଡ ଓ ଏକ ଚାମଚ ଗାଈ ଘିଅ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ୩ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାପରେ ଆପଣଙ୍କ ଖାଦ୍ୟ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ମାନେ ଶୀତ ଦିନରେ ଏହି ଖାଦ୍ୟକୁ ନିହାତି ନିଜ ପିଲା ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ । ୮ ମାସରୁ ଉର୍ଦ୍ଧ ବୟସର ପିଲା ମାନଙ୍କୁ ଆପଣ ୧ ସପ୍ତାହରେ ୩ ଥର ଖାଇବା ପାଇଁ ଦେଇପାରିବେ ।

ଏହି ଖାଦ୍ୟର ସେବନ କରିଲେ ପିଲାଙ୍କ ହାଡ ଶକ୍ତ ହେବା ସହିତ ସେମାନଙ୍କର ଶରୀର ରୋଗମୁକ୍ତ ରହିଥାଏ । ଏହା ବ୍ଯତୀତ ସେମାନଙ୍କ ମାଂସପେଶୀ ମଧ୍ୟ ମଝବୁତ ହୋଇଥାଏ ଏବଂ ପିଲା ମାନଙ୍କର ମସ୍ତିସ୍କର ବିକାଶ ମଧ୍ୟ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଖାଦ୍ୟକୁ ବନେଇ ନିଶ୍ଚୟ ଶୀତ ଦିନରେ ନିଜ ପିଲା ମାନଙ୍କୁ ଦିଅନ୍ତୁ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

