ବନ୍ଧୁଗଣ ଏହି କିଛି ସମୟ ହେବ ଖବର ମିଳିଛି ଯେ, ନିଜ ପ୍ରେମୀକଙ୍କ ଉପରେ ରାଗି ଯାଇ ଜଣେ ଅଭିନେତ୍ରୀ ନିଜ ଜୀବନ ଶେଷ କରି ନେଇଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ବୟସ ହେଉଛି ମାତ୍ର ୨୧ ବର୍ଷ ବୟସ । ବର୍ତ୍ତମାନ ସେ ଏହି ଦୁନିଆରେ ନାହାନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକଙ୍କର ଦେହାନ୍ତ ହେବାର ଖବର ଶୁଣି ସମସ୍ତ ଦେଶବାସୀ ଦୁଃଖ ଅନୁଭବ କରିଛନ୍ତି । ବନ୍ଧୁଗଣ ଏହି ବର୍ଷ ତଥା ୨୦୨୦ରେ ବହୁତ କଳାକାର ମାନଙ୍କର ନିଧନ ହୋଇଛି । ଆପଣ ମାନେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଏହିପରି ଆଜି ଆମେ ଆପଣ ମାନଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣିଲେ ବହୁତ ଦୁଃଖ ଅନୁଭବ କରିବେ । ଏହି ବର୍ଷ ଶେଷ ହେବା ପୂର୍ବରୁ ପୁଣି ଏକ କଳାକାର ତଥା ଅଭିନେତ୍ରୀଙ୍କର ପରଲୋକ ହୋଇଛି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣଙ୍କ ବିଷୟରେ । ବନ୍ଧୁଗଣ ଏହି ଅଭିନେତ୍ରୀ ହେଉଛନ୍ତି ଜଣେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ । ତାଙ୍କର ନାମ ହେଉଛି ନାଗା ଝାସି । ନାଗା ନିଜର ଅନ୍ତିମ ନିଶ୍ଵାସ ହାଇଦ୍ରାବାଦର ଶ୍ରୀନଗର କଲୋନୀରେ ଏକ ଆପାର୍ଟମେଣ୍ଟରେ ନେଇଥିଲେ । ଖବର ମିଳିଛି ଯେ, ଏହି ଅଭିନେତ୍ରୀ ଜଣକ ନିଜ ଫ୍ଲାଟରେ ଏକା ରୁହନ୍ତି ।
ଖବର ମିଳିଛି ଯେ, ନାଗାଙ୍କ ଭାଇ ଦୂର୍ଗା ପ୍ରସାଦ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ ଓ କବାଟ ଖୋଲିବା ପାଇଁ ବେଲ ରିଙ୍ଗ ମାରିଥିଲେ । ହେଲେ ବହୁତ ସ୍ମାୟ ପର୍ଯ୍ୟନ୍ତ ନାଗା କବାଟ ଖୋଲିନଥିଲେ, ଯାହାଫଳରେ ଦୂର୍ଗା ପ୍ରସାଦ ସେଠିକାର ପଡୋଶୀ ମାନଙ୍କୁ ଡାକି କବାଟକୁ ଭାଙ୍ଗି ଖୋଲିଥିଲେ । ସେହି ସମୟରେ ନାଗା ଏହି ଦୁନିଆରେ ନଥିଲେ ।
ଏହାପରେ ତାଙ୍କୁ ସରକାରୀ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେ ବହୁତ ଡେରି ହୋଇଯାଇଥିଲା ଓ ନାଗା ଏହି ଦୁନିଆକୁ ଛାଡି ଚାଲିଯାଇଥିଲେ । ଆନ୍ଧ୍ର-ପ୍ରଦେଶର କ୍ରୀଷ୍ଣା ଜିଲ୍ଲାରେ ରହୁଥିବା ନାଗା ସାଝି ତେଲୁଗୁର ବହୁତ ଲୋକପ୍ରିୟ ଟିଭି ସୋରେ କାମ କରିଥିଲେ । ବନ୍ଧୁଗଣ ଖବର ମିଳିଛି ଯେ, ନାଗା ନିଜ ପ୍ରେମୀଙ୍କ ପାଇଁ କିଛି ମାସ ହେବ ବହୁତ ଡିପ୍ରେସନରେ ରହୁଥିଲେ ।
ଏହି ଖବର ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ମନରେ ଦୁଃଖ ଭରି ଦେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦେହାନ୍ତ ସହ ଜଡିତ କୌଣସି ବୟାନ ଆସିନାହିଁ । ପୋଲିସ ନିଜ ତଦନ୍ତ ଜାରି ରଖିଛି ଆଶା କରୁଛି ବହୁତ ଶୀଘ୍ର ପୋଲିସ ଏହି କେସର ଶେଷ ପର୍ଯ୍ୟନ୍ତ ଯାଇପାରିବ ।
ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ