ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା କିଏ ବା ପାଇବାକୁ ଚାହୁଁନଥିବ, ପ୍ରତ୍ୟେକ ବ୍ୟକ୍ତି ଚାହେଁ କି ତାକୁ ମାତା ଲକ୍ଷ୍ମୀ ଙ୍କ କୃପା ମିଳୁ । ବନ୍ଧୁଗଣ ଶାସ୍ତ୍ର ରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଏହି ସମୟରେ ଘରେ ଝାଡୁ ଲଗାଇ ଥାଏ ତେବେ ତା ଘରେ ଧନ ଦୌଲତ ଏବଂ ସୁଖ ଶାନ୍ତି ଆସିଥାଏ । ଶାସ୍ତ୍ର ରେ ଲେଖା ହୋଇଛି ଯେ, ମାର୍ଗଶିର ମାସ ସମୟରେ ମାତା ଲକ୍ଷ୍ମୀ ସ୍ୱୟଂ ବସୁଧାରେ ବାସ କରନ୍ତି ।
ଯଦି କେହି ଏହି ସମୟରେ କୌଣସି ବ୍ୟକ୍ତି ନିଜ ଘରେ ଝାଡୁ ଲଗାନ୍ତି ତେବେ ତାଙ୍କ ଘରେ ଧନ ର ବର୍ଷା ହୋଇଥାଏ ଏବଂ ସୁଖ ଶାନ୍ତି ର ଆଗମନ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ, ଝାଡୁ ହେଉଛି ମାତା ଲକ୍ଷ୍ମୀ ଙ୍କ ଦ୍ଵିତୀୟ ରୂପ । ତେଣୁ ଏହି ସମୟରେ ଯିଏ ନିଜ ଘରେ ଝାଡୁ ଲଗାଇଥାଏ ମାତା ଲକ୍ଷ୍ମୀ ନିଶ୍ଚିତ ତାଙ୍କ ଘରେ ପ୍ରଵେଶ କରିଥାନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବୁ ତାହା ଆପଣଙ୍କ ପାଇଁ ଅତି ଆଵଶ୍ୟକ । ପ୍ରଥମେ ତ ଆମେ ଆପଣଙ୍କୁ କହିବୁ ଯେ କେଉଁ ସମୟରେ ଘରେ ଝାଡୁ ଲଗାଇଲେ ମାତା ଲକ୍ଷ୍ମୀ କୃପା କରିଥାନ୍ତି ଏବଂ ଦ୍ବିତୀୟରେ ଝାଡୁ କୁ କେଉଁ ସମୟରେ ଲଗାଇବା ଉଚିତ କଥା ନୁହେଁ ।
୧.ବନ୍ଧୁଗଣ ଏମିତି ମନା ଯାଇଥାଏ କି ସକାଳ ସମୟ ବ୍ରହ୍ମ ମୂହୁର୍ତ୍ତ ହୋଇଥାଏ ଏବଂ ଏହି ସମୟରେ ଦେବତା ମାନେ ସ୍ୱୟଂ ପୃଥିବୀ ପୃଷ୍ଠ ରେ ବାସ କରନ୍ତି । ସକାଳ ସମୟ ତଥା ଭୋର ୫ଟା ରୁ ନେଇ ସକାଳ ୭ଟା ପର୍ଯ୍ୟନ୍ତ ବ୍ରହ୍ମ ସମୟ ହୋଇଥାଏ । ଏହି ସମୟରେ ଘରେ ଝାଡୁ ଲଗାଇଲେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଲାଗି ରହିଥାଏ । ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଗାଁ ରେ ଲୋକମାନେ ଭୋରୁ ଉଠି ନିଜର ନିତ୍ୟକର୍ମ ସାରି ଘର ସଫା କରି ଦେଇଥାନ୍ତି । ସେଥିପାଇଁ ଗାଁ ରେ ସର୍ବଦା ସୁଖ ଶାନ୍ତି ଥାଏ ।
ସବୁ ସମସ୍ୟା ତ ସହର ଲୋକଙ୍କ ହୋଇଥାଏ । କାରଣ ସେମାନେ ଠିକ ସମୟରେ ଉଠି ନଥାନ୍ତି ଏବଂ ଯାହା ଦ୍ୱାରା ଘର ସଫା ମଧ୍ୟ କରିନଥାନ୍ତି । ତେଣୁ ମାତା ଲକ୍ଷ୍ମୀ ତାଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି ଏବଂ ସେମାନଙ୍କ ଘରେ ଦୁଃଖ ଏବଂ ଦାରିଦ୍ର୍ୟତା ଲାଗି ରହିଥାଏ ।
୨. ବନ୍ଧୁଗଣ ଆପଣ ଯଦି ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଉଛନ୍ତି ତେବେ ଆପଣ ନିଜ ସହ ନିଜ ପରିବାର ପାଇଁ ମଧ୍ୟ ସମସ୍ୟା ଏବଂ ଦୁଃଖ କୁ ଆମନ୍ତ୍ରଣ କରୁଛନ୍ତି । ଏହି ସମୟ ଘର ସଫା କରିବା ନିମନ୍ତେ ଅନୁକୂଳ ହୋଇନଥାଏ । ଏହି ସମୟ ରେ ଝାଡୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।
୩.ବନ୍ଧୁଗଣ କିଛି ବ୍ୟକ୍ତି ସ୍ୱପ୍ନ ରେ ନୂଆ ଝାଡୁ ଧରି ଘର ସଫା କରିବାର ଦେଖିଥାନ୍ତି । ତେବେ ଏହାର ଅର୍ଥ ହେଉଛି ଯେ, ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଏହା ସହିତ ଧନ କୃପା ମଧ୍ୟ କରିଥାନ୍ତି ।
୪.ବନ୍ଧୁଗଣ ଯଦି ଆପଣ ମାନଙ୍କର ଝାଡୁ ଓଲଟା ରଖିବାର ଅଭ୍ୟାସ ରହିଛି ତେବେ ତାହା କରନ୍ତୁ ନାହିଁ । ଝାଡୁ ସିଧା କରି ରଖିଲେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିଥାଏ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ