ଶୀତଦିନେ ତ୍ଵଚାର ଯତ୍ନ, ବାସ କେବଳ ଅଟାରେ ଏହାକୁ ମିଶେଇ ରାତିରେ ଲଗାନ୍ତୁ ସକାଳୁ ମୁହଁ କାଚ ଭଳି ଚମକିବ- Baba Ramdev Beauty Tips

ବନ୍ଧୁଗଣ କଣ ଆପଣଙ୍କ ମୁହଁରେ ମଧ୍ୟ କଳା ଦାଗ ଚିହ୍ନ ଅଛି , କଣ ଆପଣଙ୍କ ଚେହେରାରେ ମଧ୍ୟ ଗ୍ଲୋ ନାହିଁ ଆପଣଙ୍କ ଚେହେରା ବି ଡଲ୍ ପଡ଼ିଯାଇଛି । ତେବେ ଆପଣଙ୍କ ପାଇଁ ସୂଚନା ବହୁତ୍ କାର୍ଯ୍ୟକାରୀ ହେବ । କାରଣ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ହଳଦୀର ବ୍ୟବହାର ରେ ନିଜ ଚେହେରା ର କଳା ଦାଗ କୁ ମିଟେଇ ଆପଣଙ୍କର ଚେହେରା ରେ ସଙ୍ଗେ ସଙ୍ଗେ ଗ୍ଲୋ ଆଣିପାରିବେ । ବନ୍ଧୁଗଣ ଆଜି ଆମେ ଆପମାନଙ୍କୁ ଏକ ସହଜ ଉପାୟ କହିବୁ ଯାହା ପାଇଁ ଆପଣଙ୍କୁ ହଳଦୀର ବ୍ୟବହାର କରିବାକୁ ହେବ ।

ବନ୍ଧୁଗଣ ଯଦି ଆପଣମାନେ ହଳଦୀ କୁ ଖାଲି ଖାଇବାରେ ବ୍ୟବହାର କରୁଛନ୍ତି ତେବେ ଆଜିର ଏହି ସୂଚନା ଆପଣମାନଙ୍କୁ ଅତ୍ୟନ୍ତ ଲାଭଦାୟକ ହେବ । ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବା କିପରି ହଳଦୀ କୁ ଆପଣମାନେ ନିଜ ମୁଁହ ରେ ବ୍ୟବହାର କରିବେ ।

ଏହି ଟିପ୍ସ ଆପଣଙ୍କ ମୁହଁକୁ ଏତେ ଚମକେଇ ଦେବ ଯେ ଆପଣମାନେ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ହଳଦୀ ରେ ଅନେକ ଭଲ ଗୁଣ ଥାଏ ଯାହାକି ଆମ ମୁହଁର ଚମକ୍ ଫେରାଇ ଆଣିବାରେ ଆମ ମୁହଁର ଦାଗ ଗୁଡ଼ିକ ମିଟାଇ ବାରେ ଏବଂ ବ୍ରଣ କଳା ଦାଗ ଗୁଡ଼ିକୁ ହଟାଇ ବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ହଳଦୀର ବ୍ୟବହାରରେ ଆମେ ଘରେ କିପରି ନିଜ ତ୍ଵଚାକୁ ସଫା ଏବଂ ଗୋରା କରିପାରିବା ।

ସର୍ବପ୍ରଥମେ ଆପଣଙ୍କୁ ଦରକାର ପଡ଼ିବ ଅଟା । ଆଜ୍ଞା ହଁ ବନ୍ଧୁଗଣ ଯେଉଁଥିରେ ଆପଣ ରୁଟୀ ବନେଇଥାନ୍ତି , ଗୋଟେ ଚାମଚ ଅଟା ନିଅନ୍ତୁ । ଏହା ଦେଖିବାକୁ ଅତ୍ୟନ୍ତ ସାଧାରଣ ଅଟେ ହେଲେ ଏହାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିବ , ଆପଣ ନିଜେ ହିଁ ଜାଣିପାରିବେ । ତା ପରେ ବନ୍ଧୁଗଣ ଆପଣଙ୍କୁ ଦରକାର ହଳଦୀ ପାଉଡର ଯେଉଁଥିରେ ବହୁତ୍ ସାରା ଆଣ୍ଟିସେଫ୍ଟିକ୍ ଗୁଣ ଥାଏ । ଏହା ଆପଣଙ୍କ ତ୍ଵଚା କୁ ଅନେକ ଗୁଡ଼ିଏ ଇନ୍ଫେକ୍ସନ୍ ରୁ ବଞ୍ଚାଇଥାଏ ।

ଆପଣଙ୍କୁ ଗୋଟେ ଚାମଚ୍ ହଳଦୀ ପାଉଡର ନେବାର ଅଛି । ଏହା ପରେ ସେହି ମିଶ୍ରଣରେ ୧୦ ରୁ ୧୨ ଟୋପା ଲେମ୍ବୁ ର ରସ ମିଶାଇବେ । ଏହା ଦ୍ଵାରା ଆପଣଙ୍କ ମୁହଁରେ ହେଉଥିବା ବ୍ରଣ ଭଲ ହୋଇଯିବ ଲେମ୍ବୁରେ ଔଷଧୀୟ ଗୁଣ ରହିଥାଏ ଯାହା ଫଳରେ ସେ ଆପଣଙ୍କ ମୁହଁରେ ହୋଇଥିବା କଳା ଦାଗ ଏବଂ ବ୍ରଣ ଗୁଡ଼ିକୁ ମିଟାଇ ଦେଇଥାଏ ।

ଏହା ପରେ ବନ୍ଧୁଗଣ ଆପଣଙ୍କୁ ସବୁଠୁ ମୁଖ୍ୟ ଜିନିଷ ଭିଟାମିନ ଇ କ୍ୟାପସୂଲ୍ ଦରକାର ହେବ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭିଟାମିନ୍ ଆମ ଶରୀର ପ୍ରତି କେତେ ଆବଶ୍ୟକ ଭିଟାମିନ ଇ ବ୍ୟବହାର ଦ୍ଵାରା ଆପଣମାନେ ବହୁତ୍ ସମସ୍ୟାରୁ ପାର୍ ପାଇପାରିବେ ।

ସେହିପରି ଏଥିରେ ଆପଣ ଗୋଲାପ ଜଳ ମିଶାନ୍ତୁ । ବନ୍ଧୁଗଣ ଏହାକୁ ଟିକେ ବହଳିଆ ବନେଇବାର ଅଛି ତେଣୁ ଆପଣମାନେ ଏଥିରେ ଅଳପ ଅଳପ କରି ଗୋଲାପ ଜଳ ମିଶାନ୍ତୁ । ଏବେ ଏହାକୁ ଭଲ ଭାବେ ମିକ୍ସ୍ କରିଦିଅନ୍ତୁ । ଯେପରି ଏହା ଭଲ ଭାବେ ମିଶିଯିବ ଏବଂ ସଫ୍ଟ୍ ହୋଇଯିବ । ଏବେ ଏହା ପ୍ରସ୍ତୁତ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେତେବେଳେ ଏବଂ କେମିତି ଲଗାଇବେ ।

ବନ୍ଧୁଗଣ ଗାଧେଇବା ୩୦ ମିନିଟ୍ ଆଗରୁ ଆପଣମାନେ ଏହାକୁ ହାତରେ ନେଇ ନିଜ ମୁହଁରେ ଭଲ ଭାବେ ଲଗାନ୍ତୁ , କିନ୍ତୁ ତା ଆଗରୁ ଆପଣ ନିଜ ମୁହଁ କୁ ଭଲ ଭାବେ ଧୋଇବେ । ବନ୍ଧୁଗଣ ଧ୍ୟାନ ରଖିବେ ଏହି ଫେସ୍ ଫ୍ୟାକ୍ କୁ ଲଗାଇଲା ବେଳେ ଯେପରି ଆପଣଙ୍କ ମୁହଁରେ ଗୋଟେ ବି ଡ଼ଷ୍ଟ ନଥିବ । ଏହା ପରେ ବନ୍ଧୁଗଣ ଏହାକୁ ମୁହଁରେ ଭଲ ରେ ଲଗାଇ ଧିରେ ଧିରେ ମସାଜ୍ କରନ୍ତୁ ।

 

ଯେତେବେଳେ ୨୦ ରୁ ୩୦ ମିନିଟ ପରେ ଯେତେବେଳେ ଏହି ଫ୍ୟାକ ଶୁଖିଯିବ ନିଜ ଫେସ୍ କୁ ଆପଣ ଧୋଇଦେବେ ଏବଂ ଏହା ପରେ ଆପଣ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ , ଆପଣଙ୍କ ମୁହଁରେ ଗ୍ଲୋ ଆସିଯିବ ଏବଂ ଆପଣଙ୍କ ରଙ୍ଗ ଫିଟିଯିବ । ଏହାକୁ ଆପଣ ପ୍ରତି ମାସରେ କରି ଦେଖନ୍ତୁ ଦେଖିବେ ବନ୍ଧୁଗଣ ଆପଣଙ୍କର ଫେସ୍ କୋମଳ ଏବଂ ଆପଣଙ୍କର ରଙ୍ଗ ଫିଟିଯିବ ।

ଯଦି ଆପଣ ପ୍ରତି ମାସରେ ବିୟୁଟି ପାର୍ଲର୍ କୁ ଯାଇ ଫେସିଆଲ୍ କରି ପାରୁନାହାନ୍ତି ଆପଣଙ୍କୁ ଯଦି ଏତେ ସମୟ ହେଉନି ତେବେ ଆପଣ ଏହି ଫେସ୍ ପ୍ୟାକକୁ ଘରେ ବନେଇ ଲଗାନ୍ତୁ । ଦେଖିବେ ଆପଣଙ୍କର ମୁହଁରେ ଥିବା ସବୁ ଦାଗ ଚିହ୍ନ ପଳେଇବ ଏବଂ ଆପଣଙ୍କ ମୁହଁରେ ଏକ ନୂଆ ଉର୍ଜା ଆସିଲା ଭଳି ଲାଗିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *